ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୪ଟି ମାମଲା ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ୬୪ଟି ପ୍ରାକ୍ ମୋକଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥି ମଧ୍ୟରୁ ୬୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୧୪ଲକ୍ଷ…

Continue Readingଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୪ଟି ମାମଲା ଫଇସଲା

ଅବକାରୀ ଅଧୀକ୍ଷକ ନିନା ବେଉରା, ଆଗରୁ ଅନୁଗୁଳରେ ବି କରୁଥିଲେ କଳା କାରବାର

ଭୁବନେଶ୍ୱର / ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା। ରାୟଗଡାରୁ ଭୁବନେଶ୍ୱର ଆସିବା ସମୟରେ ତାଙ୍କୁ ଗିରଫ କରାଯାଇଛି। ନିନାଙ୍କ ଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଟଙ୍କା ସମ୍ପର୍କରେ ନିନା ସନ୍ତୋଷଜନକ…

Continue Readingଅବକାରୀ ଅଧୀକ୍ଷକ ନିନା ବେଉରା, ଆଗରୁ ଅନୁଗୁଳରେ ବି କରୁଥିଲେ କଳା କାରବାର

ନାଲକୋକୁ କୋଇଲା ଯୋଗାଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ରାୟ: ମନ୍ତ୍ରଣାଳୟର ନିଷ୍ପତ୍ତି ମାନିବାକୁ ନିର୍ଦ୍ଦେଶ

ଅନୁଗୁଳ: ନାଲକୋକୁ କୋଇଲା ଯୋଗାଣ ପ୍ରସଙ୍ଗରେ ନାଲକୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଦାୟର ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଗତ…

Continue Readingନାଲକୋକୁ କୋଇଲା ଯୋଗାଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ରାୟ: ମନ୍ତ୍ରଣାଳୟର ନିଷ୍ପତ୍ତି ମାନିବାକୁ ନିର୍ଦ୍ଦେଶ

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଥରକ ଅନୁଗୁଳକୁ ଜାଗା ମିଳିବ ତ! ମଣ୍ଟୁ ଓ ବାପୁଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଜେଡିର ସ୍ଥିତି ଅନ୍ୟ ଦଳ ତୁଳନାରେ ବହୁତ ଭଲ ଅଛି। କିନ୍ତୁ ମନ୍ତ୍ରିମଣ୍ଡଳ ଗଠନ ବେଳକୁ ଜିଲ୍ଲାକୁ ବାରମ୍ବାର ଅଣଦେଖା କରାଯାଉଛି। ପାଖାପାଖି ୮ ବର୍ଷ ହେଲାଣି ଜିଲ୍ଲାରୁ ଜଣଙ୍କୁ ବି ମନ୍ତ୍ରୀ ପଦ ମିଳିନାହିଁ। ଏଣୁ…

Continue Readingନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଥରକ ଅନୁଗୁଳକୁ ଜାଗା ମିଳିବ ତ! ମଣ୍ଟୁ ଓ ବାପୁଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା

ବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାର ବଳଦମରାର ମହାନଦୀ ଶଯ୍ୟାରେ ମଙ୍ଗଳବାର ଗୋଟିଏ ଘଡ଼ିଆଳ କୁମ୍ଭୀର ୩୦ରୁ ଅଧିକ ଛୁଆଙ୍କୁ ଜନ୍ମ ଦେଇଛି। ଘଟଣାଟି ଜଙ୍ଗଲ ବିଭାଗ ଅଧିକାରୀ ସମେତ ସ୍ଥାନୀୟ ଅଧିବାସୀ ଏବଂ ପରିବେଶବିତଙ୍କୁ ଯଥେଷ୍ଟ ଆନନ୍ଦ ଦେଇଛି…

Continue Readingବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା

ନୁମା ବାପିଙ୍କ ହାତଗଢା ଅନୁଷ୍ଠାନର ୭୬ ତମ ଜନ୍ମଦିନ

ଅନୁଗୁଳ: ନୁମା ବାପିଙ୍କ ହାତଗଢା ଅନୁଷ୍ଠାନ ଐତିହାସିକ ବାଜି ରାଉତ ଛାତ୍ରାବାସର ୭୬ତମ ଜନ୍ମଦିବସ ଆଶ୍ରମ ପରିସରରେ ବୁଧବାର ପାଳିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଅବସରପ୍ରାପ୍ତ ସିଡ଼ିଏମଓ ଡ଼ା ବିଛନ୍ଦ ଚରଣ ପ୍ରଧାନ…

Continue Readingନୁମା ବାପିଙ୍କ ହାତଗଢା ଅନୁଷ୍ଠାନର ୭୬ ତମ ଜନ୍ମଦିନ

ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତର ବିଚାରପତି ଅଗସ୍ତୀ କୁମାର ସାହୁ ମଙ୍ଗଳବାର ଏକ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୧୮ ଜୁନ ୧୪…

Continue Readingନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ଲାଞ୍ଚୁଆ ଆରଆଇଙ୍କୁ ୪ ବର୍ଷ ଜେଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାରକରି ଲାଞ୍ଚ ନେଇଥିବା ରାଜସ୍ବ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, କିଆକଟାର ପୂର୍ବତନ ଆରଆଇ ଶୁଭଶ୍ରୀ ପ୍ରିୟଦର୍ଶିନୀ ରେଢାଖୋଲ ଥାନା କଦଳୀଗଡ଼ର ପିଙ୍କୁ…

Continue Readingଲାଞ୍ଚୁଆ ଆରଆଇଙ୍କୁ ୪ ବର୍ଷ ଜେଲ୍

ତାଳଚେର ମେଡ଼ିକାଲ କଲେଜକୁ ସରକାରୀ ପରିଚାଳନା ପାଇଁ ବିଜେପିର ଦାବି

ତାଳଚେର/ଅନୁଗୁଳ: ମହାନଦୀ କୋଲ ଫିଇଲ୍ଡ(ଏମସିଏଲ) ଦ୍ୱାରା ପ୍ରତିଷ୍ଠିତ ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ସରକାର ତୁରନ୍ତ ହାତକୁ ନିଅନ୍ତୁ ବୋଲି ଆଜି ତାଳଚେର ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ଚରଣ ସାମଲ।…

Continue Readingତାଳଚେର ମେଡ଼ିକାଲ କଲେଜକୁ ସରକାରୀ ପରିଚାଳନା ପାଇଁ ବିଜେପିର ଦାବି

ମିଳିବ ସ୍ୱଚ୍ଛ ପାନୀୟ ଜଳ: ମେଗା ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଅନୁଗୁଳ: ସମାଧାନ ହେବାକୁ ଯାଉଛି ଅନୁଗୁଳବାସୀଙ୍କ ଦୀର୍ଘ ଦିନର ସମସ୍ୟା। ଅନେକ ଦିନର ସ୍ୱପ୍ନ ବାସ୍ତବରେ ପରିଣତ ହେବ। ଏବେ ସବୁ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ। ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

Continue Readingମିଳିବ ସ୍ୱଚ୍ଛ ପାନୀୟ ଜଳ: ମେଗା ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ