ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍ କରି ଗ୍ରାହକଙ୍କୁ ହଇରାଣ କରିପାରିବନି ବ୍ୟାଙ୍କ, କଡ଼ା ନିୟମ ଆଣିଲା ରିଜର୍ଭ ବ୍ୟାଙ୍କ
ଭୁବନେଶ୍ୱର: ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ନିୟମକୁ କଡ଼ାକଡ଼ି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଟଙ୍କା ଆଦାୟ କରୁଥିବା ବେଳେ ବଳ ପ୍ରୟୋଗ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଆର୍ବିଆଇ ଏ ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରି ଆହୁରି ଶକ୍ତ…
