ପରିବାରକୁ ମରଣାନ୍ତକ ଆକ୍ରମଣ, ୧୦ ଜଣ ସଦସ୍ୟ ଗୁରୁତର; କାରଣ ଅସ୍ପଷ୍ଟ
ଅନୁଗୁଳ: ଅନୁଗୁଳରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ୧୦ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନୁର୍ଗତ କରଡ଼ାଗାଡ଼ିଆ ଗ୍ରାମରେ ଏକ ସାହି ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ଭସାଣି…



