ଅନୁଗୁଳରେ ଏବିଭିପିର ମେଧାବୀ ଅଭିନନ୍ଦନ ସମାରୋହ; ୪୪୦ରୁ ଊର୍ଦ୍ଧ୍ୱ କୃତୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ତରଫରୁ ଏକ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ସୂଚାରୁରୂପେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଓ ବଅଁରପାଳ ବ୍ଲକର ୭୬ଟି ଉଚ୍ଚ ବିଦ୍ୟାଳୟ ଏବଂ ୨୦ଟି ଉଚ୍ଚ ମାଧ୍ୟମିକ…




