କଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ

ଅନୁଗୁଳ: କଣିହାଁ ଟ୍ରକ ମାଲିକ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କଣିହାଁ ଠାରେ ଆୟୋଜିତ ପ୍ରତିବାଦ ସଭାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଆନ୍ଦୋଳନକାରୀଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଟ୍ରକ ମାଲିକ ସଂଘ ପକ୍ଷରୁ…

Continue Readingକଣିହାଁ ଟ୍ରକ ମାଲିକ ସଂଘ ଧାରଣାରେ ସାମିଲ ହେଲେ ତାଳଚେର ବିଧାୟକ, ଦାବିକୁ ଜଣାଇଲେ ଦୃଢ଼ ସମର୍ଥନ

ବନ୍ତଳାରେ ଆତଙ୍କ ଖେଳାଇଥିବା ଦନ୍ତାକୁ କାବୁ କଲା ବନ ବିଭାଗ: ଟ୍ରାଙ୍କୁଲାଇଜ୍ କରି ଶିମିଳିପାଳ ପଠାଇଲା

ଅନୁଗୁଳ: ବନ୍ତଳା ଅଞ୍ଚଳରେ ମାସ ମାସ ଧରି ଆତଙ୍କ ଖେଳାଇଥିବା ଏକ ଦନ୍ତାହାତୀକୁ ଆଜି ବନ ବିଭାଗ କାବୁ କରିଛି। ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ସ୍ୱତନ୍ତ୍ର ଗାଡି 'ଐରାବତ'ରେ ଶିମିଳିପାଳ ଅଭୟାରଣ୍ୟକୁ ସ୍ଥାନ୍ତର କରାଯାଇଛି। ଅନୁଗୁଳ ବନଖଣ୍ଡ କରତପଟା ସେକ୍ସନ ଅନ୍ତର୍ଗତ…

Continue Readingବନ୍ତଳାରେ ଆତଙ୍କ ଖେଳାଇଥିବା ଦନ୍ତାକୁ କାବୁ କଲା ବନ ବିଭାଗ: ଟ୍ରାଙ୍କୁଲାଇଜ୍ କରି ଶିମିଳିପାଳ ପଠାଇଲା

ବିଶ୍ୱ ବାଇସାଇକଲ ଦିବସ:ବଜାରରେ ବାଇସାଇକଲର ଆଦର ବଢ଼ିଛି

ଅନୁଗୁଳ: ପିଲାଦିନେ ଆମେ ଶୁଣିଛେ ବିଜୁ ବାବୁ ସାଇକେଲ ଚଲାଇ ପାକିସ୍ଥାନର ଲାହୋର ଯାଇଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିର୍ବାଚନ ପ୍ରଚାର ବେଳେ ସାଇକେଲ ଚଢି ଗାଁ ଗାଁ ବୁଲୁଥିଲେ ବୋଲି କୁହାଯାଏ। ସବୁଠୁ ରୋଚକ କଥା…

Continue Readingବିଶ୍ୱ ବାଇସାଇକଲ ଦିବସ:ବଜାରରେ ବାଇସାଇକଲର ଆଦର ବଢ଼ିଛି

ଅନୁଗୁଳରେ ମଦ ଦେକାନ ଆବଣ୍ଟନ: ଜଣେ ବ୍ୟବସାୟୀଙ୍କ ହାତକୁ ଗଲା ୧୫ ଦେକାନ, ଏନ୍‌ଟିପିସି ପାଇଁ ଥିଲା ସର୍ବାଧିକ କ୍ରେଜ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦେଶୀ ମଦ ଦେକାନ ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି। ସ୍ଥାନୀୟ ସଭାଘରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଓ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ଉପସ୍ଥିତିରେ ଲଟେରି ମାଧ୍ୟମରେ ଏହି ଆବଣ୍ଟନ କରାଯାଇଥିଲା। ଜିଲ୍ଲାର ମୋଟ ୫୩ଟି…

Continue Readingଅନୁଗୁଳରେ ମଦ ଦେକାନ ଆବଣ୍ଟନ: ଜଣେ ବ୍ୟବସାୟୀଙ୍କ ହାତକୁ ଗଲା ୧୫ ଦେକାନ, ଏନ୍‌ଟିପିସି ପାଇଁ ଥିଲା ସର୍ବାଧିକ କ୍ରେଜ୍

ରାସ୍ତା ଅବରୋଧ ଓ ବେଆଇନ ପାର୍କିଂ ଜଗିବ ସିସିଟିଭି: କ୍ୟାମେରା ଲିଙ୍କ୍ ଏବେ ପୌରପାଳିକା ହାତରେ

ଅନୁଗୁଳ: ଜିଲ୍ଲା ପୋଲିସ ପକ୍ଷରୁ ଅନୁଗୋଳ ପୌରପାଳିକାକୁ ଏବେ ବୁଲେଟ୍ ଓ ଏଫ୍ଆରସି କ୍ୟାମେରା ଲିଙ୍କ୍  ଦିଆଯାଇଛି। ପୌରକର୍ମଚାରିଙ୍କୁ ଏଥିନେଇ ପୋଲିସ ପକ୍ଷରୁ ତାଲିମ ଦିଆଯାଇଛି।ବିଶେଷ କରି ପୁରୁଣା ବସ୍ ଷ୍ଟାଣ୍ଡ ବଜାର ଆଦି ଅଞ୍ଚଳରେ କୌଣସି ଦୋକାନୀ ରାସ୍ତା ଅବରୋଧ…

Continue Readingରାସ୍ତା ଅବରୋଧ ଓ ବେଆଇନ ପାର୍କିଂ ଜଗିବ ସିସିଟିଭି: କ୍ୟାମେରା ଲିଙ୍କ୍ ଏବେ ପୌରପାଳିକା ହାତରେ

ତୁବେ ଗ୍ରାମରେ ବନ ବିଭାଗର ଚଢ଼ାଉ: ବିପୁଳ ପରିମାଣର ବେଆଇନ ଶାଗୁଆନ କାଠ ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବେଆଇନ କାଠ ମାଫିଆଙ୍କ ବିରୋଧରେ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଗତ ଜୁନ୍ ୨ ତାରିଖରେ ଅନୁଗୁଳ ରେଞ୍ଜ ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ହିଂସର…

Continue Readingତୁବେ ଗ୍ରାମରେ ବନ ବିଭାଗର ଚଢ଼ାଉ: ବିପୁଳ ପରିମାଣର ବେଆଇନ ଶାଗୁଆନ କାଠ ଜବତ

ପୁଣି ବଢ଼ିଲା ବସ୍ ଭଡା: କିମି ପିଛା ୨ରୁ ୬ ପଇସା ବୃଦ୍ଧି, ଯାତ୍ରୀଙ୍କ ଉପରେ ବୋଝ

ଅନୁଗୁଳ: ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ପାଇଛି। ଡିଜେଲ ଦର ବୃଦ୍ଧି ପରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଅଟୋମେଟିକ୍ ମେକାନିଜିମ୍ ମାଧ୍ୟମରେ ସମସ୍ତ ଶ୍ରେଣୀର ବସ୍ ଭଡା ବଢାଇଛି। ନୂଆ ଦର ତତ୍କାଳ ଲାଗୁ ହୋଇଛି। ମିଳିଥିବା…

Continue Readingପୁଣି ବଢ଼ିଲା ବସ୍ ଭଡା: କିମି ପିଛା ୨ରୁ ୬ ପଇସା ବୃଦ୍ଧି, ଯାତ୍ରୀଙ୍କ ଉପରେ ବୋଝ

କେନ୍ଦ୍ରମନ୍ତ୍ରୀ କିଶନ ରେଡ୍ଡୀଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରେ ଭେଟିଲେ ଅନୁଗୁଳ ବିଧାୟକ

ଭୁବନେଶ୍ଵର: ଭାରତ ସରକାରଙ୍କ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କିଶନ ରେଡ୍ଡୀ ଗଙ୍ଗାପୁରମ୍ ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକରେ ଯୋଗଦେବା ପରେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀ ଫେରିବା ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

Continue Readingକେନ୍ଦ୍ରମନ୍ତ୍ରୀ କିଶନ ରେଡ୍ଡୀଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରେ ଭେଟିଲେ ଅନୁଗୁଳ ବିଧାୟକ

ସ୍ମାର୍ଟ ମିଟର ନାଁରେ କର୍ମଚାରୀ ଛଟେଇ ଚକ୍ରାନ୍ତ ଅଭିଯୋଗ: ବିଦ୍ୟୁତ୍ କର୍ମଚାରୀ ସଂଘର ବୈଠକ

ଅନୁଗୁଳ: ସ୍ମାର୍ଟ ମିଟର ଲଗାଇ ଖର୍ଚ୍ଚ ହ୍ରାସ ଆଳରେ ବିଦ୍ୟୁତ୍ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ମିଟର ରିଡର, ବିଲ୍ କଲେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଛଟେଇ କରିବାର ଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ବାବା…

Continue Readingସ୍ମାର୍ଟ ମିଟର ନାଁରେ କର୍ମଚାରୀ ଛଟେଇ ଚକ୍ରାନ୍ତ ଅଭିଯୋଗ: ବିଦ୍ୟୁତ୍ କର୍ମଚାରୀ ସଂଘର ବୈଠକ

ସରକାରୀ ଗାଡ଼ିରେ କାଠ ଚୋରା ଚାଲାଣ ଅଭିଯୋଗ: ରେଞ୍ଜରଙ୍କ ବିରୋଧରେ ଡିଏଫଓଙ୍କୁ ଭେଟିଲେ ୨୫ ଗ୍ରାମର ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଯୋଡୁମୁଁ ପ୍ରଗଣାର ୨୫ଟି ଗ୍ରାମର ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ସୋମବାର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲିଣ୍ଡା ରେଞ୍ଜର ଲିଙ୍ଗରାଜ ଭୋଇ ଗତ ମେ ୨୬…

Continue Readingସରକାରୀ ଗାଡ଼ିରେ କାଠ ଚୋରା ଚାଲାଣ ଅଭିଯୋଗ: ରେଞ୍ଜରଙ୍କ ବିରୋଧରେ ଡିଏଫଓଙ୍କୁ ଭେଟିଲେ ୨୫ ଗ୍ରାମର ଲୋକ