ଅର୍ଥ ହେରଫେର ଅଭିଯୋଗରେ ସିଡିପିଓ କାର୍ଯ୍ୟାଳୟ କିରାଣୀ ଗିରଫ

ଅନୁଗୁଳ : ଅନୁଗୁଳ ଜିଲା ବଅଁରପାଳ ବ୍ଲକ୍ର ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ(ସିଡିପିଓ)ଙ୍କ କାର୍ଯ୍ୟାଳୟରେ ଅର୍ଥ ହେରେଫେର ଅଭିଯୋଗରେ ଜଣେ କିରାଣୀଙ୍କୁ ଗୁରୁବାର ଗିରଫ କରିଛି ପୁଲିସ। ପୁଲିସ ସୂତ୍ରରୁ ପ୍ରକାଶ ଯେ, କାର୍ଯ୍ୟାଳୟର କିରାଣୀ ଯୁଗଳ ନାୟକ ୬…

Continue Readingଅର୍ଥ ହେରଫେର ଅଭିଯୋଗରେ ସିଡିପିଓ କାର୍ଯ୍ୟାଳୟ କିରାଣୀ ଗିରଫ

ସିକ୍ୟୁରୀଟି ଇଂଜେକସନ ମାରିବା ଘଟଣା:ଏଡିଏମଓ କଲେ ତଦନ୍ତ

ଅନୁଗୁଳ: ଅନଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କାଜୁଆଲିଟି ରେ ଜଣେ ସିକ୍ୟୁରୀଟି ରୋଗୀକୁ ଇଂଜେକ୍ସନ ମାରିବା ଘଟଣା ର ଭିଡିଓ ଭାଇରଲ ହେବା ପରେ ଏଡିଏମଓ ମେଡିକାଲଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଗତ ୭ ତାରିଖ ବିଳମ୍ବିତ ରାତିରେ ଏ ଘଟଣା…

Continue Readingସିକ୍ୟୁରୀଟି ଇଂଜେକସନ ମାରିବା ଘଟଣା:ଏଡିଏମଓ କଲେ ତଦନ୍ତ

ସରକାରୀ ହସ୍ପିଟାଲ ରେ ସିକ୍ୟୁରୀଟି ମାରୁଛନ୍ତି ଇଂଜେକସନ

ଅନୁଗୁଳ: ଅନଗୁଳ ସରକାରୀ ହସ୍ପିଟାଲ ରେ ଜଣେ ସିକ୍ୟୁରୀଟି ଗାର୍ଡ ଇଂଜେକସନ ମାରିବାର ଚିତ୍ର ଭାଇର।ଲ ହେଉଥିବାବେଳେ ଏଥିନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।କାହା ନିର୍ଦେଶରେ ସିକ୍ୟୁରୀଟି ଗାର୍ଡ ଏଭଳି ବେଆଇନ ଏବଂ ବିପଦଜନକ କାମ କରୁଛନ୍ତି ତାହା ଜଣାପଡିନାହିଁ।ତେବେ କାଜୁଆଲିଟି…

Continue Readingସରକାରୀ ହସ୍ପିଟାଲ ରେ ସିକ୍ୟୁରୀଟି ମାରୁଛନ୍ତି ଇଂଜେକସନ

ନିଯୁକ୍ତି ନାରେ ଠକେଇ, ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀ ଗିରଫ

ଅନୁଗୁଳ : ଅନୁଗୁଳ ପୁଲିସକୁ ମିଳିଛି ବଡ଼ ସଫଳତା। ନିଯୁକ୍ତି ଦେବା ନାରେ ଠକେଇ କରିଥିବା ଅଭିଯୋଗରେ ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ଟଙ୍କା ଓ ବହୁ…

Continue Readingନିଯୁକ୍ତି ନାରେ ଠକେଇ, ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀ ଗିରଫ

ସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳର ହୁଲୁରୁସିହାଁଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି। ସହରାଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜାତୀୟ ସହାରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଏହା ଏକ ପ୍ରୟାସ। ଜିଲ୍ଲା ମୁଖ୍ୟ…

Continue Readingସହରାଞ୍ଚଳ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ

ଧର୍ମେନ୍ଦ୍ର ପ୍ରଧାନ ହେଲେ ଉତ୍ତରପ୍ରଦେଶ ନିର୍ବାଚନୀ ପ୍ରଭାରୀ

ଅନୁଗୁଳ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ‘ଭାରତୀୟ ଜନତା ପାର୍ଟି’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ପ୍ରକାଶ ନଡ୍ଡା କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି।…

Continue Readingଧର୍ମେନ୍ଦ୍ର ପ୍ରଧାନ ହେଲେ ଉତ୍ତରପ୍ରଦେଶ ନିର୍ବାଚନୀ ପ୍ରଭାରୀ

ରାସ୍ତା କଡ଼ରେ ଗଡୁଛି ପାଉଁଶ ଗଦା

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ବାସୀଙ୍କୁ ରୋଗାଗ୍ରସ୍ତ କରି ଛଟପଟ କରି ମାରିବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷ ଶପଥ ନେଇଥିବା ପରି ମନେହେଉଛି । କାରଣ ଯେଉଁ ପାଉଁଶକୁ ନେଇ ସୁପ୍ରିମିକୋର୍ଟ ଏବଂ ଜିଲ୍ଲାପାଳ ତାଗିଦ କରିଛନ୍ତି…

Continue Readingରାସ୍ତା କଡ଼ରେ ଗଡୁଛି ପାଉଁଶ ଗଦା

ମରୁଡିର ସ୍ଥାୟୀ ମୁକାବିଲା ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସମାବ୍ୟ ମରୁଡିର ସ୍ଥାୟୀ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ସମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତା କରିଥିଲେ।…

Continue Readingମରୁଡିର ସ୍ଥାୟୀ ମୁକାବିଲା ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଆବାସ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନମପଶି ପଂଚାୟତର କଂଟାନାଳି ଓ ନମଗାଁର ଲୋକମାନେ ସୋମବାର ପାଳଳହଡା ଉପଜିଲ୍ଲାପାଳ ଅଜିତ ପ୍ରଧାନଙ୍କୁ ଭେଟି ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସମିତି ସଭ୍ୟ ଆବାସ ଟଙ୍କା ହଡପ କରିବା…

Continue Readingଆବାସ ଟଙ୍କା ହଡ଼ପ ଅଭିଯୋଗ

ପୁଣି ଜୋରଦାର ହେବ ମାସ୍କ ଚେକିଂ

ଅନୁଗୁଳ: କରୋନାର ତୃତୀୟ ଲହରର ଭୟବହତା ସହ ଏଥିରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହିଥିବା ବିଶେଷଜ୍ଞ କହୁଥିବା ବେଳେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋର ଧରିଲାଣି । ଅପରପକ୍ଷରେ କରୋନାର ପ୍ରଥମ ଓ ଦ୍ଵିତୀୟ ଲହରର…

Continue Readingପୁଣି ଜୋରଦାର ହେବ ମାସ୍କ ଚେକିଂ