ମୁଖ୍ୟ ବିଚାରପତିଙ୍କ ଦ୍ୱାରା ବଅଁରପାଳ କୋର୍ଟ ଉଦଘାଟିତ
ଅନୁଗୁଳ:ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ବଅଁରପାଳ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ସିଭିଲ ଜଜ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ କୋର୍ଟ ଉଦଘାଟିତ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ମୁଖ୍ୟ ଅତିଥି ଭାବେ…
