ହାଣ୍ଡିଶାଳକୁ ମାହାଙ୍ଗା ମାଡ଼, ଅଚାନକ ବଢ଼ିଲା ଟମାଟୋ ଦର

ଅନୁଗୁଳ: ଧନୀଠାରୁ ଗରିବ ସମସ୍ତଙ୍କ ଘରେ ଆଳୁ ଯେମିତି ଏକ ନିତିଦିନିଆ ପରିବା। ସେହିପରି ଟମାଟୋ ମଧ୍ୟ ପ୍ରତିଟି ପରିବାରର ହାଣ୍ଡିଶାଳରେ ନିୟମିତ ଆବଶ୍ୟକ ହୋଇଥାଏ। ଶ୍ରାବଣ ମାସ ଚାଲୁଥିବା କାରଣରୁ ପରିବା ବଜାରର ଦର ଉଚ୍ଚା ରହିଥିବା ବେଳେ ଦୁଇଦିନ…

Continue Readingହାଣ୍ଡିଶାଳକୁ ମାହାଙ୍ଗା ମାଡ଼, ଅଚାନକ ବଢ଼ିଲା ଟମାଟୋ ଦର

ଶିକ୍ଷକ ନାହାନ୍ତି, ହୋଇପାରୁନି ପାଠପଢ଼ା; ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଅନୁଗୁଳ: ଶିକ୍ଷକ ନାହାନ୍ତି, ହୋଇପାରୁନି ପାଠପଢ଼ା। ଅଭିଯୋଗ କଲେ ଶୁଣୁ ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଅନୁଗୁଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା…

Continue Readingଶିକ୍ଷକ ନାହାନ୍ତି, ହୋଇପାରୁନି ପାଠପଢ଼ା; ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ବୌଦ୍ଧରୁ ତାଳଚେର ଯାଏଁ ଲମ୍ବିଛି ନିଶା ବେପାର: ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ ଆଠମଲ୍ଲିକ ଅଂଚଳର ବୁଦ୍ଧୁ ବେହେରା (୨୩) ଓ ବୌଦ୍ଧ ଅଞ୍ଚଳର…

Continue Readingବୌଦ୍ଧରୁ ତାଳଚେର ଯାଏଁ ଲମ୍ବିଛି ନିଶା ବେପାର: ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଶ୍ରୀମନ୍ଦିରରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା: ଆଇନମନ୍ତ୍ରୀ

ପୁରୀ: ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଶ୍ରୀମନ୍ଦିରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା। ବାରମ୍ବାର ହିଡେନ୍‍ କ୍ୟାମେରା…

Continue Readingଶ୍ରୀମନ୍ଦିରରେ ଆହୁରି କଡାକଡି ହେବ ଚେକିଂ ବ୍ୟବସ୍ଥା: ଆଇନମନ୍ତ୍ରୀ

ବ୍ୟାଙ୍କରେ ମିଳୁନି ସଠିକ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମୁନାଳି ନିକଟରେ ଥିବା ଏକ ବ୍ଯାଙ୍କରେ ଗ୍ରାହକଙ୍କୁ ସଠିକ ସେବା ଯୋଗାଇ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସୋମବାର ଦିନ ମଧପୁର ଅଞ୍ଚଳର ଯୁବ ଗୋଷ୍ଠୀ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

Continue Readingବ୍ୟାଙ୍କରେ ମିଳୁନି ସଠିକ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଞ୍ଚଳବାସୀ

ଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର…

Continue Readingଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଦେଉଳଝରୀ ଶୈବପୀଠରେ ୫ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଜଳଲାଗି କଲେ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀ ଠାରେ ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ୫ ହଜାରରୁ ଉର୍ଦ୍ଧ୍ୱ ବୋଲବମ କାଉଡିଆ ଜଳଲାଗି କରିଛନ୍ତି।  କାଉଡିଆ ମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି…

Continue Readingଦେଉଳଝରୀ ଶୈବପୀଠରେ ୫ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଜଳଲାଗି କଲେ

ନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

ଅନୁଗୁଳ: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ। ପାଣି ଅଭାବରୁ ଚାଷୀ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର, ପୋକତୁଙ୍ଗା, ଶଙ୍ଖପୁର,ଧୋକୁଟା ଆଦି ୪ଟି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ବଉଳି ମାଇନର…

Continue Readingନାଳରେ ନାହିଁ ପାଣି: ଅଭାବୀ ବର୍ଷା ପାଇଁ ଉଜୁଡ଼ିବାକୁ ବସିଲାଣି ଚାଷ

ଅବହେଳିତ ଶିଶୁଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ

ଅନୁଗୁଳ: ଆଇନସେବା ପ୍ରାଧୀକରଣ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲା ସାଥୀ ୟୁନିଟ୍ ତରଫରୁ ଶନିବାର ପାଳଲହଡ଼ା ତାଲୁକ୍ ଆଇନ୍ ସେବା କାର୍ଯ୍ୟାଳୟରେ ଅବହେଳିତ ଶିଶୁମାନଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ ହୋଇଛି। କାର୍ଯ୍ୟକ୍ରମରେ ଜଣେ ଶିଶୁର ଆଧାର…

Continue Readingଅବହେଳିତ ଶିଶୁଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

ଅନୁଗୁଳ: ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୮୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୬୬ଟି ବ୍ୟକ୍ତିଗତ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ