ଅନୁଗୁଳରେ ୧୭ ମୋଟରସାଇକେଲ ଜବତ, ୧.୨୭ ଲକ୍ଷ ଜରିମାନା
ଅନୁଗୁଳ : ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପରିବହନ ବିଭାଗ ଓ ପୋଲିସ । ଆଜି ସନ୍ଧ୍ୟାରେ ଏମ୍ଭିଆଇ ବିଭୁ ରଞ୍ଜନଙ୍କ ନେତୃତ୍ୱରେ ହୋଇଥିବା ବିଶେଷ ଜାଞ୍ଚରେ ୧୭ଟି ବୁଲେଟ ମୋଟରସାଇକେଲ ଜବତ…



