୧୬ କେଜି ଗଞ୍ଜେଇ ଜବତ: ଚୋରା ଚାଲାଣ ବେଳେ ୨ ଗିରଫ
ଅନୁଗୁଳ: ଅନୁଗୁଳ ପୋଲିସ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ବଡ ସଫଳତା ପାଇଛି। ପୋଲିସ ୧୬ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଆଠମଲ୍ଲିକ ପୁରୁଣା…
ଅନୁଗୁଳ: ଅନୁଗୁଳ ପୋଲିସ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ବଡ ସଫଳତା ପାଇଛି। ପୋଲିସ ୧୬ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଆଠମଲ୍ଲିକ ପୁରୁଣା…
ଅନୁଗୁଳ: ପାରିବାରିକ କଳହକୁ କେନ୍ଦ୍ର କରି କଣିହାଁ ବ୍ଲକ କାକୁଡ଼ିଆ ଗ୍ରାମରେ ଏକ ସାଙ୍ଘାତିକ ଘଟଣା ଘଟିଛି। ଗୋଟିଏ ପରିବାରର ଭାଇମାନଙ୍କ ମଧ୍ୟରେ ମାରପିଟ୍ ହୋଇ ଉଭୟ ପକ୍ଷରୁ ପ୍ରାୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଜମିବାଡ଼ି କିମ୍ବା ଘରୋଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ ସ୍ଥାନୀୟ ଗାଁର ଗନ୍ଧର୍ବ ସାହୁ। ସୂଚନା ଅନୁଯାୟୀ,…
ଅନୁଗୁଳ: ବନ୍ୟପ୍ରାଣୀ ସମ୍ବନ୍ଧୀୟ ଜରୁରୀ ପରିସ୍ଥିତିର ଦ୍ରୁତ ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ବିଶେଷ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ବନଖଣ୍ଡର ରାପିଡ୍ ରେସ୍ପନ୍ସ ଟିମ୍ (RRT) ଓ ମୋବାଇଲ୍…
ଅନୁଗୁଳ: ସାଧାରଣ ଲୋକଙ୍କ ପକେଟ୍ ଉପରୁ ମେଡିସିନ୍ ଖର୍ଚ୍ଚ କମାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶରେ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ସଂସ୍ଥା 'NPPA' ପକ୍ଷରୁ ଗତ ୨୭ ମେ'ରେ ଏକ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି।…
ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟ, ମିଶ୍ରପଡ଼ା ଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମର ସାମୂହିକ ଶ୍ରବଣ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଦଳର…
ଅନୁଗୁଳ: ଦୀର୍ଘ ବର୍ଷର କର୍ତ୍ତବ୍ୟନିଷ୍ଠ ସେବା ପରେ ଜିଲ୍ଲାର ଚାରିଜଣ ଅଧିକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଅବସରପ୍ରାପ୍ତ ଅଧିକାରୀମାନେ ହେଲେ ଇନ୍ସପେକ୍ଟର ସରୋଜ କୁମାର ନାୟକ, ଏଏସଆଇ ସୁଧୀର କୁମାର ମହାନ୍ତି, ଏଏସଆଇ ରାଜକିଶୋର ବିଶ୍ୱାଳ ଏବଂ କନଷ୍ଟେବଳ ଅନ୍ତର୍ଯ୍ୟାମୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚନ୍ଦନ ତସ୍କର ଓ କାଠ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମର ସଞ୍ଜୟ ସାହୁଙ୍କ ପୋଖରୀ ହୁଡ଼ାରେ ଥିବା ଏକ ବହୁ ପୁରାତନ ମୂଲ୍ୟବାନ ଚନ୍ଦନ ଗଛକୁ ଗତ ବିଳମ୍ବିତ…
ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କୁ ମିଳୁଥିବା ସୁବିଧା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ରୋଗୀ ହସ୍ପିଟାଲରେ ଆଡମିସନ୍ ହେବାର ୩ ଦିନ ପୂର୍ବରୁ କରାଯାଉଥିବା ସମସ୍ତ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବେ ଆୟୁଷ୍ମାନ ପ୍ୟାକେଜ୍ ଅନ୍ତର୍ଭୁକ୍ତ…
ଅନୁଗୁଳ: ସମବାୟ ସମିତିର ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପୂର୍ବତନ ସମ୍ପାଦକ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡ଼ସନ୍ତ୍ରି ସମବାୟ ସମିତିର ପୂର୍ବତନ ସମ୍ପାଦକ ପତିତପାବନ ମାଝୀଙ୍କୁ କଟକ ଭିଜିଲାନ୍ସ ଗିରଫ କରିଛି। ସେ ବର୍ତ୍ତମାନ…