ଜ୍ୱାଇଁହନ୍ତା ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ
ଅନୁଗୁଳ: ଦୋଷୀ ସାବ୍ୟସ୍ତ ହେଲେ ଜ୍ୱାଇଁହନ୍ତା ଶ୍ୱଶୁର। ପାରିବାରିକ କଳହ ପାଇଁ ଜ୍ବାଇଁଙ୍କୁ ହତ୍ୟା କରିଥିବା ରାଧାରମଣପଡ଼ାର ଶ୍ୱଶୁର ବିପିନ ସାହୁଙ୍କୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର…




