୮୦ ବର୍ଷର ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅ ଜୀବନ

ଅନୁଗୁଳ: ଖମାର ଥାନା ମୁଣ୍ଡୁରୀବେଡ଼ା ଗାଁ ବେଲଗୁଡ଼ାସାହିରେ ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଚାଲିଯାଇଛି। ପାରିବାରିକ କଳହ ଯୋଗୁ ଏହି ଲୋମଟାଙ୍କୁରା ଘଟଣା ଘଟିଥିବା ଜଣାଯାଇଛି। ପୋଲିସର ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାରିବାରିକ କଳହକୁ…

Continue Reading୮୦ ବର୍ଷର ବାପାର ଟାଙ୍ଗିଆ ଚୋଟରେ ଗଲା ପୁଅ ଜୀବନ

ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅବ୍ୟବସ୍ଥାକୁ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସଂଘର ଏକ ଜରୁରୀ ବୈଠକ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି

ରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜଣେ ଯୁବତୀଙ୍କ ସହ ୧୫ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ଦେବାକୁ କହି ୪୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ସୂଚନା ମୁତାବକ, ୨୦୧୯ ସେପ୍ଟେମ୍ବର ମାସରେ ମହିଧରପୁରର…

Continue Readingରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

ବର୍ତ୍ତନ ଭଣ୍ଡାରରେ ଜିଏସ୍‌ଟି ଚଢ଼ାଉ

ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାରରେ ଥିବା ଚକାଡ଼ୋଳା ବର୍ତ୍ତନ ଭଣ୍ଡାରରେ ବୁଧବାର ଅନୁଗୁଳ ବାଣିଜ୍ୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ଦେକାନର ମାଲିକ ବିଭାଗର ଅଧିକାରୀମାନଙ୍କୁ ସହାୟତା କରୁନଥିବାରୁ ଜିଏସ୍‌ଟି ଫାଙ୍କିବାର ସଠିକ ଆକଳନ କରାଯାଇପାରୁ ନାହିଁ। ତେବେ କୌଣସି ପ୍ରକାରେ…

Continue Readingବର୍ତ୍ତନ ଭଣ୍ଡାରରେ ଜିଏସ୍‌ଟି ଚଢ଼ାଉ

ଏନ୍ଏଚ ୧୪୯ : ଭାରି ଯାନ ଚଳାଚଳରେ କଟକଣା

ଅନୁଗୁଳ: ମୋଟର ଭେଇକଲ ଆକ୍ଟ ୧୯୮୮ ଏବଂ ଓଏମ୍‌ଭି ରୁଲ ୧୭୩ ଅନୁସାରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏନ୍ଏଚ ୧୪୯ ତାଳଚେର ରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାରେ ଭାରିଯାନ ଚଳାଚଳରେ କଟକଣା ଜାରି‌ କରିଛନ୍ତି। ସକାଳ ୮ଟା ରୁ…

Continue Readingଏନ୍ଏଚ ୧୪୯ : ଭାରି ଯାନ ଚଳାଚଳରେ କଟକଣା

କୋଇଲା ଖଣିର ଘରୋଇକରଣକୁ ଶ୍ରମିକ ସଂଗଠନର ତୀବ୍ର ବିରୋଧ, ମୋଟର ସାଇକେଲ ଶୋଭାଯାତ୍ରା କରି ଦେଲେ ଦାବି ପତ୍ର

ତାଳଚେର : ତାଳଚେରସ୍ଥିତ ଏମସିଏଲ ଭରତପୁର କୋଇଲା ଖଣି ସାଇଲୋ, ସିଏଚପି ଏବଂ ଆରଏଲଏସକୁ ଘରୋଇକରଣ ସମେତ ଅନ୍ୟାନ୍ୟ ୧୬ ଦଫା ଦାବି ପୂରଣ ପାଇଁ ୪ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରି…

Continue Readingକୋଇଲା ଖଣିର ଘରୋଇକରଣକୁ ଶ୍ରମିକ ସଂଗଠନର ତୀବ୍ର ବିରୋଧ, ମୋଟର ସାଇକେଲ ଶୋଭାଯାତ୍ରା କରି ଦେଲେ ଦାବି ପତ୍ର

ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେ: କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି

ଅନୁଗୁଳ: କିଛିଦିନ ହେବ ଅନୁଗୁଳ ଜିଲ୍ଲା ବିଭିନ୍ନ ସ୍କୁଲ ଗୁଡିକରେ ଜାଲ ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକ ଚାକିରୀ କରିଥିବା ଅଭିଯୋଗ ହେବା ପରେ ଏଥିନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଖୋଳ ତାଡ଼ ଆରମ୍ଭ ହୋଇଛି ।ରବିବାର ଜଣେ ଶିକ୍ଷୟିତ୍ରୀଙ୍କୁ…

Continue Readingଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେ: କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି

ଭାଲୁ ସଙ୍ଗେ ଲଢି ସ୍ବାମୀ, ସ୍ତ୍ରୀକୁ ବଞ୍ଚାଇଲେ

ଅନୁଗୁଳ: ଗୋପାଳପ୍ରସାଦ ଫାଣ୍ଡି ଅନ୍ତର୍ଗତ କୁମୁଣ୍ଡା ଗାଁର ଜାନକୀ ସାହୁ ଭାଲୁ କାମୁଡାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଜାନକୀ(୫୫) ଆଜି ବଡି ଭୋର୍ ସମୟରେ ଘର ପାଖା ଜଙ୍ଗଲକୁ ଯାଇଥିବାବେଳେ ହଠାତ୍ ମା' ଛୁଆ ମିଶି ତିନୋଟି ଭାଲୁ…

Continue Readingଭାଲୁ ସଙ୍ଗେ ଲଢି ସ୍ବାମୀ, ସ୍ତ୍ରୀକୁ ବଞ୍ଚାଇଲେ

୬ଶହ କିମି ଅତିକ୍ରମକରି ରକ୍ତ ଦେବାକୁ ଆସିଲେ ସୁକାନ୍ତ

ଅନୁଗୁଳ:ରକ୍ତର ବିକଳ୍ପ ନାହିଁ,ବିପଦ ସମୟରେ ଯିଏ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଏ ସେ ଅସଲରେ ଜଣେ ଭଗବାନ। ରକ୍ତ ଦେବାକୁ ଡାକରା ପାଇ ସୋମବାର ସୁଦୂର ଦାମନଯୋଡ଼ିରୁ ପ୍ରାୟ ଛ'ଶହ କିମି ଅତିକ୍ରମ କରି ଜଣେ ରକ୍ତଦାତା ଅନୁଗୋଳ ଆସି…

Continue Reading୬ଶହ କିମି ଅତିକ୍ରମକରି ରକ୍ତ ଦେବାକୁ ଆସିଲେ ସୁକାନ୍ତ

ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ନକଲି ଶିକ୍ଷୟିତ୍ରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ଶିକ୍ଷୟତ୍ରୀ ସୁପ୍ରଭା ସାହୁଙ୍କୁ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତ ପାଇଥିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ସୂଚନା ମୁତାବକ, ଗତ ୭ ତାରିଖରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ…

Continue Readingଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ନକଲି ଶିକ୍ଷୟିତ୍ରୀ ଗିରଫ