ସକ୍ରିୟ ସାଇବର ଅପରାଧୀ ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟିନେଲେ

ଅନୁଗୁଳ: ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ। କେତେବେଳେ ଫେସବୁକ୍‌ ହ୍ୟାକ୍‌ କରି ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ବେଳେ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଦଶଦିନ ତଳେ ଅନୁଗୁଳ ଥାନାରେ ୨ଟି ସାଇବର ଠକେଇ ହୋଇଥିଲା।…

Continue Readingସକ୍ରିୟ ସାଇବର ଅପରାଧୀ ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟିନେଲେ

ଭାରତରେ ପ୍ରଥମ

ଅନୁଗୁଳ: ଭାରତୀୟ ରେଳ ଇତିହାସରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ପରୀକ୍ଷା କରାଯାଇଛି। ଏହି ଟ୍ରେନ୍‌ଟି ନିକଟରେ ତାଳଚେରରୁ ପାରାଦୀପ ଯାତ୍ରା କରିଥିଲା। ଇଓଟିଟି ଟେକ୍ନୋଲୋଜି ବା ଏଣ୍ତ…

Continue Readingଭାରତରେ ପ୍ରଥମ

ଦାୟିତ୍ବ ନେଲେ ନୂଆ ଏଡିଏମ୍‌ଓ (ମେଡିକାଲ୍‌)

ଅନୁଗୁଳ: ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ସୁପରିଣ୍ଟେଣ୍ଡେଣ୍ଟ ତଥା ଏଡିଏମ୍‌ଓ (ମେଡିକାଲ୍) ଡା. ମାନସ ର˚ଜନ ବିଶ୍ବାଳ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଟିଭି ସହ ଏକ ସାକ୍ଷାତକାରରେ ଡା. ବିଶ୍ବାଳ କହିଲେ ହସ୍‌ପିଟାଲ୍‌ ବିରୋଧରେ ହେଉଥିବା ବିଭିନ୍ନ ଅଭିଯୋଗ…

Continue Readingଦାୟିତ୍ବ ନେଲେ ନୂଆ ଏଡିଏମ୍‌ଓ (ମେଡିକାଲ୍‌)

ମାର୍ଚ୍ଚ ସୁଦ୍ଧା ସବୁ ଟ୍ରେନ୍‌ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ

ଅନୁଗୁଳ: ଗତ ଡିସେମ୍ବର ୮ରୁ ୧୪ ଯାଏ ପୂର୍ବତଟ ରେଳପଥ ପକ୍ଷରୁ ଶକ୍ତି ସ˚ଚୟ ସପ୍ତାହ ପାଳନ କରାଯାଇଥିଲା। ଏ ଅବସରରେ ରାଜ୍ୟର ଟ୍ରେନ୍‌ଗୁଡ଼ିକୁ ଆଗାମୀ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ୍‌ ଚାଳିତ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ…

Continue Readingମାର୍ଚ୍ଚ ସୁଦ୍ଧା ସବୁ ଟ୍ରେନ୍‌ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ

ମୋଦୀ ସରକାରଙ୍କ ନୂଆ ଯୋଜନା

ଅନୁଗୁଳ: ବିମାନରେ ଯାତ୍ରା କରୁଥିବା ବୟସ୍କ ଯାତ୍ରୀମାନଙ୍କୁ ମୋଦୀ ସରକାର ଏକ ବଡ଼ ଉପହାର ଦେଇଛନ୍ତି। ଦେଶରେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବର୍ତ୍ତମାନ ଅଧା ମୂଲ୍ୟରେ ଏୟାର ଇଣ୍ଡିଆ ଟିକେଟ ପାଇପାରିବେ। ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି…

Continue Readingମୋଦୀ ସରକାରଙ୍କ ନୂଆ ଯୋଜନା

ହେଲମେଟ ନଥିଲେ ମିଳିବନି ଲିଫ୍ଟ

ଅନୁଗୁଳ: ବାଇକ୍ ଚାଳକ ଅବା ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲମେଟ୍ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ…

Continue Readingହେଲମେଟ ନଥିଲେ ମିଳିବନି ଲିଫ୍ଟ

ପୁଣି ଡେଙ୍ଗା-ଗେଡ଼ା ଯୋଡ଼ି ଆତଙ୍କ

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ବସଷ୍ଟାଣ୍ଡରୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ଦିନ ପ୍ରାୟ ୧୧ଟା ବେଳେ ବସଷ୍ଟାଣ୍ଡ ଡଲଫିନ କାଉଣ୍ଟର ଆଗରୁ ଦୁଇ ଜଣ ଦୁର୍ବୃତ୍ତ ଶିମିଳିପଡାର କେଶବ ମିଶ୍ରଙ୍କଠାରୁ ୨୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି।…

Continue Readingପୁଣି ଡେଙ୍ଗା-ଗେଡ଼ା ଯୋଡ଼ି ଆତଙ୍କ

କଚ୍ଛପ ଗତିରେ ଚାଲିଛି ୫୫ ନ˚ ଜାତୀୟ ରାଜପଥ କାମ

ଅନୁଗୁଳ: ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ୫୫ ନ˚ ଜାତୀୟ ରାଜପଥର ଦୋହରୀକରଣ ଏବ˚ ପ୍ରଶସ୍ତିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। କାମ ଅସମ୍ପୂର୍ଣ୍ଣ ହେତୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। କଟକ-ସମ୍ବଲପୁରକୁ ସ˚ଯୋଗ କରୁଥିବା ଏହି…

Continue Readingକଚ୍ଛପ ଗତିରେ ଚାଲିଛି ୫୫ ନ˚ ଜାତୀୟ ରାଜପଥ କାମ

ରେଳପଥ କାମ ନେଇ ସମୀକ୍ଷା: ଅନୁଗୁଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

ଅନୁଗୁଳ: ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୭ଟି ରେଳ ପ୍ରକଳ୍ପର ସମୀକ୍ଷା କରିବା ସହ ଏଥିନେଇ ଲାଗି ରହିଥିବା ସମସ୍ୟାଗୁଡ଼ିକର କିଭଳି ସମାଧାନ ହେବ ସେଥିନେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଏହି ପ୍ରକଳ୍ପଗୁଡ଼ିକର କାମ କିଭଳି…

Continue Readingରେଳପଥ କାମ ନେଇ ସମୀକ୍ଷା: ଅନୁଗୁଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

୧୮ରୁ ବଢ଼ିବ ଜାଡ଼!

ଅନୁଗୁଳ : ରାଜ୍ୟରେ ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପାଗ ଯେମିତି ଅଛି, ପ୍ରାୟତଃ ସେମିତି ରହିବ। 'ସୋଆ' ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବେ ପାଗ ବିଶେଷ…

Continue Reading୧୮ରୁ ବଢ଼ିବ ଜାଡ଼!