ପବିତ୍ର ମୋହନ ମେଡିକାଲ ବୁଲି ସ୍ଥିତି ପରଖିଲା ବିଜେପି, ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି

ଅନୁଗୁଳ : ଅନୁଗୁଳ ପବିତ୍ର ମୋହନ ମେଡିକାଲ ଯାଇ ସ୍ଥିତି ପରଖିଛନ୍ତି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ। ପରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନସ କୁମାର ବିଶ୍ୱାଳଙ୍କୁ ଭେଟି ମେଡିକାଲର ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି। ସୂଚନା ମୁତାବକ,…

Continue Readingପବିତ୍ର ମୋହନ ମେଡିକାଲ ବୁଲି ସ୍ଥିତି ପରଖିଲା ବିଜେପି, ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି

କାଞ୍ଜିଆ ହୁଦା ପାଇଁ ପୌରପାଳିକା ଦେଲା ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ସହର ଭିତରେ ଏକ କାଞ୍ଜିଆ ହୁଦା କରିବା ପାଇଁ ଶେଷରେ ପୌରପାଳିକା ନିର୍ବାହୀ ଅଧିକାରୀ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।ଅନୁଗୁଳ ସହରରେ ଆନିମଲ୍ ୱେଲ୍ଫେଆର ଟ୍ରଷ୍ଟ ପକ୍ଷରୁ ବୁଲା ଗାଈଗୋରୁ ଷଣ୍ଢଙ୍କ ଯତ୍ନ ନିଆଯାଏ। ସହର ଭିତରେ ହୁଦା ନଥିବାରୁ…

Continue Readingକାଞ୍ଜିଆ ହୁଦା ପାଇଁ ପୌରପାଳିକା ଦେଲା ପ୍ରତିଶ୍ରୁତି

ତାଳଚେର ଅବକାରୀ ବିଭାଗକୁ ସଫଳତା: ସାଢ଼େ ୪ ଲକ୍ଷର ହେରୋଇନ୍ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଡେରା ନିକଟରେ ତାଳଚେର ଅବକାରୀ ବିଭାଗ ଓ କୋଲିୟରୀ ଥାନା ଅଧିକାରୀ ଡେରା ଜିଏମ କଲୋନୀରେ ଚଢ଼ଉ କରି ୪୬ଗ୍ରାମ ହେରୋଇନ୍ ଜବତ କରିଛନ୍ତି। ସୂଚନା ମୁତାବକ, ଅବକାରୀ ଟିମ୍ ଚଢ଼ଉ…

Continue Readingତାଳଚେର ଅବକାରୀ ବିଭାଗକୁ ସଫଳତା: ସାଢ଼େ ୪ ଲକ୍ଷର ହେରୋଇନ୍ ଜବତ, ଜଣେ ଗିରଫ

ଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନିର୍ବାଚନ: ଦ୍ଵିତୀୟ ଥର ପାଇଁ ସଭାପତି ହେଲେ ଦୀପକ ବର୍ମା

ଅନୁଗୁଳ: ଅନୁଗୁଳ ଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପୁରୁଣା କମିଟିର କାର୍ଯ୍ୟକାଳ ଶେଷ ହେଉଥିବାରୁ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ପଟନାୟକ ନିର୍ଦ୍ଦେଶରେ ନିର୍ବାଚନ ପାଇଁ ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ…

Continue Readingଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନିର୍ବାଚନ: ଦ୍ଵିତୀୟ ଥର ପାଇଁ ସଭାପତି ହେଲେ ଦୀପକ ବର୍ମା

ଡ୍ରୋନ୍ ସର୍ଭିସ୍ ଟେକ୍ନିସିଆନ୍ 3.0ର ନୂତନ ପ୍ରାର୍ଥୀଙ୍କୁ ସ୍ୱାଗତ ଓ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସହରସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରେନିଙ୍ଗ ଅଫ୍ ଟ୍ରେନର୍ସଠାରେ ଏ ଆଇ ଟିଏମ୍ ସି ଭେନଚର୍ସ ଲିମିଟେଡ୍ ଓ ଓଡିଶା ଦକ୍ଷତା ବିକାଶ ତରଫରୁ ଡ୍ରୋନ୍ ସର୍ଭିସ୍ ଟେକ୍ନିସିଆନ୍ 3.0ର ନୂତନ ପ୍ରାର୍ଥୀଙ୍କୁ ସ୍ୱାଗତ…

Continue Readingଡ୍ରୋନ୍ ସର୍ଭିସ୍ ଟେକ୍ନିସିଆନ୍ 3.0ର ନୂତନ ପ୍ରାର୍ଥୀଙ୍କୁ ସ୍ୱାଗତ ଓ ବୃକ୍ଷରୋପଣ

ସେପ୍ଟେମ୍ବରରେ ହେବ ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ

ଅନୁଗୁଳ: ରାଜ୍ୟର ବିଭିନ୍ନ କଲେଜରେ ଆସନ୍ତା ସେପ୍ଟେମ୍ବରରେ ଛାତ୍ର ସଂସଦ ନିର୍ବାଚନ ହେବ। ଦୀର୍ଘ ୭ ବର୍ଷ ପରେ ଏହି ନିର୍ବାଚନ ହେଉଥିବାରୁ ଚଳଚଞ୍ଚଳ ବିଭିନ୍ନ କଲେଜ କ୍ୟାମ୍ପସ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ବି ସେପ୍ଟେମ୍ବର ୨୫ କିମ୍ବା…

Continue Readingସେପ୍ଟେମ୍ବରରେ ହେବ ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ

ଆଜିଠାରୁ ଆରମ୍ଭ ପବିତ୍ର ଶ୍ରାବଣ ମାସ,ଭଗବାନ ଶିବଙ୍କ ପ୍ରିୟ ମାସ

ଅନୁଗୁଳ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଭଗବାନ ଶିବଙ୍କ ପ୍ରିୟ ମାସ। ଏହି ମାସଟି ବର୍ଷର ସବୁଠାରୁ ଶୁଭ ମାସ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ।…

Continue Readingଆଜିଠାରୁ ଆରମ୍ଭ ପବିତ୍ର ଶ୍ରାବଣ ମାସ,ଭଗବାନ ଶିବଙ୍କ ପ୍ରିୟ ମାସ

ତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରି ଲୁଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ତାଳଚେର ସିଂହସାହି ଅଞ୍ଚଳର ଦୁଇ ଭାଇ କୌଣସି କାମରେ ସମ୍ବଲପୁର ଯାଇ…

Continue Readingତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଚଢ଼ଉ କରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି…

Continue Readingକାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ ହ୍ୟାଣ୍ଡଲୁମ୍ ହାଟରେ ବାଗେଡିଆର ମାଣ୍ଡିଆ ଖାଦ୍ୟ

ଅନୁଗୁଳ: ନୂଆଦିଲ୍ଲୀର ଜନପଥରେ ଆଜିଠାରୁ ଆୟୋଜିତ ହେଉଛି ହ୍ୟାଣ୍ଡଲୁମ୍ ହାଟ। ଦେଶର ବିଭିନ୍ନ ଜିଲ୍ଲା ମିନେରାଲ ଫାଉଣ୍ଡେସନ ସହଯୋଗରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ତିଆରି କରୁଥିବା ବିଭିନ୍ନ ଉତ୍ପାଦ ଏଠାରେ ପ୍ରଦର୍ଶିତ କରାଯାଉଛି। କେନ୍ଦ୍ର ଖଣି ମନ୍ତ୍ରୀ ଜି କିଶନ…

Continue Readingନୂଆଦିଲ୍ଲୀ ହ୍ୟାଣ୍ଡଲୁମ୍ ହାଟରେ ବାଗେଡିଆର ମାଣ୍ଡିଆ ଖାଦ୍ୟ