ରେଙ୍ଗାଳି ଜଳଭଣ୍ଡାର ହେବ କେଜ୍ କଲଚର ପ୍ରୟୋଗଶାଳା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ-ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗ କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକ

ଅନୁଗୁଳ: ରେଙ୍ଗାଳି ଜଳଭଣ୍ଡାରକୁ ମତ୍ସ୍ୟ ଚାଷର ପ୍ରୟୋଗଶାଳା ଭାବେ ବିକଶିତ କରାଯିବ। ଏଠାରେ ଆଉ ୧୨୬ଟି କେଜ୍ କଲଚର ନିର୍ମାଣ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରାଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।…

Continue Readingରେଙ୍ଗାଳି ଜଳଭଣ୍ଡାର ହେବ କେଜ୍ କଲଚର ପ୍ରୟୋଗଶାଳା: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ-ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗ କାର୍ଯ୍ୟକାରିତା ନେଇ ସମୀକ୍ଷା ବୈଠକ

ଭଡା ନେଇ ଝାଡ଼ଖଣ୍ଡ ଯାଇ ନିଖୋଜ ଯୁବକ, ଭାଇକୁ ଫେରାଇ ଆଣିବାକୁ ଥାନାର ଦ୍ୱାରସ୍ଥ ଭାଇ

ଅନୁଗୁଳ: ଭଡା ନେଇ ଝାଡ଼ଖଣ୍ଡ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଯିବା ପରେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। ଅନୁଗୁଳ ଥାନା ଅଞ୍ଚଳର ପ୍ରଦୀପ ସାହୁଙ୍କ ମାଉସୀ ପୁଅ ଦୁଷ୍ମନ୍ତ ସାହୁଙ୍କ କୌଣସି ସନ୍ଧାନ ନ ମିଳିବାରୁ ସେ ଆଜି ଥାନାରେ…

Continue Readingଭଡା ନେଇ ଝାଡ଼ଖଣ୍ଡ ଯାଇ ନିଖୋଜ ଯୁବକ, ଭାଇକୁ ଫେରାଇ ଆଣିବାକୁ ଥାନାର ଦ୍ୱାରସ୍ଥ ଭାଇ

ଏନଟିପିସି କଣିହାଁରେ ନିଯୁକ୍ତି ଦାବି: ରେଳଧାରଣା ଅବରୋଧ କଲେ କ୍ଷତିଗ୍ରସ୍ତ ପରିବାର

ଅନୁଗୁଳ: ନିଯୁକ୍ତି ଦାବିରେ ଏନଟିପିସି କଣିହାଁ ଦ୍ଵାରା କ୍ଷତିଗ୍ରସ୍ତ ୬ଟି ପରିବାର ପକ୍ଷରୁ ଶନିବାର ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୀର୍ଘ ୬ ବର୍ଷ ଧରି ନିଯୁକ୍ତି ଅପେକ୍ଷାରେ ଥିବା ଏହି 'ସବ୍‌ଷ୍ଟାନସିଆଲ୍‌ ଆଫେକ୍ଟେଡ୍ ପର୍ସନ୍ସ' (SAP) ବର୍ଗର ଚାକିରି ଆଶାୟୀମାନେ…

Continue Readingଏନଟିପିସି କଣିହାଁରେ ନିଯୁକ୍ତି ଦାବି: ରେଳଧାରଣା ଅବରୋଧ କଲେ କ୍ଷତିଗ୍ରସ୍ତ ପରିବାର

ବାର୍ଷିକ ହାଇସ୍କୁଲ ପରୀକ୍ଷା: ଆଦ୍ୟାଶା ଆଚାର୍ଯ୍ୟ ଜିଲ୍ଲା ଟପ୍ପରସେଲୋନି ସାହୁଙ୍କୁ ଦ୍ୱିତୀୟ ସ୍ଥାନ

ଅନୁଗୁଳ: ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ବାଗେଡିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟ ମୋଟ ୫୭୮ ନମ୍ୱର ଅର୍ଥାତ୍ ୯୬.୩୩୩ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରତିକ୍ରିୟା…

Continue Readingବାର୍ଷିକ ହାଇସ୍କୁଲ ପରୀକ୍ଷା: ଆଦ୍ୟାଶା ଆଚାର୍ଯ୍ୟ ଜିଲ୍ଲା ଟପ୍ପରସେଲୋନି ସାହୁଙ୍କୁ ଦ୍ୱିତୀୟ ସ୍ଥାନ

ହାଇସ୍କୁଲ ମ୍ୟାଟ୍ରିକ ପରୀକ୍ଷାଫଳ ପ୍ରକାଶିତ: ଜିଲ୍ଲାରେ ୭୯ ଜଣଙ୍କୁ ଏ’ ୱାନ ଗ୍ରେଡ

ଅନୁଗୁଳ: ଆଜି ଅପରାହ୍ନରେ ରାଜ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ଫଳାଫଳ ବେଶ ଉତ୍ସାହ ଜନକ ରହିଛି। ଚଳିତ ବର୍ଷ ଜିଲ୍ଲାର ୨୬୩ ଟି ସ୍କୁଲର ୧୬୭୯୯…

Continue Readingହାଇସ୍କୁଲ ମ୍ୟାଟ୍ରିକ ପରୀକ୍ଷାଫଳ ପ୍ରକାଶିତ: ଜିଲ୍ଲାରେ ୭୯ ଜଣଙ୍କୁ ଏ’ ୱାନ ଗ୍ରେଡ

ଜାତୀୟ ରାଜପଥ କଡ଼ରେ ବିପଦ ସଙ୍କୁଳ ଅବସ୍ଥାରେ ମଲାଗଛ, ବଡ଼ ଅଘଟଣର ଆଶଙ୍କା

ଅନୁଗୁଳ: ଜାତୀୟ ରାଜପଥ-୫୫ ପାର୍ଶ୍ୱରେ ଥିବା ଏକ ବିପଦ ସଙ୍କୁଳ ମଲାଗଛ ଏବେ ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଛି। ଅନୁଗୁଳ ରାଜ ହୋଟେଲ ଛକ ନିକଟରେ ଥିବା ଏହି ଶୁଖିଲା ଗଛଟି ଦୀର୍ଘ ଦିନ ଧରି ମୁଣ୍ଡ…

Continue Readingଜାତୀୟ ରାଜପଥ କଡ଼ରେ ବିପଦ ସଙ୍କୁଳ ଅବସ୍ଥାରେ ମଲାଗଛ, ବଡ଼ ଅଘଟଣର ଆଶଙ୍କା

ଅନୁଗୁଳରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ; ୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଊର୍ଦ୍ଧ୍ୱ ସହାୟତା ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ସଭାଘର ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ; ୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଊର୍ଦ୍ଧ୍ୱ ସହାୟତା ପ୍ରଦାନ

ଛଟେଇ ବନ୍ଦ ଓ ଦରମା ବୃଦ୍ଧି ଦାବି: ଶ୍ରମିକ ଦିବସରେ ଆନ୍ଦୋଳନ ପାଇଁ ରଣହୁଙ୍କାର ଦେଲା ବାବା ଚମ୍ପେଶ୍ୱର ବିଦ୍ୟୁତ୍ କର୍ମଚାରୀ ସଂଘ

ଅନୁଗୁଳ : ୧୪୦ତମ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଅନୁଗୁଳ ଶିକ୍ଷକ ପଡ଼ାସ୍ଥିତ AIUTUC କାର୍ଯ୍ୟାଳୟ ପରିସରରେ ବାବା ଚମ୍ପେଶ୍ୱର ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଏକ ଶ୍ରମିକ ସଭା ଅନୁଷ୍ଠିତ ହୋଇଛି। ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ସିଂହଙ୍କ…

Continue Readingଛଟେଇ ବନ୍ଦ ଓ ଦରମା ବୃଦ୍ଧି ଦାବି: ଶ୍ରମିକ ଦିବସରେ ଆନ୍ଦୋଳନ ପାଇଁ ରଣହୁଙ୍କାର ଦେଲା ବାବା ଚମ୍ପେଶ୍ୱର ବିଦ୍ୟୁତ୍ କର୍ମଚାରୀ ସଂଘ

ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର ସ୍ମାରକପତ୍ର

​ଅନୁଗୁଳ: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ADUJ) ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି। ସାମ୍ବାଦିକଙ୍କ ପେନସନ, ସୁରକ୍ଷା ଏବଂ ସ୍ୱୀକୃତି (Accreditation) ଭଳି ତିନୋଟି ମୁଖ୍ୟ ଦାବି ନେଇ ସଂଘ…

Continue Readingସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର ସ୍ମାରକପତ୍ର

ଏମସିଏଲ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ଏବେ ଅନୁଗୁଳ ଓ ତାଳଚେରେ ଉପଲବ୍ଧ: ମାତ୍ର 999 ଟଙ୍କାରୁ ଆରମ୍ଭ

ଅନୁଗୁଳ: ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ (ଏମସିଏଲ) କର୍ମଚାରୀଙ୍କ ପାଇଁ ଏବେ ସ୍ୱତନ୍ତ୍ର ୟୁନିଫର୍ମ ଉପଲବ୍ଧ ହେଉଛି। ଅନୁଗୁଳ ସ୍ଥିତ ଏସ୍‌ଏନ୍‌କେ ରୟାଲ ଷ୍ଟୋର ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ସ୍ବତନ୍ତ୍ର ବ୍ୟବସ୍ଥା ଅନୁଗୁଳ ସହ ତାଳଚେରେ ମଧ୍ୟ ଆରମ୍ଭ…

Continue Readingଏମସିଏଲ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ଏବେ ଅନୁଗୁଳ ଓ ତାଳଚେରେ ଉପଲବ୍ଧ: ମାତ୍ର 999 ଟଙ୍କାରୁ ଆରମ୍ଭ