ଡିଜେ ଆଗରେ ଯୁବ ନେତାଙ୍କ ନାଚ: ନୀତିନିୟମ କାହା ପାଇଁ…?

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଷ ପୂଜା ଠାରୁ ଅନ୍ୟନ୍ୟ ପର୍ବପର୍ବାଣୀ କେଉଁଠି ହେଲେ ମଧ୍ୟ ଡିଜେ ସାଉଣ୍ଡ ବାଜିବା ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏପରିକି କଡାକଡି ଭାବେ ନିୟମକୁ ପାଳନ କରିବାକୁ ପୋଲିସକୁ ନିର୍ଦେଶ ରହିଛି। କିନ୍ତୁ ଏହି…

Continue Readingଡିଜେ ଆଗରେ ଯୁବ ନେତାଙ୍କ ନାଚ: ନୀତିନିୟମ କାହା ପାଇଁ…?

ଠକି ଦେଲେ ଠିକାଦାର: ସନ୍ଥପଡ଼ାରେ ନବନିର୍ମିତ ବ୍ରାହ୍ମଣୀ ସେତୁରେ ପୁଣି ବିରାଟ ଫାଟ, ସୁରକ୍ଷିତ ଯାତାୟାତ ସ୍ୱପ୍ନ

ତାଳଚେର: ତାଳଚେର ସନ୍ଥପଡ଼ା ବ୍ରାହ୍ମଣୀ ନୂତନ ସେତୁ ଉପରେ ବିରାଟ ଗର୍ତ୍ତ। ମାତ୍ର ବର୍ଷେ ତଳେ ଏହି ସେତୁ ନିର୍ମିତ ହୋଇଥିଲା। କିନ୍ତୁ ଏତେ ଶୀଘ୍ର ସେତୁ ଉପରେ ଗର୍ତ୍ତ ହୋଇଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାରଙ୍କ ଠକେଇ…

Continue Readingଠକି ଦେଲେ ଠିକାଦାର: ସନ୍ଥପଡ଼ାରେ ନବନିର୍ମିତ ବ୍ରାହ୍ମଣୀ ସେତୁରେ ପୁଣି ବିରାଟ ଫାଟ, ସୁରକ୍ଷିତ ଯାତାୟାତ ସ୍ୱପ୍ନ

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଅନୁଗୁଳ:  ଅନୁଗୁଳ ବ୍ଲକ ଶଙ୍ଖପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ଗିରିଶ ଚନ୍ଦ୍ର ଦେହୁରୀ (୬୭)ଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ହୋଇଛି। ୨୦୧୬ ମସିହାରେ ଅବସର ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ସେ ଜଣେ ଭଦ୍ର ନମ୍ର ସହ ଅତ୍ୟନ୍ତ…

Continue Readingଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ତାଳଚେରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ତାଳଚେର: ଅନୁଗୁଳ ଜିଲ୍ଲା  ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳନ ହେଉଛି। ଏହାକୁ ନଜର ରଖି ଆଜି ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗର ଏକ ଟିମ ଅଚାନକ ପୂଜାରେ ଦେଇଥିବା ଖାଦ୍ୟ ପଦାର୍ଥ ଷ୍ଟଲ ଗୁଡ଼ିକ ଉପରେ ଚଢ଼ାଉ କରିଥିଲା ।…

Continue Readingତାଳଚେରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ କ୍ରୀଡା ଦିବସ

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ପାଠାଗାର ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଟାଇକୁଣ୍ଡୁ ଆସୋସିଏସନ୍,ଅନୁଗୁଳ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହକି ଯାଦୁକର ଧ୍ୟାନଚାନ୍ଦଙ୍କ…

Continue Readingଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ କ୍ରୀଡା ଦିବସ

ଋଣ ସୁଝି ପାରିଲେନି ବୋଲି ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁରେ ବୁଲାଇଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଧୀନ ଏକ ଗାଁରେ ଜଣେ ମହିଳା ଋଣ ଟଙ୍କା ସୁଝି ପାରିଲେନି ବୋଲି କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି। ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁ ଦାଣ୍ଡରେ ବୁଲାଇ ଅପମାନିତ କରାଯାଇଛି।…

Continue Readingଋଣ ସୁଝି ପାରିଲେନି ବୋଲି ମହିଳାଙ୍କ ମୁହଁରେ କାଳି, ବେକରେ ଚପଲମାଳ ପକାଇ ଗାଁରେ ବୁଲାଇଲେ

କାହା ଚାପରେ ଉପଜିଲ୍ଲାପାଳ! ଭାଣ୍ଡିଆ ହେଲା ଅନୁଗୁଳ ଜିଲା ପ୍ରଶାସନ ମେଲଣକୁ ପ୍ରଥମେ ନାଁ… ପରେ ସହମତି

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଗଣେଶ ପୂଜାକୁ ନେଇ ବାଦବିବାଦ କମିବାରେ ନାଁ ଧରୁନାହିଁ। ଗୋଟିଏ ପରେ ଗୋଟିଏ ବିବାଦ ମୁଣ୍ଡ ଟେକୁଥିବା ବେଳେ ପ୍ରଶାସନ ଏହାକୁ ସମାଧାନ କରିବା ବଦଳରେ ଅଦୃଶ୍ୟ ଚାପରେ ଚାପି ହୋଇଯାଉଛି। ଦୀର୍ଘବର୍ଷ ଧରି ସହର…

Continue Readingକାହା ଚାପରେ ଉପଜିଲ୍ଲାପାଳ! ଭାଣ୍ଡିଆ ହେଲା ଅନୁଗୁଳ ଜିଲା ପ୍ରଶାସନ ମେଲଣକୁ ପ୍ରଥମେ ନାଁ… ପରେ ସହମତି

ପୌରପାଳିକା ସ୍କାନରରେ ଜବରଦଖଲକାରୀ: ଦୈନଦିନ ମୋବାଇଲରେ କଏଦ ହେଉଛି ଜବରଦଖଲକାରୀଙ୍କ କାରନାମା

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଦିନକୁ ଦିନ ଜବରଦଖଲ କାରୀଙ୍କ ପଦୁର୍ଭାଵ ବଢ଼ିବାରେ ଲାଗିଛି। ବିଶେଷକରି ସହର ମଧ୍ୟରେ ଥିବା ମାରୁୱାଡ଼ି ଧର୍ମଶାଳା ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାକୁ ଅଧିକ ଜବରଦଖଲ କରାଯାଇଛି। ପୂର୍ବ ପୌର ନିର୍ବାହୀ ଅଧିକାରୀ ଦୀର୍ଘବର୍ଷ…

Continue Readingପୌରପାଳିକା ସ୍କାନରରେ ଜବରଦଖଲକାରୀ: ଦୈନଦିନ ମୋବାଇଲରେ କଏଦ ହେଉଛି ଜବରଦଖଲକାରୀଙ୍କ କାରନାମା

ଜାତୀୟ କ୍ରୀଡା ଦିବସ: ଧ୍ୟାନଚାନ୍ଦଙ୍କୁ ପୂଜା କିନ୍ତୁ ଖେଳରେ ଧ୍ୟାନ ନାହିଁ

ଅନୁଗୁଳ: ପ୍ରତିବର୍ଷ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତା ହୁଏ କଟକ କିମ୍ବା ଭୁବନେଶ୍ୱରରେ। ସବୁ ଜିଲ୍ଲା. ସେଥିରେ ଅଂଶଗ୍ରହଣ କରିଥାନ୍ତି ୯ ଶହରୁ ଉର୍ଦ୍ଧ୍ବ ଖେଳାଳୀ ଅଂଶ ଗ୍ରହଣ କରନ୍ତି ଆଉ ଶତାଧିକ ଖେଳାଳୀ ପୁରସ୍କାର ମଧ୍ୟ ନିଅନ୍ତି। ଫଳାଫଳ ତାଲିକା…

Continue Readingଜାତୀୟ କ୍ରୀଡା ଦିବସ: ଧ୍ୟାନଚାନ୍ଦଙ୍କୁ ପୂଜା କିନ୍ତୁ ଖେଳରେ ଧ୍ୟାନ ନାହିଁ

ମୃତ ଶିଶୁ ନାମରେ ଭରଣ ପୋଷଣ ମାଗୁଥିଲେ ପତ୍ନୀ ଅଗ୍ରାହ୍ୟ କଲା ପରିବାର ଅଦାଲତ

ଅନୁଗୁଳ: ପତି-ପତ୍ନୀ ଉଭୟ ଭରଣ ପୋଷଣ ପାଇଁ ଅଦାଲତର ଦ୍ବାରସ୍ଥ ହୋଇଥିବା ବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଅଦାଲତ। ମିଳିଥିବା ସୂଚନା ଅନୁସାରେ ସମଲ ଅଞ୍ଚଳର ମାନସ ଶତପଥୀଙ୍କ ପତ୍ନୀ ଦ୍ରୌପଦୀ ଅଗଷ୍ଟ ୨୦୨୪ ରେ ଅଭିଯୋଗ କରିଥିଲେ କି…

Continue Readingମୃତ ଶିଶୁ ନାମରେ ଭରଣ ପୋଷଣ ମାଗୁଥିଲେ ପତ୍ନୀ ଅଗ୍ରାହ୍ୟ କଲା ପରିବାର ଅଦାଲତ