ଥାନା ପରିଦର୍ଶନ କଲେ ଅନୁଗୁଳ କଲେଜ ଛାତ୍ରଛାତ୍ରୀ; ପୋଲିସ କାର୍ଯ୍ୟପ୍ରଣାଳୀ ଜାଣିଲେ, ଦୂର ହେଲା ଭୟ ଓ ଦ୍ୱନ୍ଦ୍ୱ
ଅନୁଗୁଳ: ପୋଲିସର ଭୂମିକା, ଦାୟିତ୍ୱ ଓ କାର୍ଯ୍ୟପ୍ରଣାଳୀକୁ ନିକଟରୁ ଜାଣିବା ପାଇଁ ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଥାନା ପରିଦର୍ଶନ କରିଛନ୍ତି। ଶିକ୍ଷାମୂଳକ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ମାନେ ଗୋପାଳପ୍ରସାଦ ଥାନା ଓ ବଅଁରପାଳର ଶିଶୁ ଅନୁକୂଳ ଥାନାକୁ ଯାଇ…




