ଅନୁଗୁଳରେ ସଶସ୍ତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ: ୨ ଗିରଫ, ଲୁଟ୍ ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା-ଜରାସିଂହା ରାସ୍ତାରେ ଘଟିଥିବା ଚାଞ୍ଚଲ୍ୟକର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଲୁଟ୍ ସାମଗ୍ରୀ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଗତ…

Continue Readingଅନୁଗୁଳରେ ସଶସ୍ତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ: ୨ ଗିରଫ, ଲୁଟ୍ ସାମଗ୍ରୀ ଜବତ

ଅନୁଗୁଳ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର: ୧୨୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସମାଜ ସେବା ଓ ମାନବିକତାକୁ ପ୍ରାଧାନ୍ୟ ଦେଇ ଅନୁଗୁଳ ପୋଲିସ ପକ୍ଷରୁ ଛେଲିଆପଡ଼ାସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ଅନୁଗୁଳ ଏସପି ରାହୁଲ ଜୈନ ଉଦଘାଟନ କରିବା ସହ ନିଜେ…

Continue Readingଅନୁଗୁଳ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର: ୧୨୦ ୟୁନିଟ୍ ରକ୍ତ ସଂଗୃହୀତ

ତାଳଚେରରେ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ସମାପନ: ଲକ୍ଷାଧିକ ଭକ୍ତଙ୍କ ସମାଗମ

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଶୀତୁଳା ଯାତ୍ରା ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମା’ଙ୍କର ଏହି ଅନନ୍ୟ ଯାତ୍ରା ଦର୍ଶନ କରିବା ପାଇଁ ଅନୁଗୁଳ ଜିଲ୍ଲା…

Continue Readingତାଳଚେରରେ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ସମାପନ: ଲକ୍ଷାଧିକ ଭକ୍ତଙ୍କ ସମାଗମ

କୁଷ୍ଠ ରୋଗଜନିତ ଦିବ୍ୟାଙ୍ଗତାଙ୍କ ପାଇଁ ଆଶାର କିରଣ: ସଫଳତାର ସହ ସମ୍ପନ୍ନ ହେଲା ଅସ୍ତ୍ରୋପଚାର ଶିବିର

ଅନୁଗୁଳ: କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ଅନେକ ସମୟରେ ଜୀବାଣୁ ପ୍ରଭାବରେ ରୋଗୀଙ୍କ ଶରୀରରେ ଦିବ୍ୟାଙ୍ଗତା ଦେଖାଦେଇଥାଏ। ଏହା ସେମାନଙ୍କ ବୃତ୍ତିଗତ ଓ ସାମାଜିକ ଜୀବନରେ ବଡ଼ ବାଧା ସୃଷ୍ଟି କରିଥାଏ। ଏହି ସମସ୍ୟାର ସମାଧାନ…

Continue Readingକୁଷ୍ଠ ରୋଗଜନିତ ଦିବ୍ୟାଙ୍ଗତାଙ୍କ ପାଇଁ ଆଶାର କିରଣ: ସଫଳତାର ସହ ସମ୍ପନ୍ନ ହେଲା ଅସ୍ତ୍ରୋପଚାର ଶିବିର

ହୋଲଡିଙ୍ଗ କରଦାତାଙ୍କ ପାଇଁ ରିହାତି ଘୋଷଣା: ୧୫% ଓ ୧୦% ରିହାତି ପାଇଁ ସୁଯୋଗ

ଅନୁଗୁଳ: ଅନୁଗୁଳ ପୌରପାଳିକାର ହୋଲଡିଙ୍ଗ କରଦାତାଙ୍କ ପାଇଁ ରିହାତି ଘୋଷଣା କରାଯାଇଛି। ମ୍ୟୁନିସିପାଲ ଆଇନ ୧୯୫୦ ଧାରା ୧୫୯ (କ) ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୬ -୨୭ ପାଇଁ ହୋଲଡିଙ୍ଗ କର ସ୍ୱଇଚ୍ଛାରେ ଦେଲେ ରିହାତି ପାଇପାରିବେ। - ୧.୪.୨୦୨୬ ତାରିଖ…

Continue Readingହୋଲଡିଙ୍ଗ କରଦାତାଙ୍କ ପାଇଁ ରିହାତି ଘୋଷଣା: ୧୫% ଓ ୧୦% ରିହାତି ପାଇଁ ସୁଯୋଗ

ଏପ୍ରିଲ ୧୭ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ୪ ଦିନ ଧରି ଜମିବ ସାଂସ୍କୃତିକ ଆସର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଏପ୍ରିଲ ୧୭ ତାରିଖରୁ ସ୍ଥାନୀୟ ଷ୍ଟାଡିୟମଠାରେ ଚାରିଦିନିଆ 'ଜିଲ୍ଲା ମହୋତ୍ସବ' ଆୟୋଜିତ ହେବାକୁ ଯାଉଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ…

Continue Readingଏପ୍ରିଲ ୧୭ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ: ୪ ଦିନ ଧରି ଜମିବ ସାଂସ୍କୃତିକ ଆସର

କାଳବୈଶାଖୀ ପରେ ତତ୍ପର ପୌର ପ୍ରଶାସନ; ବିଭିନ୍ନ ଅଞ୍ଚଳରୁ କଟାଗଲା ବିପଜ୍ଜନକ ଗଛ

ଅନୁଗୁଳ: ସହରବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନୁଗୁଳ ପୌର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘ ଦିନ ଧରି ରହିଥିବା ବିପଦପୂର୍ଣ୍ଣ ଶୁଖିଲା ଗଛଗୁଡ଼ିକୁ ମଙ୍ଗଳବାର କାଟି ସଫା କରାଯାଇଛି। ସୂଚନା ଅନୁସାରେ,…

Continue Readingକାଳବୈଶାଖୀ ପରେ ତତ୍ପର ପୌର ପ୍ରଶାସନ; ବିଭିନ୍ନ ଅଞ୍ଚଳରୁ କଟାଗଲା ବିପଜ୍ଜନକ ଗଛ

ଅନୁଗୁଳରେ ଉତ୍ସାହର ସହ ପାଳିତ ହେଲା ବରା ଦିବସ

ଅନୁଗୁଳ: ଏପ୍ରିଲ ୭ ବରା ଦିବସ ଅବସରରେ ଅନୁଗୁଳରେ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା।ସ୍ବେଚ୍ଛାସେବୀ ମନୋରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଅମଲାପଡ଼ାରେ ଏଥିନେଇ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା। ଅନେକ ଆଇନଜୀବି, ଗଣମାଧ୍ୟମର ପ୍ରତିନିଧି ଓ ବରିଷ୍ଠ ନାଗରିକ ଏହି ସମାବେଶରେ ଯୋଗ ଦେଇଥିଲେ। ନିମନ୍ତ୍ରିତ…

Continue Readingଅନୁଗୁଳରେ ଉତ୍ସାହର ସହ ପାଳିତ ହେଲା ବରା ଦିବସ

କଣିହାଁରେ ଜନ ଶୁଣାଣି ଶିବିର: ୫ ଜଣଙ୍କୁ ପ୍ରଦାନ କରାଗଲା ୫୭ ହଜାରରୁ ଊର୍ଦ୍ଧ୍ଵ ଟଙ୍କାର ଚିକିତ୍ସା ସହାୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କଣିହାଁ ସ୍ଥିତ ପବିତ୍ର ମୋହନ ସଭାଗୃହଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପଦାଧିକାରୀ ଯୋଗ…

Continue Readingକଣିହାଁରେ ଜନ ଶୁଣାଣି ଶିବିର: ୫ ଜଣଙ୍କୁ ପ୍ରଦାନ କରାଗଲା ୫୭ ହଜାରରୁ ଊର୍ଦ୍ଧ୍ଵ ଟଙ୍କାର ଚିକିତ୍ସା ସହାୟତା

ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କୁ ନ୍ୟାୟ ଦାବି: ଅନୁଗୁଳ ଏସପି ଅଫିସ୍ ଘେରାଉ କଲା ବିଜେଡି

ଅନୁଗୁଳ: ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଏବଂ ପ୍ରାଶାସନିକ ଅବହେଳାକୁ ନେଇ ଅନୁଗୁଳ ଜିଲ୍ଲାରେ ଏବେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି। ଗତ କିଛି ଦିନ ତଳେ ଅନୁଗୁଳ ଜିଲ୍ଲା ମହିଳା ପୋଲିସ ଥାନାରେ ହାବିଲଦାର ଭାବେ…

Continue Readingହାବିଲଦାର ସୁମିତ୍ରା ବିଶ୍ୱାଳଙ୍କୁ ନ୍ୟାୟ ଦାବି: ଅନୁଗୁଳ ଏସପି ଅଫିସ୍ ଘେରାଉ କଲା ବିଜେଡି