ଅନୁଗୁଳରେ ବାବା ସାହେବ ଡଃ. ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

ଅନୁଗୁଳ: ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ସେବାଶ୍ରମଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ…

Continue Readingଅନୁଗୁଳରେ ବାବା ସାହେବ ଡଃ. ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

ତାଳଚେରରେ ଗ୍ରୀଷ୍ମ ପ୍ରବାହ: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ: ରାଜ୍ୟର ଅନ୍ୟତମ ଉତ୍ତପ୍ତ ସହର ଭାବେ ପରିଚିତ ତାଳଚେରରେ ଗ୍ରୀଷ୍ମର ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ଗତ ଦୁଇ ଦିନ ହେବ ପାରଦ ନଖସିବା ଫଳରେ ଅଞ୍ଚଳବାସୀ ଓ ପଥଚାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ବାତ୍ୟା…

Continue Readingତାଳଚେରରେ ଗ୍ରୀଷ୍ମ ପ୍ରବାହ: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳିବେ ଓଡ଼ିଆ

ଅନୁଗୁଳ: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ଓଡ଼ିଆ ପରମ୍ପରାନୁଯାୟୀ…

Continue Readingଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳିବେ ଓଡ଼ିଆ

ଅନୁଗୁଳରେ ଆରଏସଏସର ବୁଦ୍ଧିଜୀବି ସମ୍ମିଳନୀ; ‘ହିନ୍ଦୁତ୍ୱ ଏକ ଧର୍ମ ନୁହେଁ, ଏହା ଏକ ବିଚାରଧାରା’

ଅନୁଗୁଳ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଉପଲକ୍ଷେ ଅନୁଗୁଳ ନଗର ତରଫରୁ ସ୍ଥାନୀୟ ସଭାଗୃହରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରାକ୍ତନ ପ୍ରଶାସକ ବିଜନ କୁମାର ଥମ୍ବଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସଦଭାବନା…

Continue Readingଅନୁଗୁଳରେ ଆରଏସଏସର ବୁଦ୍ଧିଜୀବି ସମ୍ମିଳନୀ; ‘ହିନ୍ଦୁତ୍ୱ ଏକ ଧର୍ମ ନୁହେଁ, ଏହା ଏକ ବିଚାରଧାରା’

ଜରପଡ଼ା ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ବିପୁଳ ପରିମାଣର ଚୋରା ଶାଗୁଆନ କାଠ ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଜରପଡ଼ା ରେଞ୍ଜରେ ବେଆଇନ କାଠ ଚୋରା ଚାଲାଣ ବିରୋଧରେ ଏକ ବଡ଼ ସଫଳତା ମିଳିଛି। ୧୩ ଏପ୍ରିଲ ୨୦୨୬ ସକାଳ ପ୍ରାୟ ୯:୨୩ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜରପଡ଼ା ରେଞ୍ଜ ଅଫିସରଙ୍କ ନେତୃତ୍ୱରେ…

Continue Readingଜରପଡ଼ା ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ବିପୁଳ ପରିମାଣର ଚୋରା ଶାଗୁଆନ କାଠ ଜବତ

ଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି: ୩୨ଟି ଅଭିଯୋଗର ଶୁଣାଣି, ୬ଟିର ତୁରନ୍ତ ସମାଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇ ସାଧାରଣ…

Continue Readingଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି: ୩୨ଟି ଅଭିଯୋଗର ଶୁଣାଣି, ୬ଟିର ତୁରନ୍ତ ସମାଧାନ

ପାଣ୍ଡୁରୀପଥର ହନୁମାନ ମନ୍ଦିରରେ ରତ୍ନମୁଦ ଉତ୍ସବ; ପବିତ୍ର ଯଜ୍ଞ ଓ ସୁନ୍ଦରାକାଣ୍ଡ ନାଟକରେ ବିଭୋର ହେଲେ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଉରାପାଲ୍ଲୀ ପଞ୍ଚାୟତର ପାଣ୍ଡୁରୀପଥର ଗ୍ରାମରେ ନବନିର୍ମିତ ହନୁମାନ ମନ୍ଦିରର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ୧୫୪ଟି କଳସରେ ନିକଟସ୍ଥ ନଦୀରୁ ଜଳ ଅଣାଯାଇ ଏକ ଭବ୍ୟ ଶୋଭାଯାତ୍ରା ସହ…

Continue Readingପାଣ୍ଡୁରୀପଥର ହନୁମାନ ମନ୍ଦିରରେ ରତ୍ନମୁଦ ଉତ୍ସବ; ପବିତ୍ର ଯଜ୍ଞ ଓ ସୁନ୍ଦରାକାଣ୍ଡ ନାଟକରେ ବିଭୋର ହେଲେ ଶ୍ରଦ୍ଧାଳୁ

ଦଣ୍ଡ ନାଚ ପୂର୍ବରୁ ଅଘଟଣ: ବିଜୁଳି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

ଅନୁଗୁଳ: କାଳ ହେଲା ଦଣ୍ଡ ନାଚ ପାଇଁ ଟେଣ୍ଟ ପ୍ରସ୍ତୁତି। ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ ଦଣ୍ଡନାଚ ପୂର୍ବରୁ ଏକ ଅଘଟଣ ଘଟିଛି। ଟେଣ୍ଟ ପ୍ରସ୍ତୁତି ବେଳେ ଷ୍ଟିଲ ବର୍ ୧୧ କେଭି ତାର…

Continue Readingଦଣ୍ଡ ନାଚ ପୂର୍ବରୁ ଅଘଟଣ: ବିଜୁଳି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

​ଚା’ କପରେ ଚର୍ଚ୍ଚା ଆଉ ବନ୍ଧୁତାର ମିଠାପଣ: ଅନୁଗୁଳରେ ଜମିଲା ପ୍ରଥମ ‘ବିଶ୍ୱ ଚା’ ଖଟି ଦିବସ’

​ଅନୁଗୁଳ: ସକାଳର ସେହି ଗରମ ଚା’ କପ୍ ସାଙ୍ଗକୁ ଟିକେ ଗପସପ, କାହା ପାଇଁ ଏହା ସମୟ ଅତିବାହିତ କରିବାର ମାଧ୍ୟମ ତ କାହା ପାଇଁ ଜ୍ଞାନ ଆହରଣର ପାଠଶାଳା। ଓଡ଼ିଆ ସଂସ୍କୃତିର ଏହି ଅବିଚ୍ଛେଦ୍ୟ ଅଙ୍ଗ 'ଖଟି'କୁ ଏକ ନୂଆ…

Continue Reading​ଚା’ କପରେ ଚର୍ଚ୍ଚା ଆଉ ବନ୍ଧୁତାର ମିଠାପଣ: ଅନୁଗୁଳରେ ଜମିଲା ପ୍ରଥମ ‘ବିଶ୍ୱ ଚା’ ଖଟି ଦିବସ’

ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିଲେ, ବାଟରେ ଦୁର୍ଘଟଣାରେ ଗଲା ପୁଅର ଜୀବନ

ଅନୁଗୁଳ: ନିଜ ଜନ୍ମକଲା ବାପାଙ୍କୁ ନୂତନ ଜୀବନ ଦେବା ପାଇଁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ବାଟରେ ଆଖି ବୁଜିଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋଟଙ୍ଗା ଥାନା ଅଞ୍ଚଳରେ, ଯେଉଁଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା…

Continue Readingବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିଲେ, ବାଟରେ ଦୁର୍ଘଟଣାରେ ଗଲା ପୁଅର ଜୀବନ