ବଅଁରପାଳରେ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍: ଆତଙ୍କିତ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। ଶୁକ୍ରବାର ରାତିରେ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କ ଠାରୁ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶିମିଳି ସାହିର ଅଜୟ କୁମାର ବେହେରା ରାତି…

Continue Readingବଅଁରପାଳରେ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍: ଆତଙ୍କିତ ଅଞ୍ଚଳବାସୀ

ଅନୁଗୁଳରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୫ ହଜାରରୁ ଅଧିକ ମାମଲାର ସମାଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧୀକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଦାଲତରେ ମୋଟ ୫,୧୮୪ଟି…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୫ ହଜାରରୁ ଅଧିକ ମାମଲାର ସମାଧାନ

ପ୍ରତିମା ମିଶ୍ର ହେଲେ ବିଜେପି ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଅନୁଗୁଳ: ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚାର ନୂଆ ସଭାନେତ୍ରୀ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି। ଏହି ନିଯୁକ୍ତି ପରେ ଜିଲ୍ଲା ମହିଳା ମୋର୍ଚ୍ଚା…

Continue Readingପ୍ରତିମା ମିଶ୍ର ହେଲେ ବିଜେପି ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ତାଳଚେର ପୌରପରିଷଦ ଉପ-ନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦରେ ରାଜନୈତିକ ହଲଚଲ ତେଜିବାରେ ଲାଗିଛି। ବିଜେଡି ଦଳର ଉପ-ନଗରପାଳ ଶୁଭଶ୍ରୀ ସୁସ୍ମିତା ପ୍ରଧାନଙ୍କ ବିରୁଦ୍ଧରେ ଆଜି ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ। କାର୍ଯ୍ୟ କରିବାରେ ଅସମର୍ଥତା ଏବଂ କାଉନସିଲ ବୈଠକରେ ଦୀର୍ଘଦିନ ଧରି ଅନୁପସ୍ଥିତ…

Continue Readingତାଳଚେର ପୌରପରିଷଦ ଉପ-ନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ସଫଳ: ଅଚଳ ହେଲା ଜନଜୀବନ

ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ରୋଗୀ ସେବା ଆରମ୍ଭ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ସଫଳ ହୋଇଛି। ଏହାର ପ୍ରଭାବରେ ସହରର ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଓ ବେସରକାରୀ…

Continue Readingତାଳଚେରରେ ୧୨ ଘଣ୍ଟିଆ ବନ୍ଦ ସଫଳ: ଅଚଳ ହେଲା ଜନଜୀବନ

ଅନୁଗୁଳରେ ପୁଲିସର ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ: କିଶୋରଙ୍କୁ ସାଇବର ସୁରକ୍ଷାର ପାଠ ପଢ଼ାଇଲେ ଆଇଜି ଓ ଏସପି

ଅନୁଗୁଳ: କିଶୋର କିଶୋରୀଙ୍କ ସଚେତନତା ଓ ସୁରକ୍ଷା ପାଇଁ ଅନୁଗୁଳ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଅନୁଗୁଳ ଥାନା ପରିସରରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଟକରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଲିସ ଡିଜି ଯୋଗେଶ…

Continue Readingଅନୁଗୁଳରେ ପୁଲିସର ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ: କିଶୋରଙ୍କୁ ସାଇବର ସୁରକ୍ଷାର ପାଠ ପଢ଼ାଇଲେ ଆଇଜି ଓ ଏସପି

ଅସହାୟ ଶିଶୁଙ୍କ ପାଇଁ ଦେବଦୂତ ସାଜିଲା ଜିଲ୍ଲା ସାମ୍ବାଦିକ ସଙ୍ଘ

ଅନୁଗୁଳ: ଖବର ପରିବେଷଣ ସହ ସମାଜ ପ୍ରତି ନିଜ ଦାୟିତ୍ୱ ମଧ୍ୟ ତୁଲାଇଛି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଙ୍ଘ। ବାପା-ମାଆଙ୍କୁ ହରାଇ ଅସହାୟ ହୋଇପଡ଼ିଥିବା ଦୁଇ ଶିଶୁଙ୍କ ପାଇଁ ସହାୟତାର ହାତ ବଢ଼ାଇ ସଙ୍ଘ ମାନବିକତାର ଉଦାହରଣ ସୃଷ୍ଟି କରିଛି। ବଅଁରପାଳ…

Continue Readingଅସହାୟ ଶିଶୁଙ୍କ ପାଇଁ ଦେବଦୂତ ସାଜିଲା ଜିଲ୍ଲା ସାମ୍ବାଦିକ ସଙ୍ଘ

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା: ଅନୁଗୁଳ ପୁରୁଣା ବସଷ୍ଟାଣ୍ଡରେ ନୂତନ ଆଦର୍ଶ ଭେଣ୍ଡିଂ ଜୋନ୍

ଅନୁଗୁଳ: ରାଜ୍ୟ ସରକାରଙ୍କ 'ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା' ମାଧ୍ୟମରେ ଅନୁଗୁଳ ସହରର ଭିତ୍ତିଭୂମି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ସହରାଞ୍ଚଳର ଆଧୁନିକୀକରଣ ଏବଂ ବ୍ୟବସ୍ଥିତ ବାଣିଜ୍ୟିକ କାରବାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅନୁଗୁଳ ପୌରପାଳିକା ଅନ୍ତର୍ଗତ ପୁରୁଣା…

Continue Readingମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା: ଅନୁଗୁଳ ପୁରୁଣା ବସଷ୍ଟାଣ୍ଡରେ ନୂତନ ଆଦର୍ଶ ଭେଣ୍ଡିଂ ଜୋନ୍

ଲକ୍ଷ୍ମୀ ବସ୍ ବନ୍ଦ ଓ ଅଧପନ୍ତରିଆ ରାସ୍ତା କାମକୁ ନେଇ ତେଜିଲା ଜନଅସନ୍ତୋଷ: ୧୨ ତାରିଖରୁ ଗଣଧାରଣା ଦେବ ବିଜେଡି

ଅନୁଗୁଳ: ୪ ଦଫା ଦାବି ପୂରଣ ଦାବିରେ ପାଳଲହଡ଼ା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟତଃ ସିବିତା-ଖଡ଼କା-କୁମ୍ଭାରମାଟି ରାସ୍ତା ନିର୍ମାଣରେ ସଲେଇ ଓ ବରୁଣଡିହ ଅଞ୍ଚଳକୁ ବାଦ୍ ଦିଆଯିବାକୁ ନେଇ ଦଳୀୟ କର୍ମକର୍ତ୍ତା…

Continue Readingଲକ୍ଷ୍ମୀ ବସ୍ ବନ୍ଦ ଓ ଅଧପନ୍ତରିଆ ରାସ୍ତା କାମକୁ ନେଇ ତେଜିଲା ଜନଅସନ୍ତୋଷ: ୧୨ ତାରିଖରୁ ଗଣଧାରଣା ଦେବ ବିଜେଡି

ଅନୁଗୁଳରେ ପୁଣି ସେକ୍ସ ରାକେଟ୍ ଠାବ: ଘର ମାଲିକ ଗିରଫ, ୨ ଦେହଜୀବୀ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହରରେ ପୁଣି ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ସୌଭାଗ୍ୟ ନଗରସ୍ଥିତ ଏକ ଘରେ ଚଢ଼ାଉ କରି ପୁଲିସ ଘର ମାଲିକ ପ୍ରଦୀପ କୁମାର ରାଉତରାଏଙ୍କୁ ଗିରଫ କରିବା ସହ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି।…

Continue Readingଅନୁଗୁଳରେ ପୁଣି ସେକ୍ସ ରାକେଟ୍ ଠାବ: ଘର ମାଲିକ ଗିରଫ, ୨ ଦେହଜୀବୀ ଉଦ୍ଧାର