ତୁଟିଲା ଟ୍ରକ ବିବାଦ: ତାଳଚେର ଓ ଛତିଶଗଡ଼ ମଧ୍ୟରେ ସ୍ୱାଭାବିକ ହେଲା କୋଇଲା ପରିବହନ
ତାଳଚେର: ତୁଟିଲା ଟ୍ରକ ଚଳାଚଳ ବିବାଦ। ଗତ କିଛି ଦିନ ଧରି ତାଳଚେର- ଛତିଶଗଡ ମଧ୍ୟରେ ଦେଖାଦେଇଥବା ଟ୍ରକ ପରିବହନ ସମସ୍ୟାରେ ପୂର୍ଣ୍ଣଚ୍ଛେଦ ପଡିଛି। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଛି। ସୂଚନାଯୋଗ୍ୟ ଯେ ତାଳଚେର ଅଞ୍ଚଳରୁ କୋଇଲା…




