ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା: ରୋଗୀଙ୍କୁ ଦୁର୍ବ୍ୟବହାର, ସେବା ନାମରେ ଦବଙ୍ଗଗିରି

ଅନୁଗୋଳ: ​ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ସ୍ବାସ୍ଥ୍ୟସେବା ଏବେ ଭଗବାନ ଭରସାରେ ଚାଲିଛି। ହସ୍ପିଟାଲର ପୁରୁଷ ସର୍ଜରୀ ୱାର୍ଡରେ କର୍ମଚାରୀଙ୍କ ଦବଙ୍ଗଗିରି ଏବଂ ଅମାନବୀୟ ଆଚରଣକୁ ନେଇ ଜନଅସନ୍ତୋଷ ତୀବ୍ର ହୋଇଛି। ସୋମବାର ପୁରୁଷ ସର୍ଜରୀ ୱାର୍ଡରେ ଜଣେ ଦୁର୍ଘଟଣାଗ୍ରସ୍ତ…

Continue Readingଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା: ରୋଗୀଙ୍କୁ ଦୁର୍ବ୍ୟବହାର, ସେବା ନାମରେ ଦବଙ୍ଗଗିରି

ନଦୀରେ ଭାସିଗଲେ ୩ ଜଣ: ଜଣେ ମୃତ, ଦୁଇ ନିଖୋଜ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳ ବ୍ରାହ୍ମଣୀ ନଦୀରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ନଦୀରେ ତିନିଜଣ ବ୍ୟକ୍ତି ଭାସିଯାଇଥିବା ନେଇ ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ ତାଳଚେର ଏସଡିପିଓ (SDPO) ଓ ଥାନା ଅଧିକାରୀ…

Continue Readingନଦୀରେ ଭାସିଗଲେ ୩ ଜଣ: ଜଣେ ମୃତ, ଦୁଇ ନିଖୋଜ

ତାଳଚେର ମେଡିକାଲରେ ଜାଲ ନର୍ସ ନିଯୁକ୍ତି ମାମଲା: ତଦନ୍ତ ଦାବିରେ ଜିଲ୍ଲା ଯୁବ କଂଗ୍ରେସର ଆନ୍ଦୋଳନ

ଅନୁଗୋଳ: ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଜାଲ ପ୍ରମାଣପତ୍ର ଆଧାରରେ ୬୦ରୁ ଅଧିକ ନର୍ସଙ୍କ ନିଯୁକ୍ତିକୁ ନେଇ ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଏହି ଘଟଣାରେ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ଯୁବ…

Continue Readingତାଳଚେର ମେଡିକାଲରେ ଜାଲ ନର୍ସ ନିଯୁକ୍ତି ମାମଲା: ତଦନ୍ତ ଦାବିରେ ଜିଲ୍ଲା ଯୁବ କଂଗ୍ରେସର ଆନ୍ଦୋଳନ

ଅନୁଗୋଳ ମେଡିକାଲ କଲେଜରେ ନର୍ସିଂ ପ୍ରମାଣପତ୍ର ଜାଲିଆତି: ବିଜେଡିର ଉଚ୍ଚସ୍ତରୀୟ ତଦନ୍ତ ଦାବି

ଅନୁଗୋଳ: ଅନୁଗୋଳ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ନର୍ସିଂ ପ୍ରମାଣପତ୍ର ଜାଲିଆତି ଘଟଣାକୁ ନେଇ ଜିଲ୍ଲା ବିଜେଡି ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ ଅଭିଯୋଗ କରିଛନ୍ତି ଯେ,…

Continue Readingଅନୁଗୋଳ ମେଡିକାଲ କଲେଜରେ ନର୍ସିଂ ପ୍ରମାଣପତ୍ର ଜାଲିଆତି: ବିଜେଡିର ଉଚ୍ଚସ୍ତରୀୟ ତଦନ୍ତ ଦାବି

ଅନୁଗୋଳ ପୋଲିସକୁ ସଫଳତା: ସୁଧାର ଗୃହରୁ ଫେରାର ନାବାଳକକୁ ଧରିଲା ସ୍ୱତନ୍ତ୍ର ଟିମ୍

ଅନୁଗୋଳ: ସ୍ଥାନୀୟ ଜୁଭେନାଇଲ୍ ହୋମ୍ ବା ସୁଧାର ଗୃହରୁ ଫେରାର ହୋଇଯାଇଥିବା ଜଣେ ନାବାଳକକୁ ଅନୁଗୁଳ ଟାଉନ୍ ପୋଲିସ କାବୁ କରିବାରେ ସଫଳ ହୋଇଛି। ଘଟଣାଟି ଘଟିବା କ୍ଷଣି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ନାବାଳକକୁ ଖୋଜି…

Continue Readingଅନୁଗୋଳ ପୋଲିସକୁ ସଫଳତା: ସୁଧାର ଗୃହରୁ ଫେରାର ନାବାଳକକୁ ଧରିଲା ସ୍ୱତନ୍ତ୍ର ଟିମ୍

କାର୍ଗିଲ ଯୋଦ୍ଧା ମାନସ ଅମର ରହେ…

ଅନୁଗୋଳ: ସେଦିନ ଥିଲା ଜୁନ୍ ୭ ତାରିଖ, ୧୯୯୯ ମସିହା। ଭାରତ ପାକ ସୀମାରେ କାର୍ଗିଲ ଓ ଦ୍ରାସ ସେକ୍ଟରରେ ଘମାଘୋଟ ଯୁଦ୍ଧ ଚାଲିଥାଏ। ସମୟ ପାହାନ୍ତା ପହର। ରାତିର ଅନ୍ଧକାର ମଧ୍ୟରେ ଗୁଳି ଗୋଳା ବିନିମୟରେ  ଅଚଳ ହୋଇ ପଡ଼ିଥିଲା…

Continue Readingକାର୍ଗିଲ ଯୋଦ୍ଧା ମାନସ ଅମର ରହେ…

ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ: ସାପ କାମୁଡ଼ାରେ ମୃତ୍ୟୁ ପରେ ଚକ୍ଷୁଦାନ

ଅନୁଗୋଳ: ଜୀବନ ଚାଲିଗଲା ସତ, ହେଲେ ଅନ୍ୟ ଆଖିରେ ଦୁନିଆ ଦେଖିବେ ସୁମିତ୍ରା। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ଶଣ୍ଢଛକ ସାହିରେ ଘଟିଛି ଏକ ସ୍ପର୍ଶକାତର ଘଟଣା, ଯାହା ସମାଜ ପାଇଁ ଉଦାହରଣ ସାଜିଛି। ସାପ କାମୁଡ଼ାରେ ପ୍ରାଣ…

Continue Readingସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ: ସାପ କାମୁଡ଼ାରେ ମୃତ୍ୟୁ ପରେ ଚକ୍ଷୁଦାନ

୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ

ଅନୁଗୋଳ: ତାଳଚେର ଉପଖଣ୍ଡ କଳମଛୁଇଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଶୁକ୍ରବାର ଦିନ ୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି…

Continue Reading୧୦ଟି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ

ଜାଲ ପ୍ରମାଣପତ୍ର ଦେଇ ନର୍ସ ଚାକିରୀ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଏମସିଏଲକୁ ଚିଠି

ଅନୁଗୋଳ: ଏମସିଏଲ ଦ୍ୱାରା ସ୍ଥାପିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ତାଳଚେରରେ ଗତ ପ୍ରାୟ ବର୍ଷେ ତଳେ ନିଯୁକ୍ତି ପାଇଥିବା ଷ୍ଟାଫ୍ ନର୍ସଙ୍କ ମଧ୍ୟରୁ ୨୦ରୁ ଅଧିକ ଜାଲ ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବା ଗତ କାଲି ଜଣା…

Continue Readingଜାଲ ପ୍ରମାଣପତ୍ର ଦେଇ ନର୍ସ ଚାକିରୀ: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଏମସିଏଲକୁ ଚିଠି

ଶ୍ରୀ ଅରୋମିରା କ୍ଲିନିକରେ ସୁପର ସ୍ପେସିଆଲିଟି ଓପିଡି ଆରମ୍ଭ: ୧୫ଟି ବିଭାଗରେ ମିଳିବ ଉନ୍ନତ ଚିକିତ୍ସା

ଅନୁଗୋଳ: ସହରର ମାଳତୀ ଆଶ୍ରମ ଛକ ନିକଟସ୍ଥ ଉତ୍କଳ ନବଜୀବନ ମଣ୍ଡଳ କ୍ୟାମ୍ପସରେ ଥିବା ଶ୍ରୀ ଅରୋମିରା ଫିଜିଓଥେରାପି କ୍ଲିନିକରେ ଶୁକ୍ରବାର ଏକ ସୁପର ସ୍ପେସିଆଲିଟି ଓପିଡିର ଶୁଭ ଉଦଘାଟନ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଶ୍ରୀ ହସ୍ପିଟାଲର ପରିଚାଳନା ନିର୍ଦେଶକ ତଥା ବିଶିଷ୍ଟ…

Continue Readingଶ୍ରୀ ଅରୋମିରା କ୍ଲିନିକରେ ସୁପର ସ୍ପେସିଆଲିଟି ଓପିଡି ଆରମ୍ଭ: ୧୫ଟି ବିଭାଗରେ ମିଳିବ ଉନ୍ନତ ଚିକିତ୍ସା