ଅସହାୟଙ୍କୁ କମ୍ବଳ ବାଣ୍ଟିଲେ ଯୁବ ନେତା ସୌମ୍ୟରଞ୍ଜନ

ଅନୁଗୁଳ: ଚଳିତ ବର୍ଷର ଶୀତ ଗତ ଦଶ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।ଗତ ଏକ ମାସରୁ ଉର୍ଦ୍ଧ୍ବ ହେବ ଅନୁଗୁଳର ତାପମାତ୍ରା ଆଠ ଡିଗ୍ରୀରୁ ଦଶ ଡିଗ୍ରୀ ମଧ୍ୟରେ ରହୁଛି। ପ୍ରଚଣ୍ଡ ଶୀତ ଯୋଗୁଁ ବାସହୀନ ଅସହାୟ ଯାଯାବର ସମ୍ପ୍ରଦାୟର ଲୋକ…

Continue Readingଅସହାୟଙ୍କୁ କମ୍ବଳ ବାଣ୍ଟିଲେ ଯୁବ ନେତା ସୌମ୍ୟରଞ୍ଜନ

ଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ

ଅନୁଗୁଳ: ଅଲ୍ ଇଣ୍ଡିଆ ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଶିକ୍ଷକପଡ଼ା ଅଫିସ୍ ପ୍ରାଙ୍ଗଣରେ ସଂଗଠନର ରକ୍ତପତାକା ଉତ୍ତୋଳନ କରାଯିବା ସହ ଶିକ୍ଷା ଆନ୍ଦୋଳନର ଶହୀଦଙ୍କ ଉଦ୍ଦେଶ୍ୟରେ ଶହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଛି। ଡି.ଏସ୍.ଓ.…

Continue Readingଏ.ଆଇ.ଡି.ଏସ୍.ଓ.ର ୭୨ତମ ପ୍ରତିଷ୍ଠା ଦିବସ:ଶିକ୍ଷା ସମସ୍ୟା ବିରୋଧରେ ଛାତ୍ର ଆନ୍ଦୋଳନ ପାଇଁ ଆହ୍ୱାନ

ସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ

ଅନୁଗୁଳ: ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଓକିଲ ସଂଘର ସହ ସମ୍ପାଦକ ତଥା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ପୁରୁଷୋତ୍ତମ ନାୟକ। ଏହି ନିଯୁକ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

Continue Readingସରକାରୀ ଓକିଲ ଭାବେ ନିଯୁକ୍ତ ହେଲେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ

ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍‌ର ବାର୍ଷିକ ଉତ୍ସବ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବଡସିଂହଡା ସ୍ଥିତ ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍ ଓ ଏଲିଟ୍ ଏକାଡେମୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୌମ୍ୟରଂଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ତାଳଚେର…

Continue Readingଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍‌ର ବାର୍ଷିକ ଉତ୍ସବ

ଜେଏସପିଏଲ ଅଧିକାରୀଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳ ଜେଏସପିଏଲ କର୍ପୋରେଟ କମ୍ୟୁନିକେସନର ବରିଷ୍ଠ ଏଜିଏମ ଭାବେ କାର୍ଯ୍ୟରତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ ଘଟିଛି। ଜୟପୁର ସ୍ଥିତ ବାସ ଭବନରେ ଗତ ୨୫ ତାରିଖରେ ସୁଶାନ୍ତି ପଟ୍ଟନାୟକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନିଆ…

Continue Readingଜେଏସପିଏଲ ଅଧିକାରୀଙ୍କ ମାତୃ ବିୟୋଗ

ଆରପାରିରେ ମହୀଧରପୁରର ବିଜେପି ସଭାପତି ବାଉରୀବନ୍ଧୁ ପ୍ରଧାନ

ଅନୁଗୁଳ: ମହୀଧରପୁର ପଞ୍ଚାୟତ  ବିଜେପି ସଭାପତି ତଥା ହାଟଛକ ପୂଜା କମିଟିର ସଭାପତି ବାଉରୀବନ୍ଧୁ ପ୍ରଧାନଙ୍କ ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସୂଚନା ମୁତାବକ ବାଉରୀ ବନ୍ଧୁ ପ୍ରଧାନ ପ୍ରଧାନ ମଧୁମେହ ରୋଗରେ  ପୀଡ଼ିତ ହୋଇ ପୂର୍ବରୁ  ଚିକିତ୍ସିତ…

Continue Readingଆରପାରିରେ ମହୀଧରପୁରର ବିଜେପି ସଭାପତି ବାଉରୀବନ୍ଧୁ ପ୍ରଧାନ

ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ

ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ ଆୟୋଜିତ ହୋଇଯାଇଛି।ଏହି ଉତ୍ସବକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ଆଇ.ଜି.ଆଇ.ଟି ସରାଙ୍ଗ କମ୍ପ୍ୟୁଟର ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀନିବାସ ସେଠି। ଶ୍ରୀ ସେଠି "କୃତ୍ରିମ…

Continue Readingଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ

ମାଧପୁର ସରସ୍ଵତୀ ଶିଶୁ ମନ୍ଦିରରେ ‘ସପ୍ତଶକ୍ତି ସଙ୍ଗମ’ କାର୍ଯ୍ୟକ୍ରମ

ମାଧପୁର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ 'ସପ୍ତଶକ୍ତି ସଙ୍ଗମ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରଶ୍ମିରେଖା ମାହାର (୫ନଂ ଜୋନ୍ ଜିଲ୍ଲା ପରିଷଦର ସଦସ୍ୟା ), ସମ୍ମାନିତ ଅତିଥି ଭାବରେ…

Continue Readingମାଧପୁର ସରସ୍ଵତୀ ଶିଶୁ ମନ୍ଦିରରେ ‘ସପ୍ତଶକ୍ତି ସଙ୍ଗମ’ କାର୍ଯ୍ୟକ୍ରମ

ତାଳଚେରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ

ଅନୁଗୁଳ: ତାଳଚେର କିଶୋର କ୍ଳବ୍ ପରିସରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇ ଯାଇଛି। ବିଷୁବ ମିଳନ ପାଳନ କମିଟି ସୌଜନ୍ୟରୁ ଅନୁଷ୍ଠିତ ଏହି ସମାରୋହରେ ଅନୁଗୁଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ…

Continue Readingତାଳଚେରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ

ବଡହୀରା ଉପ୍ରା ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡହୀରାଠାରେ ଗଣିତ ଓ ବିଜ୍ଞାନ କ୍ଲବ ଏବଂ ବିଜ୍ଞାନ ଚେତନା ମଞ୍ଚ, ଓଡିଶା ଆନୁକୂଲ୍ୟରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଭାରତର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ…

Continue Readingବଡହୀରା ଉପ୍ରା ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ