ସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ

ଅନୁଗୁଳ: ରାଜ୍ୟରେ ଗତ କଛି ଦିନ ହେବ କରୋନା ସଂକ୍ରମଣ ଗ୍ରଫ୍ ଖସିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ କର୍ଫ୍ୟୁ…

Continue Readingସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ

ସିସିଟିଭି ନଜରରେ ସମ୍ବେଦନଶୀଳ ବୁଥ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ମଙ୍ଗବାରଠାରୁ ନିର୍ବାଚନ ସାମଗ୍ରୀ ବିତରଣ କାର୍ଯ୍ୟ ଆରମ୍ଭ ହେବ। ପୁଲିଂ ପାର୍ଟି ଏହି ସାମଗ୍ରୀ ସବୁ ଗ୍ରହଣ କରି ବୁଥରେ ପହଞ୍ଚିବେ । ତେବେ ଜିଲ୍ଲାରେ ମୋଟ୍ ୪ଟି ପର୍ଯ୍ୟାୟରେ ନିର୍ବାଚନ…

Continue Readingସିସିଟିଭି ନଜରରେ ସମ୍ବେଦନଶୀଳ ବୁଥ୍‌

ଖାଉଟି ବିବାଦ ବିଚାର କାର୍ଯ୍ୟାଳୟ ଅଚଳ

ଅନୁଗୁଳ: ଗତ ବର୍ଷ ପ୍ରାୟ ଅପ୍ରେଲ ମାସରୁ ଅନୁଗୁଳ ଜିଲ୍ଲାର ଏକମାତ୍ର ଖାଉଟି ବିବାଦ ବିଚାର ଆୟୋଗ କାର୍ଯ୍ୟାଳୟ ଅଚଳ ହୋଇ ପଡ଼ିଛି।ଆୟୋଗର ଅଧ୍ୟକ୍ଷ ଅବସର ନେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ରାଜ୍ୟ କମିଶନ ତତ୍କାଳ ନୂଆ ନିଯୁକ୍ତି…

Continue Readingଖାଉଟି ବିବାଦ ବିଚାର କାର୍ଯ୍ୟାଳୟ ଅଚଳ

ଦୁଇ ବଖରା ଜଳିଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସିଲା ପଞ୍ଚାଯତ ଭେରୁବଣିଆ ଗ୍ରାମରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଦୁଇବଖରା ପୋଡ଼ିଯାଇଛି । ସୂଚନା ଅନୁଯାୟୀ ଭେରୁବଣିଆ ଗ୍ରାମରେ ଦିନ ୧୧ଟା ବେଳେ କନ୍ତାରୁ ବବୃତିଙ୍କ ରୋଷେଇଘର ଗୋଟିଏ ପାଖରୁ ଧୂଆଁ ବାହାରିବା ଦେଖି…

Continue Readingଦୁଇ ବଖରା ଜଳିଗଲା

ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଡ-ହକ୍ ଅଡିସନାଲ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପି.ଆର ବହିଦାର ମଙ୍ଗଳବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳର…

Continue Readingଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ରାଜ୍ୟ ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀ ପ୍ରକାଶ

ଅନୁଗୁଳ: ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଓଡିଶା ମ୍ୟୁନିସିପାଲ ଆଇନ ୧୯୫୦ର ଧାରା ୧୭(କ) ଓ ଓଡିଶା ପୌର ନିର୍ବାଚନ ୨୦୦୩ର ଧାରା ୮୨ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ମନୋନିତ ହେବା ଠାରୁ…

Continue Readingରାଜ୍ୟ ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀ ପ୍ରକାଶ

ଅନୁଗୁଳ ହସ୍ପିଟାଲରେ ଖୋଲିଲା କିନ୍ନର ୱାର୍ଡ, ଓଡ଼ିଶାରେ ପ୍ରଥମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି।କିନ୍ନରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ୱାର୍ଡ ଓଡ଼ିଶାରେ ପ୍ରଥମଥର ପାଇଁ ଖୋଲା ଯାଇଛି ବୋଲି କୁହା ଯାଉଛି। ଏଭଳି ଏକ ୱାର୍ଡ…

Continue Readingଅନୁଗୁଳ ହସ୍ପିଟାଲରେ ଖୋଲିଲା କିନ୍ନର ୱାର୍ଡ, ଓଡ଼ିଶାରେ ପ୍ରଥମ

ଗ୍ୟାସ ଦୋକାନ ଜଳିଗଲା

ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସାମନାରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେଅ ଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଖବର ପାଇ ଅନୁଗୁଳ…

Continue Readingଗ୍ୟାସ ଦୋକାନ ଜଳିଗଲା

ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ମଙ୍ଗଳବାର ରାତିରେ ପରିବାର ଲୋକମାନେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ମଙ୍ଗଳବାର ଅପରାହ୍ନ…

Continue Readingସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ !

ପୁଲିସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଅନୁଗୁଳ: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ, କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନ କ୍ଷେତ୍ରରେ ଉଚ୍ଚନୈତିକ ମୂଲ୍ୟବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛନ୍ତି। ମଙ୍ଗଳବାର ରାଜ୍ୟ…

Continue Readingପୁଲିସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର