ହାଇସ୍କୁଲ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଅନୁଗୁଳ ଏସଏସଭିଏମର ଗୌରୀ ଶଙ୍କର ନନ୍ଦ ଜିଲ୍ଲା ଟପର

ଅନୁଗୁଳ: ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଅନୁଗୁଳ ଜିଲ୍ଲାର ପରୀକ୍ଷା ଫଳ ବେଶ ସନ୍ତୋଷଜନକ ରହିଛି। ଚଳିତ ବର୍ଷ ୧୫୯୭୯ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୧୫୬୯୯ ଜଣ ପାସ କରିଛନ୍ତି।…

Continue Readingହାଇସ୍କୁଲ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଅନୁଗୁଳ ଏସଏସଭିଏମର ଗୌରୀ ଶଙ୍କର ନନ୍ଦ ଜିଲ୍ଲା ଟପର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳିତ, କାରଣ ଓ ପ୍ରତିକାର ଉପରେ ଆଲୋଚନା

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀକକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳିତ, କାରଣ ଓ ପ୍ରତିକାର ଉପରେ ଆଲୋଚନା

ଜିଲ୍କା କ୍ରୀଡା ସଂସଦ ନିର୍ବାଚନ ପାଇଁ ନାମ ତାଲିକା ଚୂଡାନ୍ତ: ୩ଟି ପଦବୀରେ ପ୍ରତିଦ୍ବନ୍ଦିତା ନାହିଁ

ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ ଦିବସ ଥିଲା। ଜିଲ୍ଲା କ୍ରୀଡା ବିଭାଗର ଚିଠି ସଂଖ୍ୟା ୧୬୬ ତା ୧୬.୫.୨୦୨୩ ଅନୁସାରେ ଉପସଭାପତି ପଦ ପାଇଁ ପାଲଲହଡାର ନେତ୍ରାନନ୍ଦ ମହାକୁଡ଼,ଯୁଗ୍ମ ସମ୍ପ।ଦକ…

Continue Readingଜିଲ୍କା କ୍ରୀଡା ସଂସଦ ନିର୍ବାଚନ ପାଇଁ ନାମ ତାଲିକା ଚୂଡାନ୍ତ: ୩ଟି ପଦବୀରେ ପ୍ରତିଦ୍ବନ୍ଦିତା ନାହିଁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ, ଜନସଚେତନତା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡାକ୍ତର ତ୍ରିଲୋଚନ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ, ଜନସଚେତନତା ଉପରେ ଗୁରୁତ୍ୱାରୋପ

ଗାନ୍ଧିମାର୍ଗରେ ସଶସ୍ତ୍ର ଡ଼କାୟତି: ଆସିଲେ କାନ୍ଦିଲେ ଟଙ୍କା ଲୁଟିନେଲେ

ଅନୁଗୁଳ: ଅନୁଗୁଳ ସହର ଗାନ୍ଧିମାର୍ଗର ଅମଲାପଡା ଅଞ୍ଚଳରେ ଫ୍ଲିପ କାର୍ଟ ସହ ଅନୁବନ୍ଧିତ ଇ କାର୍ଟ କୋରିଅରରେ ସଶସ୍ତ୍ର ଡକାୟତି ହୋଇଯାଇଛି। ଗତ ସୋମବାର ରାତି ପ୍ରାୟ ସାଢ଼େ ଦଶଟା ବେଳକୁ କୋରିଅର ଅଫିସ ଭିତରକୁ ଜଣେ ଯୁବକ ହଠାତ କାନ୍ଦି…

Continue Readingଗାନ୍ଧିମାର୍ଗରେ ସଶସ୍ତ୍ର ଡ଼କାୟତି: ଆସିଲେ କାନ୍ଦିଲେ ଟଙ୍କା ଲୁଟିନେଲେ

ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଆଜି ଅନୁଗୁଳ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ଆଇ ସୁଶାନ୍ତ କୁମାର ନାଥ ଖରାରେ ଡ୍ୟୁଟି କରୁଥିବା ବେଳେ ଅଚେତ ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବସାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜରୁରୀକାଳୀନ ସେବା…

Continue Readingଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

ତାଳଚେର: ତାଳଚେର ବ୍ଲକ୍ ବ୍ରଜନାଥପୁର ପଞ୍ଚାୟତରେ ଚାଉଳ ଓ ଗହମ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଛି। ପଞ୍ଚାୟତରେ ୨୭ ଟନ୍ ଚାଉଳ ଓ ଗହମ ହେରଫେର ହୋଇଥିବା ଅଭିଯୋଗ କରି ହିତାଧିକାରୀମାନେ ପଞ୍ଚାୟତ ଅଫିସ୍ ଘେରାଉ କରିଛନ୍ତି। ରିଟେଲର ପଦ୍ମନାଭ…

Continue Readingରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

ବଢ଼ୁଛି ହାତୀଙ୍କ ଉତ୍ପାତ: ଧନ ଜୀବନ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ହାତୀ ଆକ୍ରମଣ ବଢୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଭିନ୍ନ ପଞ୍ଚାୟତବାସୀ। ଅନୁଗୁଳ ବ୍ଲକର ଖିଣ୍ଡା ପଞ୍ଚାୟତ, ଗଡ଼ତରାସ ପଞ୍ଚାୟତ, ନନ୍ଦପୁର ପଞ୍ଚାୟତ, ଅଙ୍ଗାରବନ୍ଧ ପଞ୍ଚାୟତ, ଛେଳିଆପଡ଼ା ପଞ୍ଚାୟତ, କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ସରପଞ୍ଚ…

Continue Readingବଢ଼ୁଛି ହାତୀଙ୍କ ଉତ୍ପାତ: ଧନ ଜୀବନ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ

ସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥାନା ସମ୍ମୁଖରେ ଥିବା ଛକରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ…

Continue Readingସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

୧୦ ଦିନ ହେଲାଣି ବାଳାଶ୍ରମରୁ ଅନ୍ତେବାସୀ ଗାୟବ, ଟେର ପାଉନି ପୋଲିସ

ଆଠମଲ୍ଲିକ : ୧୦ ଦିନ ହେଲାଣି ଆଠମଲ୍ଲିକ ବାଳାଶ୍ରମର ଜଣେ ଅନ୍ତେବାସୀ ଗାୟବ ଅଛନ୍ତି। ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମର ସ୍ବର୍ଗତ ନରୋତ୍ତମ ନାୟକଙ୍କ ପୁଅ ଚନ୍ଦ୍ରମଣି ନାୟକ (୧୮) ଗତ ଶୁକ୍ରବାର ଠାରୁ ବାଳାଶ୍ରମରୁ କୁଆଡେ ଚାଲିଯାଇଛନ୍ତି।…

Continue Reading୧୦ ଦିନ ହେଲାଣି ବାଳାଶ୍ରମରୁ ଅନ୍ତେବାସୀ ଗାୟବ, ଟେର ପାଉନି ପୋଲିସ