ଅନୁଗୁଳରେ ଟେଟ୍ରାପ୍ୟାକ୍ ମଦ ବିରୋଧରେ ଗର୍ଜିଲେ ମହିଳା: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଅନୁଗୁଳ : ରାଜ୍ୟରେ ଟେଟ୍ରାପ୍ୟାକ୍ ମଦ ପ୍ରଚଳନ ଓ ବଢୁଥିବା ନିଶା କାରବାର ବିରୋଧରେ ଅନୁଗୁଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଙ୍ଗଠନର ଅଭିଯୋଗ…




