ବନ୍ତଳା କଲେଜ ପରିସରରୁ ବିରାଟକାୟ ଅଜଗର ଉଦ୍ଧାର

You are currently viewing ବନ୍ତଳା କଲେଜ ପରିସରରୁ ବିରାଟକାୟ ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା କଲେଜ ପରିସରରୁ ଏକ ବିରାଟକାୟ ଅଜଗର ଉଦ୍ଧାର ହୋଇଛି। ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପକୁ ଧରିଥିଲେ।
​ଅତି ସନ୍ତର୍ପଣର ସହ ସୁରକ୍ଷିତ ଭାବେ ଅଜଗରଟିକୁ ଉଦ୍ଧାର କରାଯିବା ପରେ, ରେଞ୍ଜ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାକୁ ତାର ପ୍ରାକୃତିକ ଆବାସସ୍ଥଳୀରେ ଛଡ଼ାଯାଇଛି। ଏହି ଅଭିଯାନରେ ଫରେଷ୍ଟର ଶ୍ରୀନିବାସ ସାହୁ, ଫରେଷ୍ଟ ଗାର୍ଡ ଦେବୀପ୍ରସାଦ ମହାନ୍ତି, ଗଜମିତ୍ର ବିଦୁର ବେହେରା ଓ ସୁନଜ ସାହୁଙ୍କ ସମେତ ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ସାହୁ ଓ ସୌଭାଗ୍ୟ ସାହୁ ପ୍ରମୁଖ ସାମିଲ ଥିଲେ।

Share

Leave a Reply