ରାଣୀଗୋଡ଼ାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗ୍ରାମେଶ୍ୱରୀ ବଗାଧରଙ୍କ ବାର୍ଷିକ ପୂଜା ଆୟୋଜିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସ୍ଥାନୀୟ ରାଣୀଗୋଡା ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମେଶ୍ୱରୀ ମା' ବଗାଧରଙ୍କ ବାର୍ଷିକ ପୂଜା ଉତ୍ସବ ପାଳିତ ହୋଇଛି। ଆଜି ପୂର୍ବାହ୍ନରେ ସାମନ୍ତସାହିରେ ଥିବା ମା' ଙ୍କ ଦିଅଁ ଘରୁ ଗ୍ରାମେଶ୍ୱରୀ…

Continue Readingରାଣୀଗୋଡ଼ାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗ୍ରାମେଶ୍ୱରୀ ବଗାଧରଙ୍କ ବାର୍ଷିକ ପୂଜା ଆୟୋଜିତ

ଅନୁଗୁଳ ଲକ୍ଷ୍ମୀପୂଜା ପାଇଁ ‘ଶକ୍ତିବାହିନୀ’ ଶୁଭାରମ୍ଭ କଲେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇ.ଜି

ଅନୁଗୁଳ: ଆଜି ଠାରୁ ଆରମ୍ଭ ହେଉଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ଏନେଇ ଅନୁଗୁଳ ସହର ଚଳଚଞ୍ଚଳ ହୋଇ ଉଠିଲାଣି। ପୂଜାର ଗହଳି ମଧ୍ୟରେ ଅସାମାଜିକ ତତ୍ତ୍ୱ ମାନେ ଅଧିକ ସକ୍ରିୟ ହେଉଥିବା ବେଳେ ଜିଲା ପୋଲିସ ପକ୍ଷରୁ ଏସବୁକୁ ଦମନ…

Continue Readingଅନୁଗୁଳ ଲକ୍ଷ୍ମୀପୂଜା ପାଇଁ ‘ଶକ୍ତିବାହିନୀ’ ଶୁଭାରମ୍ଭ କଲେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇ.ଜି

ଲକ୍ଷ୍ମୀ ପୂଜା ପାଇଁ ଯାନବାହନ ଚଳାଚଳ ଉପରେ କଟକଣା

ଅନୁଗୁଳ: ଚଳିତ ଲକ୍ଷ୍ମୀ ପୂଜା ପାଇଁ ଯାନବାହନ ଚଳାଚଳ ଉପରେ ଅନୁଗୁଳ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଅକ୍ଟୋବର ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ ଟା ଠାରୁ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର…

Continue Readingଲକ୍ଷ୍ମୀ ପୂଜା ପାଇଁ ଯାନବାହନ ଚଳାଚଳ ଉପରେ କଟକଣା

ଜାତୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ

ଅନୁଗୁଳ: ଅନୁଗୁଳ ବନରାଜିକ ମହାବିଦ୍ୟାଳୟ ପରିସରରେ ୭୧ ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଆରମ୍ଭ ହେଇଛି।ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ପ୍ରଦୀପ ଜାଳି ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଅନୁଗୁଳ,ଢେ଼ଙ୍କାନାଳ,ଦେବଗଡ଼ ଜିଲ୍ଲାରେ ବନ୍ୟପ୍ରାଣୀଙ୍କ…

Continue Readingଜାତୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ

ତାଳଚେରରେ ରାସ୍ତା ନିର୍ମାଣ ଦାବିରେ ଦ୍ୱିତୀୟ ଦିନରେ ଅର୍ଥନୈତିକ ଅବରୋଧ

ତାଳଚେର: ୧୪୯ ନମ୍ବର ଜାତୀୟ ରାଜପଥର ଗୋଡ଼ିବନ୍ଧଠାରୁ ବଅଁରପାଳ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ ଓ ଗୋଡ଼ିବନ୍ଧଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି ଦାବିରେ ତାଳଚେରରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଦ୍ୱିତୀୟ ଦିନରେ ଜାରି ରହିଛି। ପୁର୍ବତନ ସାଂସଦ ମହେଶ…

Continue Readingତାଳଚେରରେ ରାସ୍ତା ନିର୍ମାଣ ଦାବିରେ ଦ୍ୱିତୀୟ ଦିନରେ ଅର୍ଥନୈତିକ ଅବରୋଧ

ଅନୁଗୁଳ ଜିଲ୍ଲା କଂଗ୍ରେସର ନୂଆ ସଭାପତି ସୁନୀଲ ପ୍ରଧାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ନବନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ରବବାର ଏକ ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା କରାଯାଇଛି। ଶୈଳଶ୍ରୀକ୍ଷେତ୍ର ଓ ମା' ବୁଢୀଠାକୁରାଣୀଙ୍କ ମନ୍ଦିରରୁ ଆରମ୍ଭ ହୋଇ ଗାନ୍ଧୀ ପାର୍କ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସର ନୂଆ ସଭାପତି ସୁନୀଲ ପ୍ରଧାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ବାଗଡ଼ିଆରେ ଖଣ୍ଡାଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ୬ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବାଗଡ଼ିଆ ଗାଁରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାନେ ହେଲେ ବାଗଡ଼ିଆ ଗ୍ରାମର ରାଜା ବେହେରା, ପ୍ରତୀକ ବେହେରା, ରାହୁଲ ବେହେରା, ରାମଚନ୍ଦ୍ର ବେହେରା,…

Continue Readingବାଗଡ଼ିଆରେ ଖଣ୍ଡାଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ୬ ଜଣ ଗିରଫ

ଜିଲ୍ଲା କ୍ରିକେଟର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ: ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋର ଓ ଯୁବ କ୍ରିକେଟ ଖେଳାଳୀ ମାନେ ଚମତ୍କାର ଖେଳୁଛନ୍ତି। ରାଜ୍ୟ କ୍ରିକେଟର ବିଭିନ୍ନ ଫର୍ମାଟ ସେମାନେ ଅଂଶଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣୁଛନ୍ତି। ଅନୁଗୁଳ କ୍ରିକେଟ ଆସୋସିଏସନ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା…

Continue Readingଜିଲ୍ଲା କ୍ରିକେଟର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ: ବିଧାୟକ

ରାସ୍ତା ନିର୍ମାଣ ଓ ମରାମତି ଦାବିରେ ଅର୍ଥନୈତିକ ଅବରୋଧ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥର ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ଚାରିଥାକିଆ ରାସ୍ତା ନିର୍ମାଣ ଓ ଗୋଡ଼ିବନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି କିମ୍ବା ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ଦାବିରେ…

Continue Readingରାସ୍ତା ନିର୍ମାଣ ଓ ମରାମତି ଦାବିରେ ଅର୍ଥନୈତିକ ଅବରୋଧ

ଠିକାଦାରଙ୍କ କବ୍ଜାରେ ଜନ ସ୍ଵାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ, ୨ ବର୍ଷ ହେଲାଣି ମାଡ଼ିବସିଛନ୍ତି ସରକାରୀ ଘର

ଅନୁଗୁଳ: ଠିକାଦାରଙ୍କ କବ୍ଜାରେ ଜନ ସ୍ଵାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ। ୨ ବର୍ଷ ହେଲାଣି ସରକାରୀ ଘର ଖାଲି କରୁନାହାନ୍ତି ଠିକା କର୍ମଚାରୀ। ଅନୁଗୁଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନୁଗୁଳ ସହରର ଜନ ସ୍ଵାସ୍ଥ୍ୟ ବିଭାଗ(ପିଏଚଡି)ର କ୍ୱାର୍ଟର୍ସକୁ ବର୍ଷ ବର୍ଷ ଧରି…

Continue Readingଠିକାଦାରଙ୍କ କବ୍ଜାରେ ଜନ ସ୍ଵାସ୍ଥ୍ୟ ବିଭାଗର କ୍ୱାର୍ଟର୍ସ, ୨ ବର୍ଷ ହେଲାଣି ମାଡ଼ିବସିଛନ୍ତି ସରକାରୀ ଘର