ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଏକ ହୋଟେଲ୍ ଠାରେ ରବିବାର ଅପରାହ୍ନରେ ଜିଲ୍ଲା ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ନଗରପାଳ ପ୍ରାର୍ଥୀ ଦିଲୀପ…

Continue Readingବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ଭିଜିଲାନ୍ସ ଜାଲରେ ବନ୍ତଳା ଆରଆଇ ଜଗବନ୍ଧୁ ନାଏକ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ। ଲାଞ୍ଚ ନେବା ବେଳେ ଗୁରୁବାର ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳାର ଆରଆଇ ଜଗବନ୍ଧୁ ନାଏକ। ପଟ୍ଟା କରେଇଦେବାକୁ ଆରଆଇ ଜଗବନ୍ଧୁ ୮ ହଜାର ଟଙ୍କା ହାତଗୁଞ୍ଜା…

Continue Readingଭିଜିଲାନ୍ସ ଜାଲରେ ବନ୍ତଳା ଆରଆଇ ଜଗବନ୍ଧୁ ନାଏକ

ବିଜୟୀ ହେଲେ ଏକ ନୂଆ ଅନୁଗୁଳ ଗଠନ କରିବି:ଅକ୍ଷୟ ସାମନ୍ତ

ଅନୁଗୁଳ: ନବୀନ ବାବୁଙ୍କ ନୀତି ଆଦର୍ଶ ମୋତେ ପ୍ରଭାବିତ କଲା। ତେଣୁ ମୁଁ ବିଜେଡିରେ ମିଶିଲି,ଚଳିତ ପୌର ନିର୍ବାଚନରେ ବିଜୟୀ ହୋଇ ନଗରପାଳ ହେଲେ ଏକ ସବୁଜ ସମୃଦ୍ଧ ନୂଆ ଅନୁଗୁଳ ଗଠନ କରିବି। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ…

Continue Readingବିଜୟୀ ହେଲେ ଏକ ନୂଆ ଅନୁଗୁଳ ଗଠନ କରିବି:ଅକ୍ଷୟ ସାମନ୍ତ

ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’

ଅନୁଗୁଳ: ରାଜ୍ୟରେ ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା । ସବୁ…

Continue Readingମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’

ବ୍ୟବସାୟୀ କୃପାସିନ୍ଧୁ ଗାହାଣଙ୍କ ଘରେ ଆୟକର ଚଢ଼ଉ, ୨ଟି ସ୍ଥାନରେ ଚାଲିଛି ତନାଘନା

ତାଳଚେର: ଆୟକର ଜାଲରେ କୋଟିପତି ବେପାରୀ। ବିଶିଷ୍ଟ ବ୍ୟବସାୟୀ କୃପାସିନ୍ଧୁ ଗାହାଣଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି।ମଙ୍ଗଳବାର ସକାଳେ ଆୟକର ବିଭାଗର ୧୨ ଜଣିଆ ଟିମ୍ ତାଳଚେରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଛି। କୃପାସିନ୍ଧୁ ଗାହଣ ତାଳଚେର…

Continue Readingବ୍ୟବସାୟୀ କୃପାସିନ୍ଧୁ ଗାହାଣଙ୍କ ଘରେ ଆୟକର ଚଢ଼ଉ, ୨ଟି ସ୍ଥାନରେ ଚାଲିଛି ତନାଘନା

ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବବିତା ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ। ବବିତା କିଶୋରନଗର ବ୍ଲକ ୧୧ ନମ୍ବର ଜୋନ୍‌ରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ୪୨୧ ଖଣ୍ଡ ଭୋଟ୍‌ରେ ଜିତିଛନ୍ତି। ପୂର୍ବରୁ ସେ କିଶୋରନଗର ବ୍ଲକର…

Continue Readingଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବବିତା ପ୍ରଧାନ

ଦୁଇ ଦିନରେ ୪୦ ଡିଗ୍ରୀ ଛୁଇଁବ ପାରଦ

ଅନୁଗୁଳ: ରାଜ୍ୟରେ ବଢୁଛି ତାତି । ଆସନ୍ତା ଦୁଇ ଦିନରେ ତାତି ଆହୁରି ବଢ଼ିବ । ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ମାର୍ଚ୍ଚ ମାସରୁ କଲବଲ କରିବ ଖରା। ଏବେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରହୁଥିବା…

Continue Readingଦୁଇ ଦିନରେ ୪୦ ଡିଗ୍ରୀ ଛୁଇଁବ ପାରଦ

୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣିଥରେ ବାଜି ମାରି ନେଇଛି ବିଜେଡି। ଚଳିତ ନିର୍ବାଚନରେ ଜିଲ୍ଲାର ୮ଟି ଯାକ ବ୍ଲକରେ ଅଧ୍ୟକ୍ଷ ପଦ ବିଜେଡି ହାତେଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକରେ ଶଙ୍ଖ ଧ୍ୱନି ବାଜିଛି ଓ ବିଜେଡି ବିପୁଳ…

Continue Reading୮ଟି ଯାକ ବ୍ଲକ୍‌ରେ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ଯେ, ମୃତକ ପରିବା ବ୍ୟବସାୟୀ ଜଣକ ହେଲେ ମାନସ…

Continue Readingବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ

ବିଜେପିରେ ମିଶିଲେ ସୁନିଲ ଓ ଦିଲୀପ

ଅନୁଗୁଳ: ପୂର୍ବତନ କାଉନସିଲର ତଥା ବିଜେଡି ଯୁବନେତା ସୁନିଲ କୁମାର ସାହୁ (ପୁଇନ୍) ଓ ପୂର୍ବତନ ଅନୁଗୁଳ ବାର ଏବଂ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ ବିଜେପି ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

Continue Readingବିଜେପିରେ ମିଶିଲେ ସୁନିଲ ଓ ଦିଲୀପ