ବଙ୍ଗୋପସାଗରରେ ବାତ୍ୟା ‘ସେନ୍ୟାର’ ସମ୍ଭାବନା: ଆଜି ଲଘୁଚାପ ୨୭ରୁ ୨୯ରେ ପ୍ରଭାବ, ଓଡ଼ିଶା ପ୍ରତି ନଜର
ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଗଠିତ ହେବାର ସମ୍ଭାବନା ରହିଛି। ୨୪ ତାରିଖରେ ଏହା ଦକ୍ଷିଣ–ପୂର୍ବ ବଙ୍ଗୋପସାଗରରେ ଅବପାତରେ…



