ସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ: ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ
ଅନୁଗୁଳ: ଏକଦା ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାରେ ପରିଚିତ ଥିବା ସାତକୋଶିଆ ଏବେ ସୃଷ୍ଟି କରିଛି ସ୍ଵତନ୍ତ୍ର ପରିଚୟ। ସାତକୋଶିଆର ମାଟିରେ ଉତ୍ପାଦିତ ହେଉଥିବା କନ୍ଦମୂଳ ବା ସାକରକନ୍ଦ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଲୋକଙ୍କ ମନ…



