ଜିଲ୍ଲାପାଳଙ୍କ ଶକ୍ତ ଆକ୍ସନ: ଅନୁଗୋଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ମୁକ୍ତ

ଅନୁଗୋଳ: ରାଜ୍ୟରେ ନୂତନ ସରକାରଙ୍କ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶକୁ ଅନୁଗୋଳ ଜିଲ୍ଲାପାଳ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଓ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଆଜି ଅନୁଗୋଳ ସହରର କେନ୍ଦ୍ରସ୍ଥଳରେ ଥିବା ପୁରୁଣା କୁକୁଡ଼ା ଫାର୍ମ ନିକଟରୁ ଏକ ବଡ଼ଧରଣର…

Continue Readingଜିଲ୍ଲାପାଳଙ୍କ ଶକ୍ତ ଆକ୍ସନ: ଅନୁଗୋଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ମୁକ୍ତ

ମଞ୍ଚରେ ମୁହାଁମୁହିଁ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା: ଗଣମାଧ୍ୟମ ଉପରେ ବର୍ଷିଲେ ଅଗସ୍ତି ବେହେରା

ଅନୁଗୋଳ: ବିଶ୍ୱ ପରିବେଶ ଦିବସ ଅବସରରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଆୟୋଜିତ ସଭାରେ ଦେଖିବାକୁ ମିଳିଛି ହଟଚମଟ। ଏକ ସରକାରୀ ମଞ୍ଚ ଉପରେ ମୁହାଁମୁହିଁ ହୋଇଛନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା। ସଭାରେ ନିଜ ବକ୍ତବ୍ୟ…

Continue Readingମଞ୍ଚରେ ମୁହାଁମୁହିଁ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା: ଗଣମାଧ୍ୟମ ଉପରେ ବର୍ଷିଲେ ଅଗସ୍ତି ବେହେରା

ଜିଲ୍ଲା ସ୍ତରୀୟ କର୍ମଶାଳା: ୨୦୩୦ ସୁଦ୍ଧା ଅନୁଗୋଳକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ବୃହତ ରଣନୀତି

ଅନୁଗୋଳ : ୨୦୩୦ ମସିହା ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ଲକ୍ଷ୍ୟରେ ଏକ ବୃହତ ରଣନୀତି ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ (UNICEF) ର ମିଳିତ ଆନୁକୂଲ୍ୟରେ…

Continue Readingଜିଲ୍ଲା ସ୍ତରୀୟ କର୍ମଶାଳା: ୨୦୩୦ ସୁଦ୍ଧା ଅନୁଗୋଳକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ବୃହତ ରଣନୀତି

ଲୁହାମୁଣ୍ଡା ଫ୍ଲାଏଓଭରରେ ବସ୍-ଟ୍ରକ୍ ଧକ୍କା: ଜଣଙ୍କ ମୃତ୍ୟୁ, ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଧୀନ ଲୁହାମୁଣ୍ଡା ଫ୍ଲାଏଓଭର ଉପରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। 'ଦିଲଖୁସ' ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଆଗରେ ଯାଉଥିବା ଏକ ଟ୍ରକ ପଛରେ ପିଟି ହେବା ଫଳରେ ବସ୍ ହେଲ୍ପରଙ୍କର…

Continue Readingଲୁହାମୁଣ୍ଡା ଫ୍ଲାଏଓଭରରେ ବସ୍-ଟ୍ରକ୍ ଧକ୍କା: ଜଣଙ୍କ ମୃତ୍ୟୁ, ୩ ଗୁରୁତର

ଜିଲ୍ଲାରର ପରିବେଶ ବିଗୁଡ଼ୁଛି: ଦାୟୀ କିଏ ???

ଅନୁଗୋଳ: ଓଡ଼ିଶାର ମଧ୍ୟଭାଗରେ ଥିବା ଅନୁଗୋଳ ଜିଲ୍ଲାର ପରିବେଶ ସନ୍ତୁଳନ ଦୀର୍ଘ ବର୍ଷ ହେବ ବିଗିଡ଼ିବାରେ ଲାଗିଛି। ତେବେ ଏହାକୁ ସଜାଡିବାରେ ଯେଉଁ ଆନ୍ତରିକତା ରହିବା କଥା ତାହା ଦେଖିବାକୁ ମିଳୁନାହିଁ। ଅନୁଗୋଳର ତାପମାତ୍ରା ବର୍ଷ କୁ ବର୍ଷ ବଢୁଛି ଖରା…

Continue Readingଜିଲ୍ଲାରର ପରିବେଶ ବିଗୁଡ଼ୁଛି: ଦାୟୀ କିଏ ???

ସେବାର ୨ ବର୍ଷ ପୂରଣ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଜନତାଙ୍କୁ କୃତଜ୍ଞତା

ଅନୁଗୁଳ: ସେବା, ସଂକଳ୍ପ ଓ ବିଶ୍ୱାସର ଐତିହାସିକ ଯାତ୍ରାକୁ ଆଜି ୨ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ପ୍ରଧାନ…

Continue Readingସେବାର ୨ ବର୍ଷ ପୂରଣ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଜନତାଙ୍କୁ କୃତଜ୍ଞତା

ବଅଁରପାଳ ଡକାୟତି ଯୋଜନା ପଣ୍ଡ, ୨ ଗିରଫ ଏବଂ କୋର୍ଟ ଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଏକ ବଡ଼ଧରଣର ଆପରାଧିକ ଘଟଣା ଘଟାଇବା ପୂର୍ବରୁ ପୋଲିସ ଏହାକୁ ପଣ୍ଡ କରିଦେଇଛି। ଡକାୟତି ଯୋଜନା କରୁଥିବା ଏକ ୪ ଜଣିଆ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ…

Continue Readingବଅଁରପାଳ ଡକାୟତି ଯୋଜନା ପଣ୍ଡ, ୨ ଗିରଫ ଏବଂ କୋର୍ଟ ଚାଲାଣ

ଚାଳଗଡ଼କୁ ‘ରାଜସ୍ୱ ଗ୍ରାମ’ ମାନ୍ୟତା, ତାଳଚେର ବିଧାୟକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଚାଳଗଡ଼ ଗ୍ରାମକୁ ରାଜ୍ୟ ସରକାର 'ରାଜସ୍ୱ ଗ୍ରାମ' ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଦାବି ପୂରଣ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ମାନ୍ୟତା ପାଇଁ ମୁଖ୍ୟ ଭୂମିକା…

Continue Readingଚାଳଗଡ଼କୁ ‘ରାଜସ୍ୱ ଗ୍ରାମ’ ମାନ୍ୟତା, ତାଳଚେର ବିଧାୟକଙ୍କୁ ଗ୍ରାମବାସୀଙ୍କ ସମ୍ବର୍ଦ୍ଧନା

ସିଏମ ଟ୍ରଫି ଖୋଖୋ: ବୟସ ବିବାଦ ଯୋଗୁଁ ଫାଇନାଲ ମ୍ୟାଚ ବନ୍ଦ

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡ଼ିଆରେ ଚାଲିଥିବା ସିଏମ୍ ଟ୍ରଫି ଖୋଖୋ ଏବଂ କବାଡି ପ୍ରତିଯୋଗିତାର ୩ ୟ ଦିନର ଖେଳରେ ବେଶ ବିବାଦ ଦେଖିବାକୁ ମିଳିଥିଲା। ଖୋଖୋ ଫାଇନାଲକୁ ଉଠିଥିବା ଗଞ୍ଜାମ ପିଲାଙ୍କର ଆଧାର ଚେକିଙ୍ଗ ବେଳେ କିଛି ପିଲାଙ୍କର ବୟସ…

Continue Readingସିଏମ ଟ୍ରଫି ଖୋଖୋ: ବୟସ ବିବାଦ ଯୋଗୁଁ ଫାଇନାଲ ମ୍ୟାଚ ବନ୍ଦ

ବଅଁରପାଳରେ ଅପରାଧୀଙ୍କ ଗୁଳିଚାଳନା: ଜଣେ ଗିରଫ, ଦୁଇ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଅଞ୍ଚଳରେ ପୋଲିସ ଏକ ବଡ଼ ଆପରାଧିକ ଯୋଜନାକୁ ପଣ୍ଡ କରିଛି। ଆଜି ସନ୍ଧ୍ୟାରେ ୩-୪ ଜଣ ସନ୍ଦିଗ୍ଧ ଅପରାଧୀ କୌଣସି ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସେଠାରେ ଏକାଠି ହୋଇଥିବା ପୋଲିସକୁ ବିଶ୍ୱସ୍ତ…

Continue Readingବଅଁରପାଳରେ ଅପରାଧୀଙ୍କ ଗୁଳିଚାଳନା: ଜଣେ ଗିରଫ, ଦୁଇ ଫେରାର