୩୦ ରୁ ଆରମ୍ଭ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬: ଘରକୁ ଘର ଯିବେ ବିଏଲଓ,ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ,: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପରିଗଣନା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ…

Continue Reading୩୦ ରୁ ଆରମ୍ଭ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬: ଘରକୁ ଘର ଯିବେ ବିଏଲଓ,ଜିଲ୍ଲାପାଳଙ୍କ ଦ୍ୱାରା ଭୋଟର ସଚେତନତା ରଥର ଶୁଭାରମ୍ଭ

୩ ମାସ ହେବ ମିଳୁନି ଭତ୍ତା: ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୁମୁଣ୍ଡା ପଞ୍ଚାୟତର ବୃଦ୍ଧବୃଦ୍ଧା

ଅନୁଗୁଳ: ଭତ୍ତା ପାଇଁ ସରକାରୀ କାର୍ଯ୍ୟାଳୟ ମୁହାଁ ଅସହାୟ ହିତାଧିକାରୀ। ତାଳଚେର ବ୍ଲକ ଅନ୍ତର୍ଗତ କୁମୁଣ୍ଡା ପଞ୍ଚାୟତରେ ଦୀର୍ଘ ୩ ମାସ ହେବ ବୃଦ୍ଧା ଓ ବୃଦ୍ଧମାନେ ସାମାଜିକ ସୁରକ୍ଷା ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଶେଷରେ ବାଧ୍ୟ ହୋଇ ଆଜି ପ୍ରଖର…

Continue Reading୩ ମାସ ହେବ ମିଳୁନି ଭତ୍ତା: ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୁମୁଣ୍ଡା ପଞ୍ଚାୟତର ବୃଦ୍ଧବୃଦ୍ଧା

ଚାଷୀଙ୍କ ପାଇଁ ଏଗ୍ରି-ଷ୍ଟାକ୍ ପୋର୍ଟାଲ୍‌ରେ ନାମଲେଖା ବାଧ୍ୟତାମୂଳକ; ସାର କଳାବଜାରୀ ଉପରେ ରହିବ ତହସିଲଦାରଙ୍କ ନଜର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସଦରମହକୁମାରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ‘ଧରିତ୍ରୀ ମାତା ବଞ୍ଚାଓ ନିଗରାନି ସମିତି’ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ନ ଖରିଫ ଋତୁ ପୂର୍ବରୁ ଚାଷୀଙ୍କୁ ସାର ବଣ୍ଟନ ପାଇଁ ରଣନୀତି ପ୍ରସ୍ତୁତ…

Continue Readingଚାଷୀଙ୍କ ପାଇଁ ଏଗ୍ରି-ଷ୍ଟାକ୍ ପୋର୍ଟାଲ୍‌ରେ ନାମଲେଖା ବାଧ୍ୟତାମୂଳକ; ସାର କଳାବଜାରୀ ଉପରେ ରହିବ ତହସିଲଦାରଙ୍କ ନଜର

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, କମିଲା ଦୁର୍ଘଟଣା ହାର

ଅନୁଗୁଳ: ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏମ୍ ଅବଦାଲ ଅଖତାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ‘ଜିଲ୍ଲା ରାଜପଥ ଟାସ୍କ ଫୋର୍ସ’ ଗଠନ ଓ ଏହାର କାର୍ଯ୍ୟକାରିତା ଉପରେ ବିସ୍ତୃତ…

Continue Readingଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, କମିଲା ଦୁର୍ଘଟଣା ହାର

ଅନୁଗୁଳ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ପରୀକ୍ଷାଫଳ ପ୍ରକାଶିତ,ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଅନୁଗୁଳ: ଆଜି ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକବଓ ସ୍ନାତକୋତ୍ତର ବିଭାଗର ପରୀକ୍ଷା ଫଳ ପ୍ରକାଶିତ। ଏଥିନେଇ ମହାବିଦ୍ୟାଳୟ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ଯକ୍ଷ ଡ଼ା ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ…

Continue Readingଅନୁଗୁଳ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ପରୀକ୍ଷାଫଳ ପ୍ରକାଶିତ,ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଭୟଙ୍କର ଦୁର୍ଘଟଣା: ଭାରୀଯାନ ଧକ୍କାରେ ଜିଅନ୍ତା ଜଳିଗଲେ ବାଇକ ଆରୋହୀ, ଅନ୍ୟ ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସମକୋଇ ପୋଲ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଭାରିଯାନ ବାଇକକୁ ଧକ୍କା ଦେବା ସହ କିଛି ବାଟ ଘୋଷାରି ନେଇଥିଲା। ଫଳରେ ବାଇକରେ ହଠାତ ନିଆଁ ଲାଗିଯାଇଥିଲା ଏବଂ…

Continue Readingଭୟଙ୍କର ଦୁର୍ଘଟଣା: ଭାରୀଯାନ ଧକ୍କାରେ ଜିଅନ୍ତା ଜଳିଗଲେ ବାଇକ ଆରୋହୀ, ଅନ୍ୟ ଜଣେ ଗୁରୁତର

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ: ଦଳକୁ ସଶକ୍ତ କରିବା ଲକ୍ଷ୍ୟ

ଅନୁଗୁଳ: ଅନୁଗୁଳ ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦୁଇ ଦିନିଆ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ଆରମ୍ଭ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହାକୁ ଉଦ୍‌ଘାଟନ କରିଛନ୍ତି। ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି, “ଦଳ…

Continue Readingପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ: ଦଳକୁ ସଶକ୍ତ କରିବା ଲକ୍ଷ୍ୟ

ସହରରେ ଆଉ ଦେଖିବାକୁ ମିଳୁନି “ଜାମୁ”: କିଲୋ ୩ ଶହ

ଅନୁଗୁଳ: ମେ ମାସ ସରିବାକୁ ବସିଲାଣି କିନ୍ତୁ ଅନୁଗୁଳ ବଜାରରେ ଜାମୁ କୋଳି ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ। ଜାମୁ କୋଳି ଯେଭଳି ସୁଆଦିଆ ସେଭଳି ଗୁଣ କାରକ। ଆୟୁର୍ବେଦରେ ଏହାର ବିଭିନ୍ନ ପ୍ରୟୋଗ ବିଧି ରହିଛି। ଜାମୁ ଉଷ୍ଣ…

Continue Readingସହରରେ ଆଉ ଦେଖିବାକୁ ମିଳୁନି “ଜାମୁ”: କିଲୋ ୩ ଶହ

ବନବିଭାଗ ଗାଡ଼ିରେ କାଠ ଚାଲାଣ ଘଟଣା: ଆଠଗଡ଼ ଡିଏଫଓଙ୍କୁ ତଦନ୍ତଭାର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ସରକାରୀ ଗାଡ଼ିରେ କାଠ ଚାଲାଣ ଘଟଣା ଏବେ ଅନୁଗୁଳ ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ଗଞ୍ଜେଇ ଚାଲାଣ ସନ୍ଦେହରେ ଜରପଡ଼ା ପୋଲିସ ଚେକିଂ କରୁଥିବା ବେଳେ, ଜିଲିଣ୍ଡା ରେଞ୍ଜର ଲିଙ୍ଗରାଜ ଭୋଇଙ୍କ ସରକାରୀ ବୋଲେରୋ ଗାଡ଼ିରୁ…

Continue Readingବନବିଭାଗ ଗାଡ଼ିରେ କାଠ ଚାଲାଣ ଘଟଣା: ଆଠଗଡ଼ ଡିଏଫଓଙ୍କୁ ତଦନ୍ତଭାର

ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନୂଆ ଟିମ୍ ଦାୟିତ୍ୱ ନେଲେ: ‘ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା’ ଲକ୍ଷ୍ୟ

ଅନୁଗୁଳ: ନବ ନିଯୁକ୍ତ ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ସଦସ୍ୟମାନେ ଆଜି ଜିଲ୍ଲାପାଳ ଅବଦଲ ଅଖତରଙ୍କୁ ଭେଟି ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସହ ସଦସ୍ୟ ବିଭୂତି ଭୂଷଣ…

Continue Readingଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନୂଆ ଟିମ୍ ଦାୟିତ୍ୱ ନେଲେ: ‘ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା’ ଲକ୍ଷ୍ୟ