ଯୋଗାଣ ନିରୀକ୍ଷକ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଙ୍ଗଳବାର ଅନୁଗୁଳ ଜିଲ୍ଲା କଣିହା ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସୂଚନାଯୋଗ୍ୟ ଯେ, କଣିହାଁ ବ୍ଲକରେ କାର୍ଯ୍ୟରତ ଥିବାବେଳେ…

Continue Readingଯୋଗାଣ ନିରୀକ୍ଷକ ଚାକିରିରୁ ବହିଷ୍କୃତ

କ୍ରୀଡା ସଂସଦ ସାଧାରଣ ପରିଷଦର ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ  ଜିଲ୍ଲା କ୍ରୀଡା ସଂସଦର ସାଧାରଣ ପରିଷଦର ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାରଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ,କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ…

Continue Readingକ୍ରୀଡା ସଂସଦ ସାଧାରଣ ପରିଷଦର ବୈଠକ

ଋଣ ଫେରସ୍ତ ପାଇଁ କହିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ମ୍ୟାନେଜର ଆହତ

ଅନୁଗୁଳ: ଟଙ୍କା ମାଗିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମକୁ ଏକ ପ୍ରାଇଭେଟ ବ୍ୟାଙ୍କ କର୍ମଚାରୀ ଟଙ୍କା ମାଗିବାକୁ ଆସିଥିଲେ। କିନ୍ତୁ ଗାଁର କିଛି ଲୋକ ତାଙ୍କୁ ମରଣାନ୍ତକ ଆକ୍ରମଣ ସହ…

Continue Readingଋଣ ଫେରସ୍ତ ପାଇଁ କହିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ମ୍ୟାନେଜର ଆହତ

ଶିକାର ପାଇଁ ହୁକିଂ କରି ଛକିଥିଲେ, ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ

ଅନୁଗୁଳ: ବନ୍ୟଜନ୍ତୁ ଶିକାର ପାଇଁ କୁମୁଣ୍ଡା ଜଙ୍ଗଲରେ ବେଆଇନ ହୁକିଙ୍ଗ କରିଥିବା ଅଭିଯୋଗରେ କଣିହାଁ ବନବିଭାଗ ୨ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ଚିତଲପୁର ଗ୍ରାମର ମୁନା ନାଏକ (୨୮) ଓ ଭଗବାନ…

Continue Readingଶିକାର ପାଇଁ ହୁକିଂ କରି ଛକିଥିଲେ, ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ

ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ: ୩୩ଟି ମାମଲାର କଲେ ଶୁଣାଣି

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଆଜି ଏକ ଦିନିକିଆ ଅନୁଗୁଳ ଗସ୍ତରେ ଆସିଛନ୍ତି। ଶ୍ରୀ ଯାଦବ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ରାଜସ୍ବ ମାମଲାର ଶୁଣାଣି (କ୍ୟାମ୍ପ କୋର୍ଟ) କରିଥିଲେ। ସେ ମୋଟ ୩୩…

Continue Readingଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ: ୩୩ଟି ମାମଲାର କଲେ ଶୁଣାଣି

ଅନୁଗୁଳ କଲେଜର ୪ ଅଧ୍ୟାପକଙ୍କ ବିରୁଦ୍ଧରେ ଛାତ୍ରୀ ନିର୍ଯାତନା ଅଭିଯୋଗ: ଗତ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖା ଯାଇଥିଲା ଚିଠି

ଅନୁଗୁଳ: ଓଡ଼ିଶାର ବିଭିନ୍ନ କଲେଜ୍ ରେ ଦୀର୍ଘ ଦିନ ଧରି ଚାଲିଥିବା ଛାତ୍ରୀ ନିର୍ଯାତନା ମାମଲା ଏବେ ଗୋଟିଏ ପରେ ଗୋଟିଏ ସାମନାକୁ ଆସୁଥିବା ବେଳେ ଅଭିଭାବକ ମହଲରେ ଉଦବେଗ ଦେଖା ଦେଇଛି। ଅନୁଗୋଳ କଲେଜ୍ ର ଚାରି ଜଣ ଅଧ୍ୟାପକଙ୍କ…

Continue Readingଅନୁଗୁଳ କଲେଜର ୪ ଅଧ୍ୟାପକଙ୍କ ବିରୁଦ୍ଧରେ ଛାତ୍ରୀ ନିର୍ଯାତନା ଅଭିଯୋଗ: ଗତ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖା ଯାଇଥିଲା ଚିଠି

ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ୨୯ରୁ ବସ ଚଳାଚଳ ବନ୍ଦ

ଅନୁଗୁଳ: ରାସ୍ତା ମରାମତି ନ ହେଲେ ଗଡିବନି ବସ୍। ଏମିତି କିଛି ଦାବି ନେଇ  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୨୯ ରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ବସ୍ ମାଲିକ…

Continue Readingଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ୨୯ରୁ ବସ ଚଳାଚଳ ବନ୍ଦ

କୋଇଲା ଡିପୋ ବନ୍ଦ କରିବା ଦାବି: ଜରପଡ଼ା ଷ୍ଟେସନରେ ୯ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଷ୍ଟେସନରେ କୋଇଲା ଡିପୋକୁ ନେଇ ଜରପଡ଼ା ଷ୍ଟେସନରେ ୯ଟି ପଞ୍ଚାୟତର ଅଧିବାସୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜରପଡା ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସଂଘ ଡାକରାରେ ଆଖ ପାଖ ଅଞ୍ଚଳର ୯ଟି ଗ୍ରାମ ପଞ୍ଚାୟତର ଅଧିବାସୀ…

Continue Readingକୋଇଲା ଡିପୋ ବନ୍ଦ କରିବା ଦାବି: ଜରପଡ଼ା ଷ୍ଟେସନରେ ୯ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ ହାଇସ୍କୁଲ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଆସିପାରନ୍ତି ରାଷ୍ଟ୍ରପତି

ଅନୁଗୁଳ: ଅନୁଗୁଳ ସରକାରୀ ହାଇସ୍କୁଲର ଶତବାର୍ଷିକୀ ସମାରୋହ ପାଳନ ନିମନ୍ତେ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ତଥା ଶତବାର୍ଷିକୀ ପାଳନ କମିଟିର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ)…

Continue Readingଅନୁଗୁଳ ହାଇସ୍କୁଲ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଆସିପାରନ୍ତି ରାଷ୍ଟ୍ରପତି

ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ଚାରା ରୋପଣ

ଅନୁଗୁଳ:  ଜିଲ୍ଲାରେ ସବୁଜିମା ବୃଦ୍ଧି କରିବା,ପ୍ରଦୂଷଣ ହ୍ରାସ କରିବା ସାଙ୍ଗକୁ ବିଗିଡି ଯାଉଥିବା ଜୈବ ବିବିଧତାକୁ ସଜାଡ଼ିବା ପାଇଁ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।"ସବୁଜ ଅନୁଗୁଳ" ନାମକ ଯୋଜନା ମାଧ୍ୟମରେ ଜଙ୍ଗଲର…

Continue Readingଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ଚାରା ରୋପଣ