ତାଳଚେରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ: ବାସି ଖାଦ୍ୟ ଜବତ, ୧୦ ହଜାରରୁ ଊର୍ଦ୍ଧ୍ୱ ଜୋରିମାନା
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଖାଦ୍ୟ ନିରାପତା ବିଭାଗ ପକ୍ଷରୁ ଏକ ବଡ଼ଧରଣର ଅତର୍କିତ ଚଢ଼ାଉ କରାଯାଇଛି। ସ୍ଥାନୀୟ ପୋଲିସର ସହାୟତାରେ ବିଭାଗୀୟ ଅଧିକାରୀ ସୁମିତ ସୌରଭ ପରିଡ଼ା, ହରପ୍ରିୟା ବେହେରା ଓ ଶ୍ରୀବନ୍ତ ଖଣ୍ଡଗିରି ବିଭିନ୍ନ ହୋଟେଲ, ଢାବା,…




