ଅମାନିଆ କର୍ମଚାରୀଙ୍କୁ ଛାଟ: ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଦରମା ବନ୍ଦ

ଅନୁଗୁଳ: ଅମାନିଆ କର୍ମଚାରୀଙ୍କୁ ସାବାଡ କରିବା ପାଇଁ ପୁଣି ଥରେ ଆକ୍ସନ ମୋଡକୁ ଓହ୍ଲାଇଛନ୍ତି ପୌର ନିର୍ବାହୀ ଅଧିକାରୀ। ବାରମ୍ବାର ସମୟାନୁବର୍ତ୍ତୀ ହେବାକୁ କୁହାଗଲା ମଧ୍ୟ କିଛି କର୍ମଚାରୀ ଏହାକୁ ଅଣଦେଖା କରୁଚନ୍ତି। ଆଜି ସକାଳ ୬ ଟା ସୁଦ୍ଧା କୌଣସି…

Continue Readingଅମାନିଆ କର୍ମଚାରୀଙ୍କୁ ଛାଟ: ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଦରମା ବନ୍ଦ

୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥର ସର୍ଭିସ ରାସ୍ତା କାମ ଆଜି ଯାଏଁ ସରୁନି। ରାସ୍ତା କୁ ଠିକା ସଂସ୍ଥା ଖୋଳି ଦେଇଥିବାରୁ ସ୍ଥାନୀୟ ଲୋକେ ଗମନାଗମନ ପାଇଁ ଭାରି ହଇରାଣ ହେଉଛନ୍ତି। ରାସ୍ତା ମରାମତି…

Continue Reading୭ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ! ଲୋକ ହନ୍ତସନ୍ତ, ଆନ୍ଦୋଳନ ପାଇଁ ଚେତାବନୀ

ତାଳଚେରରୁ ଅପହୃତ ନାବାଳକ ଢେଙ୍କାନାଳରୁ ଉଦ୍ଧାର, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ମହାଦେବ ବିହାର ଅଞ୍ଚଳରୁ ଅପହୃତ ନାବାଳକ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ, ମହାଦେବ ବିହାର ଅଞ୍ଚଳର ୭ବର୍ଷର ନାବାଳକକୁ ବଳପୂର୍ବକ ଅପହରଣ କରାଯାଇଥିବା…

Continue Readingତାଳଚେରରୁ ଅପହୃତ ନାବାଳକ ଢେଙ୍କାନାଳରୁ ଉଦ୍ଧାର, ୨ ଗିରଫ

ସ୍ନିଫର ଡଗ୍ ‘ଇମିଲି’ ଅସୁସ୍ଥ, ନେଇଥିଲା ସାତକୋଶିଆ ସୁରକ୍ଷା ଦାୟିତ୍ୱ

ଅନୁଗୁଳ: ସ୍ନିଫର ଡଗ୍ 'ଇମିଲି' ଅସୁସ୍ଥ। ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ନିୟମିତ ଭାବେ ପାଟ୍ରୋଲିଂ କରିବା ପାଇଁ ସାତକୋଶିଆକୁ ଆସିଥିବା ସ୍ନିଫର ଡଗ “ଇମିଲି” ମେରୁଦଣ୍ଡଜନିତ ରୋଗରେ ପୀଡ଼ିତ। ଅଭୟାରଣ୍ୟ ମଧ୍ୟରେ ସନ୍ଦେହ ଜନକ ଗତିବିଧି ଉପରେ…

Continue Readingସ୍ନିଫର ଡଗ୍ ‘ଇମିଲି’ ଅସୁସ୍ଥ, ନେଇଥିଲା ସାତକୋଶିଆ ସୁରକ୍ଷା ଦାୟିତ୍ୱ

ହ୍ୟାକ ହେଉଛି ଟେଲିଗ୍ରାମ ଆକାଉଣ୍ଟ

ଅନୁଗୁଳ: ବର୍ତ୍ତମାନ ଯୁଗରେ ସାମାଜିକ ଗଣମାଧ୍ୟମ ସମସ୍ତଙ୍କ ଭିତରେ ଯୋଗାଯୋଗର ମୂଳସୁତ୍ର ପାଲଟିଛି। ଏପରିକି ଘଣ୍ଟାଏ ହେଲେ କେହି  ବିନା ସାମାଜିକ ଗଣମାଧ୍ୟମରେ ରହିବା ଅସମ୍ଭବ ହୋଇ ପଡିଛି। ଫେସବୁକ, ହ୍ଵାଟ୍ସଆପ, ଟେଲିଗ୍ରାମ ଭଳି ଅନେକ ସାମାଜିକ ଗଣମାଧ୍ୟମ  ପ୍ଲାଟଫର୍ମରେ ବର୍ତ୍ତମାନ…

Continue Readingହ୍ୟାକ ହେଉଛି ଟେଲିଗ୍ରାମ ଆକାଉଣ୍ଟ

ଅନୁଗୁଳରେ ବାଣିଜ୍ୟ ଓ ଶିଳ୍ପର ବିକାଶ ପାଇଁ ଏଡିସିସିଆଇ ପ୍ରତିଶ୍ରୁତିବଦ୍ଧ

ଅନୁଗୁଳ: ଅନୁଗୁଳ ଭଳି ଏକ  ବିକାଶଶୀଳ ଜିଲ୍ଲାରେ ବାଣିଜ୍ୟ ଓ ଶିଳ୍ପର ବିକାଶ ପାଇଁ ଏଡିସିସିଆଇ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ନିକଟରେ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକଙ୍କ ନେତୃତ୍ୱରେ  ଦିଲ୍ଲୀ ଗସ୍ତ କରି ବିଭିନ୍ନ…

Continue Readingଅନୁଗୁଳରେ ବାଣିଜ୍ୟ ଓ ଶିଳ୍ପର ବିକାଶ ପାଇଁ ଏଡିସିସିଆଇ ପ୍ରତିଶ୍ରୁତିବଦ୍ଧ

ଚିନ୍ତା ବଢ଼ାଉଛି କ୍ଲିନିକର ବେଆଇନ ପାର୍କିଂ, ଯାତାୟାତ କରିପାରୁନାହାନ୍ତି ବାଟୋଇ

ଅନୁଗୁଳ: ରାସ୍ତାକୁ ସଂକୁଚିତ କରୁଛି ବେଆଇନ ପାର୍କିଂ। କ୍ଲିନିକ ପାଇଁ ରାସ୍ତାରେ ହେଉଛି ପାର୍କିଂ। ଯାତାୟାତ କରିପାରୁନାହାନ୍ତି ବାଟୋଇ। ଅନୁଗୁଳ ସହର ମଧ୍ୟସ୍ଥ ପୁରୁଣା ବସଷ୍ଟାଣ୍ଡରେ ଥିବା କ୍ଲିନିକ ବଢ଼ାଇଛି ଚିନ୍ତା। ସୂଚନା ମୁତାବକ, ଅନୁଗୁଳ ପୁରୁଣା ବସଷ୍ଟାଣ୍ଡରେ ଏକାଧିକ କ୍ଲିନିକ…

Continue Readingଚିନ୍ତା ବଢ଼ାଉଛି କ୍ଲିନିକର ବେଆଇନ ପାର୍କିଂ, ଯାତାୟାତ କରିପାରୁନାହାନ୍ତି ବାଟୋଇ

୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଏବେ ବି ଧରାପଡ଼ିନି ଅଭିଯୁକ୍ତ

ଭୁବନେଶ୍ୱର: ଶନିବାର ପୋଡ଼ିହୋଇଥିଲେ ଆଉ ଶନିବାର ଶେଷ ନିଶ୍ୱାସ ତ୍ୟାଗ କଲେ। ୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଜୁଲାଇ ୧୯…

Continue Reading୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଏବେ ବି ଧରାପଡ଼ିନି ଅଭିଯୁକ୍ତ

ହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

ଅନୁଗୁଳ: ସଡକ ସୁରକ୍ଷା ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ପରିବହନ ଅଧିକାରୀ ଅନୁଗୁଳ ହେମସୁରପଡ଼ାରୁ ଜରାସିଂହା ଦେଇ ଛେଣ୍ଡିପଦା ରାସ୍ତାରେ ସମସ୍ତ ଭାରୀ ଯାନକୁ ବାରଣ କରାଯାଇଛି। ଏହି ରାସ୍ତା ଦେଇ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ…

Continue Readingହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

ଅନୁଗୁଳରେ କାଉ ମଡ଼କ ବାର୍ଡ ଫ୍ଲୁ’ ଆଶଙ୍କା !

ଅନୁଗୁଳ: ଅନୁଗୁଳ ସହର ବିଭିନ୍ନ ଅଞ୍ଚଳ ବିଶେଷକରି ହେମସୁରପଡ଼ା,ନାଖରାସାହି,ସରକାରୀ ମେଡିକାଲ ପରିସରେ ଗତ ତିନି ଦିନ ମଧ୍ୟରେ କାଉ ମାନେ ମରି ପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ତିନି-ଚାରି ଦିନ ଭିତରେ ପ୍ରାୟ ପନ୍ଦରରୁ କୋଡ଼ିଏ କାଉ ମରିଥିବା କୁହା ଯାଉଛି।…

Continue Readingଅନୁଗୁଳରେ କାଉ ମଡ଼କ ବାର୍ଡ ଫ୍ଲୁ’ ଆଶଙ୍କା !