କୋଶଳା ଗ୍ରାମବାସୀଙ୍କୁ ମିଥ୍ୟା କେସ୍ ଓ ଗିରଫଦାରୀ ପ୍ରତିବାଦ: ଏସ୍.ପି.ଙ୍କୁ ଦାବିପତ୍ର ପ୍ରଦାନ କଲା ଏସ୍.ୟୁ.ସି.ଆଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୋଶଳା ଗ୍ରାମବାସୀଙ୍କ ଉପରେ ହେଉଥିବା ମିଥ୍ୟା ମକଦ୍ଦମା ଓ ଅନ୍ୟାୟ ଗିରଫଦାରୀ ପ୍ରତିବାଦରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋଶଳା ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନ ଦ୍ୱାରା…

Continue Readingକୋଶଳା ଗ୍ରାମବାସୀଙ୍କୁ ମିଥ୍ୟା କେସ୍ ଓ ଗିରଫଦାରୀ ପ୍ରତିବାଦ: ଏସ୍.ପି.ଙ୍କୁ ଦାବିପତ୍ର ପ୍ରଦାନ କଲା ଏସ୍.ୟୁ.ସି.ଆଇ

ପାନୀୟ ଜଳ ସଙ୍କଟ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର. , ରାସ୍ତା ଅବରୋଧ ପାଇଁ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ କଣ୍ଢାଳ ପଂଚାୟତର ବିଭିନ୍ନ ଗ୍ରାମରେ ଦେଖାଦେଇଥିବା ଉତ୍କଟ ଜଳସଙ୍କଟର ସମାଧାନ ପାଇଁ ସରପଞ୍ଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ପଞ୍ଚାୟତର…

Continue Readingପାନୀୟ ଜଳ ସଙ୍କଟ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର. , ରାସ୍ତା ଅବରୋଧ ପାଇଁ ଚେତାବନୀ

ଅନୁଗୁଳ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ଉଦ୍ଧାର ମକଡ୍ରିଲ୍: ଟ୍ରାଙ୍କୁଲାଇଜ୍ କୌଶଳ ପ୍ରଦର୍ଶନ

ଅନୁଗୁଳ: ବନ୍ୟପ୍ରାଣୀ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁସଂଗତ ଓ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ମକଡ୍ରିଲ୍ ବା ଯୁଦ୍ଧକାଳୀନ ପ୍ରସ୍ତୁତି ଅଭ୍ୟାସ ଅନୁଷ୍ଠିତ ହୋଇଛି। ୨୦୨୬ ଏପ୍ରିଲ ୧୫ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ ମିନିଟ…

Continue Readingଅନୁଗୁଳ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ଉଦ୍ଧାର ମକଡ୍ରିଲ୍: ଟ୍ରାଙ୍କୁଲାଇଜ୍ କୌଶଳ ପ୍ରଦର୍ଶନ

ଦ୍ୱିତୀୟ ବର୍ଷରେ ବାଜିମାତ୍ କଲା କୌଟିଲ୍ୟ ଏକାଡେମୀ, ସିବିଏସଇ ଦଶମରେ ଉଲ୍ଲେଖନୀୟ ସଫଳତା: ସଂସ୍କୃତରେ ଚାରି ଜଣଙ୍କୁ ୧୦୦ରୁ ୧୦୦, ଆୟୁଷ୍ମାନ ଟପ୍ପର୍

ଅନୁଗୁଳ: ସଫଳତା ପାଇଁ ଦଶନ୍ଧି ପୁରୁଣା ହେବା ଦରକାର ନାହିଁ। ନିଷ୍ଠା, ପରିଶ୍ରମ ଓ ସଠିକ୍ ଦିଗଦର୍ଶନ ଥିଲେ ଦୁଇ ବର୍ଷର ଅନୁଷ୍ଠାନ ବି ଇତିହାସ ରଚିପାରେ। ଏହାକୁ ପ୍ରମାଣ କରି ଦେଖାଇଛି ମୈତ୍ରୀନଗରସ୍ଥିତ କୌଟିଲ୍ୟ ଏକାଡେମୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

Continue Readingଦ୍ୱିତୀୟ ବର୍ଷରେ ବାଜିମାତ୍ କଲା କୌଟିଲ୍ୟ ଏକାଡେମୀ, ସିବିଏସଇ ଦଶମରେ ଉଲ୍ଲେଖନୀୟ ସଫଳତା: ସଂସ୍କୃତରେ ଚାରି ଜଣଙ୍କୁ ୧୦୦ରୁ ୧୦୦, ଆୟୁଷ୍ମାନ ଟପ୍ପର୍

ସାମ୍ବାଦିକଙ୍କ ହକ୍ ପାଇଁ ଗର୍ଜିବ ୟୁଜେଏ: ଏପ୍ରିଲ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ

ଅନୁଗୁଳ: ସାମ୍ବାଦିକମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ସରକାରଙ୍କ ଅଣଦେଖା ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛି ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) । ତାଳଚେରଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି…

Continue Readingସାମ୍ବାଦିକଙ୍କ ହକ୍ ପାଇଁ ଗର୍ଜିବ ୟୁଜେଏ: ଏପ୍ରିଲ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ

ଚମକିଲେ ତାଳଚେରର ଏଲିଟିଆନ୍‌: ସିବିଏସଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା, ସାର୍ଥକ ଟପ୍ପର, ତନ୍ମୟଙ୍କ ଗଣିତରେ ଶତକ

ଅନୁଗୁଳ: ସଫଳତା ପାଇଁ ବଡ଼ ଭିତ୍ତିଭୂମି ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଓ ସଠିକ୍ ମାର୍ଗଦର୍ଶନ ଦରକାର। ଏହାକୁ ପ୍ରମାଣ କରି ଦେଖାଇଛି ତାଳଚେରର ବଡସିଂଘାଡା ସ୍ଥିତ ଏଲିଟ୍ ଏଜୁକେସନାଲ୍ ଗ୍ରୁପ୍। ସିବିଏସଇ ଏଆଇଏସଏସଇ ଦଶମ ପରୀକ୍ଷା-୨୦୨୬ ଫଳାଫଳରେ ଏହି ଅନୁଷ୍ଠାନ ୧୦୦…

Continue Readingଚମକିଲେ ତାଳଚେରର ଏଲିଟିଆନ୍‌: ସିବିଏସଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା, ସାର୍ଥକ ଟପ୍ପର, ତନ୍ମୟଙ୍କ ଗଣିତରେ ଶତକ

ଅପ୍ରେଲ ୧୭ ତାରିଖରୁ ଜିଲ୍ଲା ମହୋତ୍ସବ ଆରମ୍ଭ: ୪ ଦିନ ଧରି ଝୁମିବେ, ନାଚିବେ ଅନୁଗୁଳ ବାସି

ଅନୁଗୁଳ: ଆସନ୍ତା ୧୭ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହୋତ୍ସବ ୪ ଦିନ…

Continue Readingଅପ୍ରେଲ ୧୭ ତାରିଖରୁ ଜିଲ୍ଲା ମହୋତ୍ସବ ଆରମ୍ଭ: ୪ ଦିନ ଧରି ଝୁମିବେ, ନାଚିବେ ଅନୁଗୁଳ ବାସି

ଅନୁଗୁଳ ବ୍ଲକ କଂଗ୍ରେସ କମିଟି ଗଠିତ: ରାକେଶ ମିଶ୍ରଙ୍କ ନେତୃତ୍ୱରେ ନୂତନ କର୍ମକର୍ତ୍ତା ନିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅନୁମୋଦନ କ୍ରମେ ଆଜି ନୂତନ 'ଅନୁଗୁଳ ବ୍ଲକ କଂଗ୍ରେସ କମିଟି' ଘୋଷଣା କରାଯାଇଛି। ବ୍ଲକ ସଭାପତି ରାକେଶ ମିଶ୍ର ଏହି ନୂତନ କମିଟି ସମ୍ପର୍କରେ ସୂଚନା ଦେବା ସହ…

Continue Readingଅନୁଗୁଳ ବ୍ଲକ କଂଗ୍ରେସ କମିଟି ଗଠିତ: ରାକେଶ ମିଶ୍ରଙ୍କ ନେତୃତ୍ୱରେ ନୂତନ କର୍ମକର୍ତ୍ତା ନିଯୁକ୍ତ

ଅପରେସନ ପ୍ରହାର: ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସକୁ ‘ଅପରେସନ ପ୍ରହାର’ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ନୂଆହତା ଜାତୀୟ ରାଜପଥରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଏକ କାର୍‌କୁ ଜବତ କରିବା ସହ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।…

Continue Readingଅପରେସନ ପ୍ରହାର: ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ

ଅନୁଗୁଳ  ଦଣ୍ଡନାଚ ଦେଖି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଅନୁଗୁଳ ଜରପଡା ଥାନା ଅନ୍ତର୍ଗତ ବଡହିଂସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ଓ ଧିରେନ ସାହୁ ବାଇକ୍‌ରେ ପୁରୁଣାକୋଟ ଥାନା ଅନ୍ତର୍ଗତ…

Continue Readingଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ