ଓକିଲ ସଂଘ ପକ୍ଷରୁ ଶୁକ୍ରବାର ତାଳଚେର ଓ ପାଳଲହଡ଼ା ୧୨ ଘଣ୍ଟା ବନ୍ଦ
ତାଳଚେର: ତାଳଚେର ସିଏଏସ୍ଆଇ ଓକିଲମାନଙ୍କ ନାମରେ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଓ ତାଙ୍କୁ ନିଲମ୍ବନ ତଥା ଅନ୍ୟ ସିଏଏସ୍ଆଇ କର୍ମଚାରୀଙ୍କ ବଦଳି ଦାବିରେ ପୂର୍ବ ନିଷ୍ପତ୍ତି ମୁତାବକ ତାଳଚେର ଓକିଲ ସଂଘ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ…
