ଆଜି ଠାରୁ ଆରମ୍ଭ ହେଉଛି ମା’ ରାମଚଣ୍ଡୀ ପ୍ରସିଦ୍ଧ ଯାତ୍ରା: ମା’ଙ୍କୁ ପୂଜି ଅପୁତ୍ରିକ ହୁଅନ୍ତି ସନ୍ତାନ ପ୍ରାପ୍ତି
ଅନୁଗୁଳ: ଆଜି ଠାରୁ ଆରମ୍ଭ ହେଉଛି କୋଶଳାର ପ୍ରସିଦ୍ଧ ରାମଚଣ୍ଡୀ ଯାତ୍ରା। ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅଧୀନରେ ରହିଛି ମା ରାମଚଣ୍ଡୀଙ୍କ ମନ୍ଦିର। କାହିଁ କେତେକାଳରୁ ମା ଏଠାରେ ପୂଜା ପାଇ ଆସୁଛନ୍ତି। କୋଶଳା ରାମଚଣ୍ଡୀ ମନ୍ଦିର ଅନୁଗୁଳ ଜିଲ୍ଲାରେ…
