ବାର୍ଡ ଫ୍ଲୁ ପ୍ରତିଷେଧ ପାଇଁ ପ୍ରାଣୀ ବିଭାଗ ସତର୍କ: ରକ୍ତ ନମୁନା ସଂଗ୍ରହ ହେବ, ଚିକେନ ଦର ଖସିଲା
ଅନୁଗୁଳ: ପୁରୀ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖା ଯାଇଥିବାରୁ ଅନୁଗୁଳ ଜିଲ୍ଲାରେ ଏଥିନେଇ ସତର୍କତା ଅବଲମ୍ବନ କରାଯାଇଛି।ଡେପୁଟି ଡାଇରେକ୍ଟର ଡ଼ା କେଶବ ଚନ୍ଦ୍ର ପ୍ରଧାନଙ୍କ ମତରେ ରାଜ୍ୟ ପ୍ରାଣୀଧନ ବିଭାଗ ସହିତ ଆଭାସି ମୋଡରେ ଆଲୋଚନା ପରେ ଜିଲ୍ଲା ପ୍ରାଣୀଧନ…
