ଖସୁଛି ପାରଦ, ଥରୁଛି ରାଜ୍ୟ : ୩ରୁ ୪ ଡିଗ୍ରୀ ଯାଏ କମିବ ତାପମାତ୍ରା

ଭୁବନେଶ୍ୱର : ଖସୁଛି ପାରଦ, ଥରୁଛି ରାଜ୍ୟ। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ତେବେ ଆଗକୁ ଆହୁରି ବି ବଢ଼ିବ ଥଣ୍ଡା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୪ ଡିଗ୍ରୀ ଯାଏ ରାତି ତାପମାତ୍ରା…

Continue Readingଖସୁଛି ପାରଦ, ଥରୁଛି ରାଜ୍ୟ : ୩ରୁ ୪ ଡିଗ୍ରୀ ଯାଏ କମିବ ତାପମାତ୍ରା

ନରହନ୍ତା ଦନ୍ତା ନେଲା ୪ ଜୀବନ: ଜଙ୍ଗଲ ବିଭାଗ ଜଳକା

ଅନୁଗୁଳ: ନୂଆ ବର୍ଷର ଆରମ୍ଭରୁ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ଦନ୍ତା ହାତୀ ଶନିବାର ଅନୁଗୁଳ ଜିଲ୍ଲାର ୪ ଗୋଟି ସ୍ଥାନରେ ୪ ଜଣଙ୍କୁ କଚାଡି ମାରିଥିବା ଅଭିଯୋଗ ହୋଇଛି। କିଏ ବିଲକୁ ଯାଇଛି,କିଏ ନିଆଁ ପୁଇଁ ହେଉଛି,କିଏ ଶୌଚ ପାଇଁ…

Continue Readingନରହନ୍ତା ଦନ୍ତା ନେଲା ୪ ଜୀବନ: ଜଙ୍ଗଲ ବିଭାଗ ଜଳକା

ଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜିର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ପୁରାଣ ମତ ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ…

Continue Readingଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଶିମିଳିପାଳରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ, ଦୁଇ ଦିନ ଯାଏଁ ଚାଲିବ ଗଣା

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହେଇଛି। ବିଶେଷ କରି ଶିମିଳିପାଳରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୃତି…

Continue Readingଶିମିଳିପାଳରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ, ଦୁଇ ଦିନ ଯାଏଁ ଚାଲିବ ଗଣା

‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ – ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ ‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କରିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିକୁ ଭଲ ପାଉଥିବା ସମସ୍ତ ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ ଦେଶର…

Continue Reading‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ – ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ଶୈଳ ଶ୍ରୀକ୍ଷେତ୍ରରେ ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ, ଯୋଗ ଦେଲେ ହଜାର ହଜାର ଲୋକ

ଅନୁଗୁଳ: ଅନୁଗୁଳରେ ହକି ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ କରିଛନ୍ତି ସହରବାସୀ । ଚଳିତ ମାସ ୧୩ ତାରିଖରୁ ପୁରୁଷ ବିଶ୍ବକପ୍ ହକି ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏ ଅବସରରେ ଆଜି ଅପରାହ୍ନରେ ଶୈଳଶ୍ରୀକ୍ଷେତ୍ରଠାରେ ପୁରୁଷ ହକି ବିଶ୍ବ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ, ଯୋଗ ଦେଲେ ହଜାର ହଜାର ଲୋକ

ମାର୍ଚ୍ଚ ୧୦ରୁ ୧୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ବୋର୍ଡ ସଭାପତି

କଟକ : ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ନେଇ ଆଜି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ…

Continue Readingମାର୍ଚ୍ଚ ୧୦ରୁ ୧୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ବୋର୍ଡ ସଭାପତି

ଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅତ୍ୟାଧୁନିକ ସେବାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଥମେ…

Continue Readingଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ
Read more about the article ଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
Law Judge Gavel And Legality Symbol

ଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଧାର ଦେଇଥିବା ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗି ଗ୍ରାମର ପଞ୍ଚାନନ ପ୍ରଧାନ…

Continue Readingଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ କଲେ ଜିଲ୍ଲାପାଳ

ଅନୁଗୁଳ : ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଗୁରୁବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶିତ କରିଛନ୍ତି। ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସନ୍ତୋଷ କୁମାର ପ୍ରଧାନ,…

Continue Readingନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ କଲେ ଜିଲ୍ଲାପାଳ