ଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

ଅନୁଗୁଳ: ଜିଲ୍ଲାରେ ଦରକାର ଥିବା ଜଳର ସରଂକ୍ଷଣ କିପରି କରାଯାଇପାରିବ ସେ ନେଇ ଭାରତ ସରକାରଙ୍କ ଦୁଇ ଜଣିଆ ପ୍ରତିନିଧି ଦଳ  ଅନୁଗୁଳ ଗସ୍ତ କରିଛନ୍ତି। ଏ ଅବସରରେ ଜଳ ଶକ୍ତି ମିଶନ ନିର୍ଦ୍ଦେଶକ ସଂଜୟ କୁମାର ଜୈନ ଓ ବୈଜ୍ଞାନିକ…

Continue Readingଏବେ ସଞ୍ଚୟ ହେବ ପାଣି! ଜଳ ସଂରକ୍ଷଣ ପାଇଁ ଅନୁଗୁଳ ଗସ୍ତରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ

ରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ

ଅନୁଗୁଳ: ରାସ୍ତା କଡ଼ରେ ନବଜାତକ। ଅନୁଗୁଳ ମ୍ୟୁନିସିପାଲଟି ୪ନମ୍ବର ୱାର୍ଡର ବ୍ରାହ୍ମଣୀଦେଇପଡ଼ା ସାହୁ ଆପାର୍ଟମେଣ୍ଟର ପଛ ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ନବଜାତକ ଶିଶୁ ଉଦ୍ଧାର ହୋଇଛି। ଛୁଆଟି ବଞ୍ଚିଥିବା ବେଳେ ରାହା ଧରି କାନ୍ଦୁଥିଲା। କାନ୍ଦ ଶୁଣି ସ୍ଥାନୀୟ ଲୋକ…

Continue Readingରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ

ସୁଭଦ୍ରା କୋଇଲା ଖଣି ନେଇ ତ୍ରିପାକ୍ଷିକ ବୈଠକ

ଅନୁଗୁଳ: ଛେଣ୍ଡିପଦା ଅନ୍ତର୍ଗତ କଙ୍କରେଇ ଗ୍ରାମପଞ୍ଚାୟତରେ ଏମ୍‌ସିଏଲ୍ ସୁଭଦ୍ରା ଏରିଆ ଦ୍ଵାରା ଅଧିଗ୍ରହଣ ହେବାକୁ ଥିବା ଜମି ଅଧିଗ୍ରହଣ ନେଇ ବୁଧବାର ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିସ୍ଥାପନ,…

Continue Readingସୁଭଦ୍ରା କୋଇଲା ଖଣି ନେଇ ତ୍ରିପାକ୍ଷିକ ବୈଠକ

ଅସ୍ଥିଶଲ୍ୟ ବିଭାଗରୁ ରୋଗୀ ଚମ୍ପଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିବାଦ ଛାଡିବାର ନା ଧରୁନି। ସଫେଇ, ସିକ୍ୟୁରୀଟି ବ୍ୟବସ୍ଥା, ଦଲାଲୀ,ଲାଞ୍ଚ କାରବାର,ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଅନୁଗୁଳ ମେଡିକାଲ ସବୁବେଳେ ବଦନାମ ମୁଣ୍ଡେଇ ଆସିଛି। ଆଜି ଦିନ ବେଳା ଅସ୍ଥିଶଲ୍ୟ ବିଭଗରୁ ପରିଚୟ ନଥିବା…

Continue Readingଅସ୍ଥିଶଲ୍ୟ ବିଭାଗରୁ ରୋଗୀ ଚମ୍ପଟ

ଆଇଏଏସ ଅଧିକାରୀଙ୍କ ଦାୟିତ୍ୱ ଅଦଳବଦଳ

ଅନୁଗୁଳ: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ଅଧିକାରୀ ମାନଙ୍କ ଦାୟିତ୍ୱରେ କିଛି ଅଦଳବଦଳ କରିଛନ୍ତି। ଆଇଏଏସ ନିକୁଞ୍ଜ ବିହାରୀ ଧଳ ଶକ୍ତି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ସହିତ ଅବକାରୀ ବିଭାଗ ଓ ଗ୍ରିଡ୍‌କୋର ମଧ୍ୟ ଦାୟିତ୍ୱ ଦିଅ ଯାଇଛି। ଆଇଏଏସ…

Continue Readingଆଇଏଏସ ଅଧିକାରୀଙ୍କ ଦାୟିତ୍ୱ ଅଦଳବଦଳ

ଏଫସିଆଇ ମୁଣ୍ଡା ବଜାର ନିକଟରୁ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଅନୁଗୁଳ: ଆଜି ସକାଳେ ଏଫସିଆଇ ମୁଣ୍ଡା ବଜାର ନିକଟରେ ଜିଲ୍ଲା ଅବକାରୀ ବିଭାଗ ଛାପା ମାରି ୧୪୨ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁସାରେ,ଅନୁଗୁଳରେ ବ୍ରାଉନ ସୁଗାର କାରବାରର ଅନ୍ୟତମ କିଙ୍ଗପିନ୍ ଝିଲି…

Continue Readingଏଫସିଆଇ ମୁଣ୍ଡା ବଜାର ନିକଟରୁ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ଜିଲ୍ଲାପାଳଙ୍କ କୋର୍ଟରୁମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧ୍ୟକ୍ଷକ ଜଗମୋହନ ମୀନା ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

କୃମି ବଟିକା ଖାଇ ୪ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ କୃମି ବଟିକା ଆଲବେଣ୍ଡାଯ଼ୋଲ ସହ ଫଲିକ ଏସିଡ ବଟିକା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସ୍କୁଲରେ ଏହି ବଟିକା ଖାଇବା ପରେ ସାତ, ଆଠ…

Continue Readingକୃମି ବଟିକା ଖାଇ ୪ ଛାତ୍ରଛାତ୍ରୀ ଅସୁସ୍ଥ

ଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ଜରୁରୀକାଳୀନ ସେବା ଗାଡ଼ିଗୁଡିକ ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ପଡ଼ି ରହିଛି। ଏଠାରେ ଗାଡ଼ି ରଖିବାକୁ ସ୍ୱତନ୍ତ୍ର ଘର ନ ଥିବାରୁ ଏହା ବାହାରେ ଖୋଲାମେଲାରେ ପଡ଼ି ଖରା ବର୍ଷା ଖାଉଛି।…

Continue Readingଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

ଅନୁଗୁଳରେ ଔଷଧ ବ୍ୟବସାୟ: ଅସଲି ଯେତିକି ନକଲି ଦଲାଲୀ ସେତିକି

ଅନୁଗୁଳ: ଏବେ ରାଜ୍ୟରେ ନକଲି ଔଷଧ ପୁଣି କାୟା ମେଲାଇ ଥିବା ବେଳେ ଚାରିଆଡେ ଏଥିନେଇ ଭୟର ବାତାବରଣ ଦେଖାଦେଇଛି। କଟକର ଦୁଇଜଣ ଔଷଧ ବିତରକ ନକଲି ଟେଲମିସର୍ଟନ ରାଜ୍ୟର ଅନେକ ସ୍ଥାନକୁ ପଠାଇଥିବା ସରକାର ଜାଣିବା ପରେ ସତର୍କତା ସ୍ୱରୂପ…

Continue Readingଅନୁଗୁଳରେ ଔଷଧ ବ୍ୟବସାୟ: ଅସଲି ଯେତିକି ନକଲି ଦଲାଲୀ ସେତିକି