କାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାରଗିଲ ବିଜୟ ଦିବସ ଆୟୋଜିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଉଦୟ କୁମାର ମହାପାତ୍ର ସହିଦ ମାନସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି…

Continue Readingକାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା…

Continue Readingକେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ମଣ୍ଡଳୀ

ଗଡ଼ତରାସରେ କୃତ୍ରିମ ବନ୍ୟା: ଜଳବନ୍ଦୀରେ ୧୦ ପରିବାର, ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ: ଅନୁଗୁଳ ବ୍ଲକ ଗଡ଼ତରାସ ପଞ୍ଚାୟତ ଗଡ଼ତରାସ ପାଟଣାସାହିରେ ବର୍ଷା ଯୋଗୁଁ ୧୦ ପରିବାର ଜଳବନ୍ଦୀ ହୋଇରହିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ସୁମନ୍ତ ମାଝୀଙ୍କ ଘର ଭିତରେ ପାଣି ପଶି ଯାଇଥିବାରୁ ୨ଦିନ ହେବ…

Continue Readingଗଡ଼ତରାସରେ କୃତ୍ରିମ ବନ୍ୟା: ଜଳବନ୍ଦୀରେ ୧୦ ପରିବାର, ଯାତାୟାତ ବାଧାପ୍ରାପ୍ତ

ଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କରଡ଼ାଖମଣ ଜଙ୍ଗଲରୁ ଏକ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ପାଳଲହଡ଼ା ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ଓ ଖମାର ଥାନା ମିଳିତ ଚଢ଼ାଉ କରି କରଡାଖମଣର ବାଞ୍ଜ ଖୋଳ ଜଙ୍ଗଲରୁ…

Continue Readingଗୋରୁ ବୋଝେଇ ଗାଡ଼ି ଜବତ: ୩୨ ଗାଈ ଉଦ୍ଧାର, ୨ ମୃତ

ଶ୍ରମିକ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିଶନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ

ଅନୁଗୁଳ: ଜାତୀୟ ମାନବାଧିକାର କମିଶନ ଶ୍ରମ ଓ ନିୟୋଜନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଚିଠିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ନେଇ ଅଧିକ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଗତ…

Continue Readingଶ୍ରମିକ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିଶନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ

ବାପା-ମା’ ମେଡିକାଲରେ, ଭୋକ ଉପାସରେ ରାସ୍ତାରେ ବୁଲୁଥିବା ଚାରି ଭାଇ-ଭଉଣୀଙ୍କୁ ଉଦ୍ଧାର କଲା ପୋଲିସ

ଅନୁଗୁଳ: ବର୍ଷା ରାତିରେ ଇତଃସ୍ତତଃ ବୁଲୁଥିବା ଚାରି ଭାଇ ଭଉଣୀଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବର୍ଷା ରାତିରେ ଏହି ଭାଇ ଭଉଣୀ ଭୋକ ବିକଳରେ ଚାଲି ଚାଲି ତାଳଚେର ସୌଭାଗ୍ୟନଗର ଅଞ୍ଚଳରୁ କଣିହାଁ ବ୍ଲକ କୁଲେଇ ଗାଁ ଦେଇ ପବିତ୍ରନଗର ଅଞ୍ଚଳକୁ…

Continue Readingବାପା-ମା’ ମେଡିକାଲରେ, ଭୋକ ଉପାସରେ ରାସ୍ତାରେ ବୁଲୁଥିବା ଚାରି ଭାଇ-ଭଉଣୀଙ୍କୁ ଉଦ୍ଧାର କଲା ପୋଲିସ

ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ, ବାହାନା ଦେଖାଇ ଟାଳି ଦେଉଥିବା ଅଭିଯୋଗ

ଅନୁଗୁଳ: ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ। ଅନୁଗୁଳ ବିଡିଓଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଆଇନଜୀବୀ। ସୂଚନା ମୁତାବକ, ଅନୁଗୁଳ ବ୍ଲକ ଇଙ୍କରବନ୍ଧ ପଞ୍ଚାୟତର ଆଇନଜୀବୀ ପଦାରବିନ୍ଦ ଦାସ କେତେକ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା…

Continue Readingସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ, ବାହାନା ଦେଖାଇ ଟାଳି ଦେଉଥିବା ଅଭିଯୋଗ

ସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍

ଭୁବନେଶ୍ବର: ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ୍ ସଟ୍ସ ଏବଂ ଅନ୍ୟାନ୍ୟ ୨୫ଟି ଷ୍ଟ୍ରିମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପୂର୍ବରୁ ଅଶ୍ଲୀଳ ବିଷୟବସ୍ତକୁ ବିରୋଧ କରିଆସୁଥିବା ସରକାର ଆଜି ନିଜର ନୀତିକୁ ଯଥାର୍ଥ…

Continue Readingସରକାରଙ୍କ ବଡ ପଦକ୍ଷେପ: ବ୍ୟାନ କଲେ ୨୫ଟି ଓଟିଟି ଆପ୍

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଲେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନବନିର୍ବାଚିତ ପ୍ରତିନିଧି ମଣ୍ଡଳୀଙ୍କ ସହ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାରରେ ଅନୁଗୁଳ ଜିଲ୍ଲାରେ ସାମଗ୍ରିକ…

Continue Readingକେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଲେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପ୍ରତିନିଧି ମଣ୍ଡଳୀ

ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି, ଗଦାଧର ପାତ୍ର ନେବେ ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ସାତକୋଶିଆର ନୂଆ ଡିଏଫ୍‌ଓ ଭାବରେ ଗଦାଧର ପାତ୍ର ଦାୟିତ୍ବ ନେବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ, ସାତକୋଶିଆ ଡିଏଫ୍‌ଓ ସରୋଜ…

Continue Readingସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି, ଗଦାଧର ପାତ୍ର ନେବେ ଦାୟିତ୍ୱ