ଅନୁଗୁଳରେ ଇକୋ-କ୍ଲବ୍ ଶିକ୍ଷକ ପ୍ରଶିକ୍ଷଣ ଶିବିର: ବିଦ୍ୟାଳୟରେ ଗଢ଼ାହେବ ସୁସ୍ଥ ପରିବେଶ

ଅନୁଗୁଳ: ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଇକୋ-କ୍ଲବ୍ ଶିକ୍ଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଛି। ଗତ ୧୯ ଏବଂ ୨୦ ମାର୍ଚ୍ଚରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ଶିବିରରେ ବରିଷ୍ଠ…

Continue Readingଅନୁଗୁଳରେ ଇକୋ-କ୍ଲବ୍ ଶିକ୍ଷକ ପ୍ରଶିକ୍ଷଣ ଶିବିର: ବିଦ୍ୟାଳୟରେ ଗଢ଼ାହେବ ସୁସ୍ଥ ପରିବେଶ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ: ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଶୁକ୍ରବାର ରାତିରେ ସେ ଅନୁଗୁଳରେ ପହଞ୍ଚିବା ପରେ ମାର୍ଚ୍ଚ ୨୧ ତାରିଖ ସକାଳ ୯ଟାରେ ତୁରଙ୍ଗଠାରେ ନୂତନ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ: ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

ଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୁଳ ଜିଲ୍ଲା ଗସ୍ତ: ଜଙ୍ଗଲ ଅଧିକାର ଆଇନର କଲେ ସମୀକ୍ଷା

ଅନୁଗୁଳ: ଜାତୀୟ ମାନବାଧିକାର କମିଶନଙ୍କ ସ୍ପେସିଆଲ ମନିଟର ଆର୍ ହେମନ୍ତ କୁମାର ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ନିଜର ଏହି ଏକ ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ…

Continue Readingଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୁଳ ଜିଲ୍ଲା ଗସ୍ତ: ଜଙ୍ଗଲ ଅଧିକାର ଆଇନର କଲେ ସମୀକ୍ଷା

ଅନୁଗୁଳ ଜିଲ୍ଲା ଗସ୍ତରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା: ଶିଶୁ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଅନୁଗୁଳ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଶିଶୁ ସୁରକ୍ଷା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନର ସ୍ଥିତି ପରଖିଛନ୍ତି। ଏହି ଗସ୍ତ ସମୟରେ ତାଙ୍କ ସହ ଆୟୋଗର ସଦସ୍ୟା…

Continue Readingଅନୁଗୁଳ ଜିଲ୍ଲା ଗସ୍ତରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା: ଶିଶୁ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ରଞ୍ଜୁ ମୁହଁରେ ହସ ଫୁଟିଲା: କୃତ୍ରିମ ଗୋଡ଼ରେ ବାଟ ଚାଲିଲା

ଅନୁଗୁଳ: ଜାନ୍ସେନ୍ ଲେପ୍ରସି କଲୋନୀରେ ରହୁଥିବା ରଞ୍ଜୁ ମହାନ୍ତି ବିକଳାଙ୍ଗତା ଯୋଗୁଁ ଏକଦା ଡାହାଣ ଗୋଡଟି ହରାଇ ବସିଥିଲେ। ଚଲା ବୁଲା କରିବା ପାଇଁ ବହୁ ଅସୁବିଧା ଭୋଗୁଥିଲେ। ଦିବ୍ୟାଙ୍ଗ ହେବା ପରେ ତାଙ୍କର ମାନସିକ ଯନ୍ତ୍ରଣା ମଧ୍ୟ ବଢ଼ି ଯାଇଥିଲା।…

Continue Readingରଞ୍ଜୁ ମୁହଁରେ ହସ ଫୁଟିଲା: କୃତ୍ରିମ ଗୋଡ଼ରେ ବାଟ ଚାଲିଲା

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଦଳର ୩ ଗିରଫ: ୨୧୨ କେଜି ଗଞ୍ଜେଇ ଜବତ

ଅନୁଗୁଳ: ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଅପରେସନ ପ୍ରହାରକୁ ଅଧିକ ତୀବ୍ର କରାଯାଉଛି ଏବଂ ଜିଲ୍ଲାକୁ ନିଶା ମୁକ୍ତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଗତ ୧୮ ତାରିଖରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଶା ବେପାରୀଙ୍କ…

Continue Readingଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଦଳର ୩ ଗିରଫ: ୨୧୨ କେଜି ଗଞ୍ଜେଇ ଜବତ

ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ

ଅନୁଗୁଳ: ​ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା' ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଚଳିତ ମାର୍ଚ୍ଚ ମାସ ୨୨ ତାରିଖ ଦିନ ଗୋପାଳପ୍ରସାଦସ୍ଥିତ ମା' କୁଟେଇଶୁଣୀ ପୀଠ ପରିସରରେ ଅନୁଷ୍ଠିତ ହେବ। ଏହି ପବିତ୍ର ଦିନରେ ମା'ଙ୍କ ଚଳନ୍ତି ପ୍ରତିମା 'ଆଲମ'କୁ…

Continue Readingମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ

ଅନୁଗୁଳରେ ହିନ୍ଦୁ ନବବର୍ଷ ଉତ୍ସବ; ରାଷ୍ଟ୍ରୀୟ ଛୁଟିଦିନ ଘୋଷଣା ପାଇଁ ଆହ୍ବାନ

ଅନୁଗୁଳ: ଅନୁଗୁଳ ସହରରେ ସନାତନ ଜାଗୃତି ପରିଷଦ ଓ ଭାରତୀୟ ନବବର୍ଷ ପାଳନ ସମିତି ପକ୍ଷରୁ ୧,୯୭,୨୯,୪୯,୧୨୭ ତମ ହିନ୍ଦୁ ନବବର୍ଷ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ମଦନମୋହନ ମନ୍ଦିରରେ ୧୦୮ ପ୍ରଦୀପ ପ୍ରଜ୍ଜ୍ବଳନ, ସୂର୍ଯ୍ୟ ପୂଜା, ହନୁମାନ ଚାଳିଶା…

Continue Readingଅନୁଗୁଳରେ ହିନ୍ଦୁ ନବବର୍ଷ ଉତ୍ସବ; ରାଷ୍ଟ୍ରୀୟ ଛୁଟିଦିନ ଘୋଷଣା ପାଇଁ ଆହ୍ବାନ

ହାତୀ ମୃତ୍ୟୁ ରୋକିବା ପାଇଁ ସତର୍କ ସୂଚନା ଖୁଣ୍ଟ ଲାଗିଲା

ଅନୁଗୁଳ: ବନ୍ୟ ଜନ୍ତୁଙ୍କ ସୁରକ୍ଷା ତଥା ହାତୀ ମୃତ୍ୟୁକୁ ହ୍ରାସ କରିବା ପାଇଁ ଅନୁଗୁଳ ଫରେଷ୍ଟ ଡିଭିଜନର ଜରପଡା ରେଞ୍ଜ ପକ୍ଷରୁ ହାତୀ ଅତିକ୍ରମ କରିବାକୁ ଥିବା ସମ୍ଭାବ୍ୟ ରେଳ ଧାରଣା କଡ଼ରେ ସତର୍କ ସୂଚନା ଥିବା ଖୁଣ୍ଟ ମାନ ଲଗାଯାଇଛି।…

Continue Readingହାତୀ ମୃତ୍ୟୁ ରୋକିବା ପାଇଁ ସତର୍କ ସୂଚନା ଖୁଣ୍ଟ ଲାଗିଲା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ମହାସମାରୋହ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରାଷ୍ଟ୍ରୀୟ ନବ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଅନେକ ପୃଷ୍ଠ ଭୂମି ଥିବା ଆଜିର ଦିବସର ମହତ୍ତ୍ୱ ସମ୍ବନ୍ଧରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ବୈଦ୍ୟନାଥ ସାମଲ ମୁଖ୍ୟ ବକ୍ତା…

Continue Readingସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ମହାସମାରୋହ