କୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ

ଅନୁଗୁଳ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା। କୁମ୍ଭମେଳାରୁ ଫେରୁଥିବା ଅଧିକାଂଶ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମାନଙ୍କ ଠାରୁ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସେମାନଙ୍କ ପାଇଁ ୧୪ ଘଣ୍ଟିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ଏପଟେ…

Continue Readingକୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ

ମନ୍ଦିରରେ ଭିଡ଼, ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ

ଅନୁଗୁଳ: ତାଳଚେର ସହରର ହାଟତୋଟା ମଙ୍ଗଳା ମନ୍ଦିରରେ ମଙ୍ଗଳବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିବା ସହ ସେଠାରେ ଥିବା ୪ ଜଣ…

Continue Readingମନ୍ଦିରରେ ଭିଡ଼, ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ

କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ଅନୁଗୁଳ : ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ସାନି ଶୁଣାଣି ଏକ ପ୍ରକାର ଶେଷ ହୋଇଛି । ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍  ତଥା ସ୍ଵତନ୍ତ୍ର(ପୋକସୋ) ଜଜ୍ ପ୍ରଭାକର ଗଣ୍ଠିଆ ମାମଲାର ଶୁଣାଣି କରି…

Continue Readingକାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ରାଜ୍ୟ ବାହାରକୁ ଗଡ଼ିବନି ବସ୍, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡ଼ାକଡ଼ି ହେଲାଣି । ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ସେବା । ଓଡ଼ିଶାରୁ ବାହାର ରାଜ୍ୟକୁ କୌଣସି ବସ୍ ଯିବ ନାହିଁ କି ସେଠାରୁ ବସ୍ ଓଡ଼ିଶା ଆସିବ ନାହିଁ ।…

Continue Readingରାଜ୍ୟ ବାହାରକୁ ଗଡ଼ିବନି ବସ୍, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ

ଅନୁଗୁଳରେ ହେବ ଜଳକ୍ରୀଡ଼ା ପ୍ରକଳ୍ପ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ମହାନଦୀ କୂଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଜଳକ୍ରୀଡା ପ୍ରକଳ୍ପ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ୪୨ ଟି ସ୍ଥାନରେ ବିଭିନ୍ନ ନଦୀ, ଜଳଭଣ୍ଡାର ନିକଟରେ ଏଭଳି ପ୍ରକଳ୍ପ…

Continue Readingଅନୁଗୁଳରେ ହେବ ଜଳକ୍ରୀଡ଼ା ପ୍ରକଳ୍ପ

ବଦଳିବ ବିଦ୍ୟାଳୟର ରୂପରେଖ

ଅନୁଗୁଳ: ସରକାରୀ ବିଦ୍ୟାଳୟର ଚେହେରା ବଦଳିବ। ସ୍ମାର୍ଟ ଶ୍ରେଣୀ କକ୍ଷ, ଇ- ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ମୋ ପ୍ରୟାସ, ଖେଳ ପଡ଼ିଆର ଉନ୍ନତୀକରଣ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ନୂତନ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ରହିଛି ।…

Continue Readingବଦଳିବ ବିଦ୍ୟାଳୟର ରୂପରେଖ

କଲ୍ୟାଣ ମଣ୍ଡପକୁ ନେଇ ଛକାପଞ୍ଝା ପ୍ରସଙ୍ଗ ପ୍ରଶାସନିକ ହସ୍ତକ୍ଷେପ, ଯୁଗ୍ମ ତଦନ୍ତ

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପରିସରରେ ଏକ ଘରୋଇ ସଂସ୍ଥା ବେଆଇନ୍ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ନେଇ ବିବାଦ ଉଗ୍ର ରୂପ ନେଉଥିବା ବେଳେ ଏଥିରେ ପ୍ରଶାସନ ହସ୍ତକ୍ଷେପ କରିଛି। ବିପକ୍ଷ ଗୋଷ୍ଠୀ ବେଆଇନ୍ କଲ୍ୟାଣ ମଣ୍ଡପକୁ ହଟାଇବା ଦାବିରେ…

Continue Readingକଲ୍ୟାଣ ମଣ୍ଡପକୁ ନେଇ ଛକାପଞ୍ଝା ପ୍ରସଙ୍ଗ ପ୍ରଶାସନିକ ହସ୍ତକ୍ଷେପ, ଯୁଗ୍ମ ତଦନ୍ତ

ଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

ଅନୁଗୁଳ: ସ୍ଥଗିତ ହୋଇଛି ଅନୁଗୁଳ ଜିଲ୍ଲାର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌( ଜରପଡ଼ା)ରେ ଉପନିର୍ବାଚନ । କରୋନାର ଭୟବହତା ସାଙ୍ଗକୁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ଆସନ୍ତା ୨୮…

Continue Readingଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

ଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ଅନୁଗୁଳ: କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। କରୋନାର ଲେଉଟାଣି ସାଙ୍ଗକୁ କଠୋର ହୋଇଛି କଟକଣା। ପୁଣି ଫେରିଛି ରାତ୍ରିକାଳୀନ କର୍ଫ୍ୟୁ। ଶନିବାର ରାତିରୁ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିପାଇଁ ଅନୁଗୁଳ…

Continue Readingଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ସାନିଟାଇଜ୍ ହେଲା କୋର୍ଟ ପରିସର

ଅନୁଗୁଳ: କରୋନା ସଂକ୍ରମିତ ହୋଇ ଅନୁଗୁଳର ଜଣେ ଆଇନ୍‌ଜୀବୀଙ୍କ ମୃତ୍ୟୁ ହେବା ପରେ ଭୟର ବାତାବରଣ ଖେଳିଯାଇଛି। ସ୍ଵର୍ଗତ ଆଇନ୍‌ଜୀବୀ କରୋନାରେ ଆଖି ବୁଜିବା ପୂର୍ବରୁ ଅନୁଗୁଳ କୋର୍ଟକୁ ଆସିଥିଲେ । କୋର୍ଟର ଅନ୍ୟ ଦୁଇ ଜଣ ଆଇନ୍‌ଜୀବୀ କରୋନା ସଂକ୍ରମିତ…

Continue Readingସାନିଟାଇଜ୍ ହେଲା କୋର୍ଟ ପରିସର