ATMରୁ ଚୋରି ଉଦ୍ୟମ ବେଳେ ଜଣେ ଅଟକ, ୨ ଫେରାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ହାଟପଡ଼ାରେ ଥିବା ଏସବିଆଇ ଏଟିଏମରୁ ଚୋରି ଉଦ୍ୟମ ବେଳେ ପୁଲିସ ଚଢ଼ାଉ କରି ଜଣେ ଯୁବକଙ୍କୁ ଅଟକ ରଖିଛି, ଯାହାଫଳରେ ଅନ୍ୟ ଦୁଇ ଯୁବକ ଫେରାର ହୋଇଯାଇଛନ୍ତି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା…

Continue ReadingATMରୁ ଚୋରି ଉଦ୍ୟମ ବେଳେ ଜଣେ ଅଟକ, ୨ ଫେରାର

ପଞ୍ଚମୁଖୀ ମାର୍କେଟ ଦୁଇ ଦୋକାନୀଙ୍କୁ ନୋଟିସ:ଲାଇସେନ୍ସ ବାତିଲ ଚେତାବନୀ

ଅନୁଗୁଳ: ଅନୁଗୁଳ ସହର ଭିତରେ ପୌରପାଳିକାର ଶହ ଶହ ଦୋକାନ ଘର ରହିଛି। ତେବେ ଦୋକାନ ନେଲା ପରେ ଅନେକ ଦୋକାନୀ ଦୋକାନ ଘରର ମୂଳ ଢାଞ୍ଚାକୁ ବଦଳାଇ କିଏ ଆଗକୁ ବଢ଼ାଇଛି ତ କିଏ ପଛକୁ ବଢ଼ାଇଛି। କେହି କେହି…

Continue Readingପଞ୍ଚମୁଖୀ ମାର୍କେଟ ଦୁଇ ଦୋକାନୀଙ୍କୁ ନୋଟିସ:ଲାଇସେନ୍ସ ବାତିଲ ଚେତାବନୀ

ପଞ୍ଚତତ୍ତ୍ଵ ପାର୍କରେ ପ୍ରେମୀ ଯୁଗଳଙ୍କ ଭିଡିଓ,ଥାନାରେ ମାମଲା: ଭାଇରାଲକାରିକୁ ଖୋଜିବ ପୋଲିସ

ଅନୁଗୁଳ: ଗତ ୧ ତାରିଖରେ ଅନୁଗୁଳ ପଞ୍ଚତତ୍ଵ ପାର୍କରେ ଘଟିଥିବା ଏକ ଭାଇରାଲ ଭିଡିଓ ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ମିଳିଥିବା ସୂଚନା ମୁତାବକ ପାର୍କରେ କୌଣସି ପ୍ରେମିଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କେହି ଗୁପ୍ତରେ ସୁଟିଂ କରି ସାମାଜିକ…

Continue Readingପଞ୍ଚତତ୍ତ୍ଵ ପାର୍କରେ ପ୍ରେମୀ ଯୁଗଳଙ୍କ ଭିଡିଓ,ଥାନାରେ ମାମଲା: ଭାଇରାଲକାରିକୁ ଖୋଜିବ ପୋଲିସ

ଅନୁଗୁଳରେ ୪୦ତମ ‘କଳାକାର’ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳର ପ୍ରମୁଖ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ସ୍ଥାନୀୟ ବାସନ୍ତୀଦୁର୍ଗା ମଣ୍ଡପଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ବର୍ଷର ଆୟବ୍ୟୟ ହିସାବ,…

Continue Readingଅନୁଗୁଳରେ ୪୦ତମ ‘କଳାକାର’ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାରେ ୧୫ରୁ ଶୀତ ଆରମ୍ଭ, ଥଣ୍ଡା ଓ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ, କିନ୍ତୁ ୧୩…

Continue Readingଓଡ଼ିଶାରେ ୧୫ରୁ ଶୀତ ଆରମ୍ଭ, ଥଣ୍ଡା ଓ କୁହୁଡ଼ି ସମ୍ଭାବନା

ଅନୁଗୁଳରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଏହି ସମାରୋହକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ଡ଼ା ପ୍ରଧାନ ନିଜ ଅଭିଭାଷଣରେ ସମଗ୍ର…

Continue Readingଅନୁଗୁଳରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ

ଗାଡ଼ି ଚାଲାଣ ଫାଇନ୍ ଅଧା: ୫୦% କୋହଳ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଚାଲାଣ ଜରିମାନାରେ ୫୦ ପ୍ରତିଶତ କୋହଳ ଘୋଷଣା କରି ଗାଡ଼ି ଚାଳକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଚାଲାଣ କଟିଥିବା ବ୍ୟକ୍ତିମାନେ ଜରିମାନାର ଅଧା ଅର୍ଥାତ୍ ୫୦% ପରିମାଣ ଦେଇ…

Continue Readingଗାଡ଼ି ଚାଲାଣ ଫାଇନ୍ ଅଧା: ୫୦% କୋହଳ ଘୋଷଣା କଲେ ରାଜ୍ୟ ସରକାର

ଭାଇରାଲ ହେଉଛି ଅନୁଗୁଳରେ ବାଘ ବୁଲୁଥିବା ଫଟୋ, ମିଛ ଓ ଫେକ୍ ହୋଇଥିବା ସୂଚନା ଦେଲା ବନ ବିଭାଗ

ଅନୁଗୁଳ: ଭାଇରାଲ ହେଉଛି ଅନୁଗୁଳରେ ବାଘ ବୁଲୁଥିବା ଫଟୋ। କେତେବେଳେ ନିଶା ଛକରେ ତ ଆଉ କେତେବେଳେ ଡେରଜାଙ୍ଗ ଡ୍ୟାମ ଉପରେ ବାଘ ବସିଥିବା ଫଟୋ ଭାଇରାଲ ହେଉଛି। ଫୋନରୁ ଫୋନକୁ ବୁଲୁଛି ମହାବଳ ଫଟୋ। ଏସବୁ ଫଟୋକୁ ଦେଖି ଲୋକ…

Continue Readingଭାଇରାଲ ହେଉଛି ଅନୁଗୁଳରେ ବାଘ ବୁଲୁଥିବା ଫଟୋ, ମିଛ ଓ ଫେକ୍ ହୋଇଥିବା ସୂଚନା ଦେଲା ବନ ବିଭାଗ

ବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନ ବିଭାଗ ଗୁରୁବାର ମଧ୍ୟାହ୍ନରେ ଚୋରା ଶାଳ କାଠ ବୋଝେଇ ଏକ ଟାଟା ଏସି ଗାଡ଼ି (OR 29A 0747) ଜବତ କରିଛି। ଅନୁଗୋଳ ବ୍ଲକର ଇଙ୍କରବନ୍ଧ ଗାଁ ନିକଟସ୍ଥ ବଉଳି ନାଳ ବ୍ରିଜ ପାଖରେ…

Continue Readingବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

ତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନ ଭରତପୁରରେ ଦିବାଲୋକରେ ଦୁଇ ଦୁର୍ବୃତ୍ତ ଏକ ବାଇକର ଡିକି ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଘଟଣା…

Continue Readingତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ