କୁଷ୍ଠ ନିରାକରଣ ଯୋଜନାରେ ଅସ୍ତ୍ରୋପଚାର
ଅନୁଗୁଳ: ଗତ ୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନଙ୍କ ନିର୍ଦ୍ଦେଶରେ କୁଷ୍ଠ ନିରାକରଣ ଯୋଜନାରେ ୬ ଜଣ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ୫ ଜଣଙ୍କର ହାତ ଏବଂ ଜଣଙ୍କର ଗୋଡ଼ରେ…
ଅନୁଗୁଳ: ଗତ ୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନଙ୍କ ନିର୍ଦ୍ଦେଶରେ କୁଷ୍ଠ ନିରାକରଣ ଯୋଜନାରେ ୬ ଜଣ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ୫ ଜଣଙ୍କର ହାତ ଏବଂ ଜଣଙ୍କର ଗୋଡ଼ରେ…
ଅନୁଗୁଳ: ଗତ ୯ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁଗୁଳ ପୌରପାଳିକାକୁ ପ୍ରଦୂଷଣ ହ୍ରାସ ନେଇ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବାରୁ ଦେଶର ତୃତୀୟ ଶ୍ରେଷ୍ଠ ପୌରପାଳିକା ଭାବେ ପୁରସ୍କୃତ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ…
ଅନୁଗୁଳ: ଗୁରୁବାର ଅପରାହ୍ନରେ କାଣ୍ଡସର ଅଞ୍ଚଳର ଚାରି ଗଣେଶ ପୂଜାର ଭସାଣି ଉତ୍ସବ ଆୟୋଜିତ ହୋଇଛି। ଭସାଣିରେ ବଜାର ସାହି, ପାଇକ ସାହି, ରଗଡି ସାହି, ଗୋଛାୟତ ସାହିର ଚାରି ମେଢ଼ ବିସର୍ଜନ ହୋଇଥିଲା। ଡିଜେ ପାଇଁ ପୋଲିସ୍ ପ୍ରଶାସନର ଅନୁମତି…
ଅନୁଗୁଳ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ମୁଖ୍ୟମନ୍ତ୍ରୀ ପୁରସ୍କାର ୨୦୨୪-୨୫ରେ ଓଡ଼ିଶାର 'ଶ୍ରେଷ୍ଠ DIET' ଭାବେ ସମ୍ମାନିତ ହୋଇଛି। ଏହି ଐତିହାସିକ ସଫଳତା ପାଇଁ ଛେଣ୍ଡିପଦା DIET କ୍ୟାମ୍ପସରେ ଏକ ସ୍ମାରକୀ ସ୍ତମ୍ଭ ଉନ୍ମୋଚନ ଓ ଜିଲ୍ଲାର ସମସ୍ତ…
ଆଧୁନିକ ବିଶ୍ୱରେ ଇଣ୍ଟରନେଟ୍ ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇଛି। ଯାତ୍ରାରୁ ଆରମ୍ଭ କରି ଖାଦ୍ୟ ଓ ସ୍ଥାନୀୟ ସୂଚନା ପର୍ଯ୍ୟନ୍ତ ସବୁକିଛିରେ ଏହାର ସହାୟତା ନେବା ଅନିବାର୍ଯ୍ୟ। କିନ୍ତୁ ବିଶ୍ୱରେ ଏକ ଏମିତି ଦେଶ ରହିଛି, ଯେଉଁଠାରେ ଇଣ୍ଟରନେଟ୍ ବ୍ୟବହାର ପ୍ରାୟଏ…
ବନ୍ତଳା: ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ ଅଧୀନ କରଡ଼ାଶିଙ୍ଗଠାରେ ପ୍ରସ୍ତାବିତ ହିଡ଼ିଶିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ବୁଧବାର କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଏକ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ଦଳରେ କଲିକତାର…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଯୁବ ଫଟୋଗ୍ରାଫରଙ୍କୁ ନେଇ ଗଠିତ ହେଲା ‘ଅନୁଗୁଳ ଜିଲ୍ଲା ଫଟୋଗ୍ରାଫର କ୍ଲବ୍’। ବୁଧବାର ଅନୁଷ୍ଠିତ ଏକ ସାଧାରଣ ବୈଠକରେ ୨୦୦ରୁ ଅଧିକ ଫଟୋଗ୍ରାଫର ଯୋଗ ଦେଇ କ୍ଲବ୍ର କାର୍ଯ୍ୟପନ୍ଥା ଓ ଆଗାମୀ ଯୋଜନା ନେଇ ଆଲୋଚନା କରିଥିଲେ।…
ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ନେଇ ବାରଗୌଣିଆ ମା’ ପାଣ୍ଡୁରିଶୁଣି ପୀଠ ନିକଟରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ୨୫ଟି ଗାଁର ଶ୍ରମିକମାନେ ଏଥିରେ ଯୋଗ ଦେଇ ପାରିଶ୍ରମିକ ବୃଦ୍ଧି ଓ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଜଣେ ମୁକ ବଧିର ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ ଗର୍ଭବତୀ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧ ଏକୁଟିଆ ପାଇ ତାଙ୍କୁ ଦୁଷ୍କର୍ମ କରିଥିବା…
ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇ ଯାଇଛି। ଯୁବ ରେଡକ୍ରସର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ପଟେଲ ସଭାରେ ଅଧ୍ୟକ୍ଷତା କରିଥିଲେ। ଡ଼ା କନକଲତା ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଏହି…