ଅନୁଗୁଳ କ୍ରିକେଟ ସ˚ଘ ନିର୍ବାଚନ

ଅନୁଗୁଳ: ବହୁ ଅପେକ୍ଷିତ ଅନୁଗୁଳ କ୍ରିକେଟ ସ˚ଘର ତ୍ରୟବାର୍ଷିକ ନିର୍ବାଚନ ପାଇଁ ଆଜି ୩୦ ଜଣିଆ ଚୂଡ଼ାନ୍ତ ଭୋଟର ତାଲିକା ଏବଂ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ସଭାପତି, ସ˚ପାଦକଙ୍କ ସମେତ ୨ଟି ଉପସଭାପତି, ୨ଟି ଯୁଗ୍ମ ସ˚ପାଦକ ଏବ˚ କୋଷାଧ୍ୟକ୍ଷ…

Continue Readingଅନୁଗୁଳ କ୍ରିକେଟ ସ˚ଘ ନିର୍ବାଚନ

ଅନୁଗୁଳ ଓକିଲ ସ˚ଘ କର୍ମକର୍ତ୍ତା ନିର୍ବାଚନ

ଅନୁଗୁଳ: ଅନୁଗୁଳ ଓକିଲ ସ˚ଘର ନିର୍ବାଚନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ରୂପେ ଦିଲ୍ଲୀପ କୁମାର ସାହୁ ବିଜୟୀ ହୋଇଥିବା ବେଳେ ସ˚ପାଦକ ପଦବୀରେ ବାଜିମାତ କରିଛନ୍ତି ସୋମନାଥ ରାଉତ। କୋଷାଧକ୍ଷ ପଦବୀରେ ପ୍ରତିଦ୍ବନ୍ଦ୍ବିତା କରୁଥିବା…

Continue Readingଅନୁଗୁଳ ଓକିଲ ସ˚ଘ କର୍ମକର୍ତ୍ତା ନିର୍ବାଚନ

ଏନ୍‌ଜିଟିର ଛାଟ

ଅନୁଗୁଳ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ପରିତ୍ୟକ୍ତ ପୋଖରୀ ଓ ଜଳାଶୟଗୁଡ଼ିକୁ ପୁନରୁଦ୍ଧାର କରିବାକୁ ଏନ୍‌ଜିଟି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାରିପାର୍ଶ୍ବିକ ଅଞ୍ଚଳର ସୌନ୍ଦର୍ଯ୍ୟ ବର୍ଦ୍ଧନ, ପରିବେଶର ସୁରକ୍ଷା ସାଙ୍ଗକୁ ପୋଖରୀଗୁଡ଼ିକର ଜଳଧାରଣ କ୍ଷମତା ବଢ଼ିଲେ ଏହା ଭୂତଳ ଜଳ…

Continue Readingଏନ୍‌ଜିଟିର ଛାଟ

ଭୁବନେଶ୍ବର-ରାଉରକେଲା ମଧ୍ୟରେ ଚାଲିବ ଏସି ଡବଲ ଡେକର ଟ୍ରେନ୍‌

ଅନୁଗୁଳ: ବର୍ତ୍ତମାନ କୋଭିଡ୍‌ ପରିସ୍ଥିତି କାରଣରୁ ଦେଶରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନାହିଁ। ତେବେ କ୍ରମଶଃ ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବାରୁ ଆଗାମୀ କେଇ ମାସ ମଧ୍ୟରେ ସବୁ ଟ୍ରେନ୍‌ ନିୟମିତ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଟ୍ରେନ୍‌ଗୁଡ଼ିକ…

Continue Readingଭୁବନେଶ୍ବର-ରାଉରକେଲା ମଧ୍ୟରେ ଚାଲିବ ଏସି ଡବଲ ଡେକର ଟ୍ରେନ୍‌

ଏଣିକି ବହିରେ ଉଲ୍ଲେଖ ରହିବ ଏହାର ଓଜନ

ଅନୁଗୁଳ: ସ୍କୁଲ୍‌ ବ୍ୟାଗ୍‌ଗୁଡ଼ିକ ପିଲାଙ୍କ ଓଜନର ୧୦%ରୁ ବୁଅଧିକ ହେବ ନାହିଁ। ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ। ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ କୌଣସି ହୋମ୍‌ଵାର୍କ ଦିଆଯିବ ନାହିଁ। ବ୍ୟାଗ୍‌ଗୁଡ଼ିକ ହାଲୁକା ଏବ˚ ଆଡଜଷ୍ଟିବଲ୍‌…

Continue Readingଏଣିକି ବହିରେ ଉଲ୍ଲେଖ ରହିବ ଏହାର ଓଜନ

ଜାନୁଆରୀରୁ ଖୋଲିବ ସ୍କୁଲ୍!

ଅନୁଗୁଳ: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ…

Continue Readingଜାନୁଆରୀରୁ ଖୋଲିବ ସ୍କୁଲ୍!

ଓଏଲ୍‌ଏକ୍ସରେ ଫର୍ଣ୍ଣିଚର ବିକିବା ପହଙ୍ଗା ପଡ଼ିଲା

ଅନୁଗୁଳ: କରୋନା କାଳରେ ସୀମା ଲଙ୍ଘିଛି ସାଇବର ଠକେଇ। ଓଏଲ୍‌ଏକ୍ସରେ ଫର୍ଣ୍ଣିଚର ବିକ୍ରି ବେଳେ ଅନୁଗୁଳ ସହରର ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଫର୍ଣ୍ଣିଚର ଖରଦି କରିଥିବା ସାଇବର ଠକ ମହିଳାଙ୍କୁ ଟଙ୍କା ଦେବ କ’ଣ, ବର˚ ତାଙ୍କ ଆକାଉଣ୍ଟରୁ…

Continue Readingଓଏଲ୍‌ଏକ୍ସରେ ଫର୍ଣ୍ଣିଚର ବିକିବା ପହଙ୍ଗା ପଡ଼ିଲା

ଡିଏଫ୍‌ଓଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌

ଅନୁଗୁଳ: ମାତିଛନ୍ତି ସାଇବର ଠକ। ମଙ୍ଗଳବାର ଅପରାହ୍ଣରେ ସାତକୋଶିଆ ବନଖଣ୍ତର ଡିଏଫ୍‌ଓଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମଙ୍ଗଳବାର ଅପରାହ୍ଣ ସାଢେ଼ ୫ଟା ବେଳେ ଡିଏଫ୍‌ଓ ରାମସ୍ବାମୀ ପି.ଙ୍କ ଆକାଉଣ୍ଟକୁ ହ୍ୟାକ୍‌…

Continue Readingଡିଏଫ୍‌ଓଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌

ପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ଅନୁଗୁଳ: ରାଜ୍ୟରେ ଥିବା ପ୍ରସ୍ତାବିତ ୧୪ ଟି ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ ପଡ଼ିଥିବାରୁ ଏନ୍‌ଜିଟି କ୍ଷୁବ୍ଧ ହୋଇଛି। ଏହି ପ୍ରକଳ୍ପ ନେଇ ସବିଶେଷ ଆକ୍ସନ ପ୍ଲାନ୍‌ ଏନ୍‌ଜିଟିକୁ ଦିଆଯାଇ ନଥିବାରୁ ସେ ଏବେ ସରକାରଙ୍କୁ ଚରମ ବାଣୀ…

Continue Readingପ୍ରସ୍ତାବିତ ସ୍ବତନ୍ତ୍ର ହାତୀ ଚଲାପଥ ପ୍ରକଳ୍ପ ଶୀତଳ ଭଣ୍ତାରରେ

ନୂଆବର୍ଷରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ

ଅନୁଗୁଳ: ନୂଆବର୍ଷରୁ ଦେଶର ଜାତୀୟ ରାଜପଥ ଗୁଡିକରେ ଥିବା ସବୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ ହେବ। ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ଟୋଲ୍‌ ପ୍ଲାଜାରେ ନଗଦ କାରବାର ପାଇଁ କୌଣସି ଲେନ୍‌ ରହିବ ନାହିଁ। ତେଣୁ ଗାଡ଼ି ମାଲିକମାନଙ୍କୁ ନିଶ୍ଚିତ…

Continue Readingନୂଆବର୍ଷରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ