ଅନୁଗୁଳରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଏହି ସମାରୋହକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ଡ଼ା ପ୍ରଧାନ ନିଜ ଅଭିଭାଷଣରେ ସମଗ୍ର…

Continue Readingଅନୁଗୁଳରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ

ଗାଡ଼ି ଚାଲାଣ ଫାଇନ୍ ଅଧା: ୫୦% କୋହଳ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଚାଲାଣ ଜରିମାନାରେ ୫୦ ପ୍ରତିଶତ କୋହଳ ଘୋଷଣା କରି ଗାଡ଼ି ଚାଳକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଚାଲାଣ କଟିଥିବା ବ୍ୟକ୍ତିମାନେ ଜରିମାନାର ଅଧା ଅର୍ଥାତ୍ ୫୦% ପରିମାଣ ଦେଇ…

Continue Readingଗାଡ଼ି ଚାଲାଣ ଫାଇନ୍ ଅଧା: ୫୦% କୋହଳ ଘୋଷଣା କଲେ ରାଜ୍ୟ ସରକାର

ଭାଇରାଲ ହେଉଛି ଅନୁଗୁଳରେ ବାଘ ବୁଲୁଥିବା ଫଟୋ, ମିଛ ଓ ଫେକ୍ ହୋଇଥିବା ସୂଚନା ଦେଲା ବନ ବିଭାଗ

ଅନୁଗୁଳ: ଭାଇରାଲ ହେଉଛି ଅନୁଗୁଳରେ ବାଘ ବୁଲୁଥିବା ଫଟୋ। କେତେବେଳେ ନିଶା ଛକରେ ତ ଆଉ କେତେବେଳେ ଡେରଜାଙ୍ଗ ଡ୍ୟାମ ଉପରେ ବାଘ ବସିଥିବା ଫଟୋ ଭାଇରାଲ ହେଉଛି। ଫୋନରୁ ଫୋନକୁ ବୁଲୁଛି ମହାବଳ ଫଟୋ। ଏସବୁ ଫଟୋକୁ ଦେଖି ଲୋକ…

Continue Readingଭାଇରାଲ ହେଉଛି ଅନୁଗୁଳରେ ବାଘ ବୁଲୁଥିବା ଫଟୋ, ମିଛ ଓ ଫେକ୍ ହୋଇଥିବା ସୂଚନା ଦେଲା ବନ ବିଭାଗ

ବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନ ବିଭାଗ ଗୁରୁବାର ମଧ୍ୟାହ୍ନରେ ଚୋରା ଶାଳ କାଠ ବୋଝେଇ ଏକ ଟାଟା ଏସି ଗାଡ଼ି (OR 29A 0747) ଜବତ କରିଛି। ଅନୁଗୋଳ ବ୍ଲକର ଇଙ୍କରବନ୍ଧ ଗାଁ ନିକଟସ୍ଥ ବଉଳି ନାଳ ବ୍ରିଜ ପାଖରେ…

Continue Readingବନ୍ତଳାରେ ଶାଳ କାଠ ସହ ଟାଟା ଏସି ଗାଡ଼ି ଜବତ

ତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅଧୀନ ଭରତପୁରରେ ଦିବାଲୋକରେ ଦୁଇ ଦୁର୍ବୃତ୍ତ ଏକ ବାଇକର ଡିକି ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଘଟଣା…

Continue Readingତାଳଚେରରେ ବାଇକ ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ

ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀରେ ଛାତ୍ର-ଯୁବ ସଂଗଠନର ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅନୁଗୁଳର ଗୋପବନ୍ଧୁ ପାର୍କଠାରେ ଛାତ୍ର ସଂଗଠନ (ଡି.ଏସ୍.ଓ.) ଓ ଯୁବ ସଂଗଠନ (ଡି.ୱାଇ.ଓ.) ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଡି.ୱାଇ.ଓ. ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଆରମ୍ଭ…

Continue Readingଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀରେ ଛାତ୍ର-ଯୁବ ସଂଗଠନର ଶ୍ରଦ୍ଧାଞ୍ଜଳି

ଆଠମଲ୍ଲିକରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ପୁରୁଣାମାନ୍ତ୍ରୀ ପଞ୍ଚାୟତର ମାଳିପଦର ଗ୍ରାମର ରଞ୍ଜନ ଖମାରୀ (୪୨) ବୁଧବାର ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ଚାଷ ଜମିରେ ଘାସ ବାଛୁଥିବା ବେଳେ ଘଡ଼ଘଡ଼ି ସହ ବର୍ଷା ହେବାରୁ ବଜ୍ରାଘାତର ଶିକାର ହୋଇଥିଲେ। ଗ୍ରାମବାସୀ…

Continue Readingଆଠମଲ୍ଲିକରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ପୀତବାସ ପଣ୍ଡାଙ୍କୁ ହତ୍ୟା: ଅନୁଗୁଳରେ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ ଓ ରାସ୍ତା ଅବରୋଧ

ଅନୁଗୁଳ: ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ପ୍ରତିବାଦରେ ଅନୁଗୁଳ ବାର ଆସୋସିଏଶନ କଲମ ଛାଡ଼ ଆନ୍ଦୋଳନ, ଶୋକସଭା ଓ କୋର୍ଟ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରିଛି। ଓଡ଼ିଶା ରାଜ୍ୟ ବାର କାଉନସିଲର…

Continue Readingପୀତବାସ ପଣ୍ଡାଙ୍କୁ ହତ୍ୟା: ଅନୁଗୁଳରେ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ ଓ ରାସ୍ତା ଅବରୋଧ

ରେଙ୍ଗାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଳି ପ୍ରକଳ୍ପ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏମସିଏଲର ସାମାଜିକ ଦାୟିତ୍ଵ ପାଣ୍ଠିରୁ ୪୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ…

Continue Readingରେଙ୍ଗାଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ସାତକୋଶିଆରେ ମହାବଳ ପାଇଁ ପ୍ରସ୍ତୁତି ଶେଷ, ଛଡ଼ା ହେବେ ୧୨ ବାଘ

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପୁଣି ମହାବଳର ଗର୍ଜନ ଶୁଣିବାକୁ ମିଳିବ। ବାଘ ପାଇଁ ଜଙ୍ଗଲ ପ୍ରସ୍ତୁତ ହୋଇସାରିଛି ଏବଂ ସରକାରଙ୍କ ଅନୁମତି ମିଳିଲେ ବାହାର ରାଜ୍ୟରୁ ୧୨ଟି ବାଘ ଆଣି ଏଠାରେ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି। ବର୍ତ୍ତମାନ…

Continue Readingସାତକୋଶିଆରେ ମହାବଳ ପାଇଁ ପ୍ରସ୍ତୁତି ଶେଷ, ଛଡ଼ା ହେବେ ୧୨ ବାଘ