ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ
ଅନୁଗୋଳ: ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗ ତଥା ସ୍ୱେଚ୍ଛାସେବୀ ସଂଗଠନ 'ସ୍ପନ୍ଦନ'ର ମିଳିତ ଆନୁକୂଲ୍ୟରେ 'ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧୀ ଦିବସ' ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ସଚେତନତା…
ଅନୁଗୋଳ: ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗ ତଥା ସ୍ୱେଚ୍ଛାସେବୀ ସଂଗଠନ 'ସ୍ପନ୍ଦନ'ର ମିଳିତ ଆନୁକୂଲ୍ୟରେ 'ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧୀ ଦିବସ' ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ସଚେତନତା…
ଅନୁଗୋଳ: ଆସନ୍ତା ଜୁନ୍ ୨୮ ତାରିଖ ରେ ୧୨ ତମ ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଚମ୍ପିୟାନସିପ ଅନୁଗୋଳ ଟାଉନ୍ ହଲରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ପ୍ରାୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେବେ।…
ତାଳଚେର: କର୍ମକ୍ଷେତ୍ରରେ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏନଟିପିସି ତାଳଚେର ଥର୍ମାଲ ପାୱାର ପ୍ରଜେକ୍ଟ ପକ୍ଷରୁ ‘ଉଚ୍ଚତାରେ କାର୍ଯ୍ୟ ଏବଂ ସୁରକ୍ଷା ଅଭ୍ୟାସ’ ଶୀର୍ଷକ ଏକ ବ୍ୟାପକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କାରଖାନା ଓ ବୟୋଲର୍ସ…
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨ଶ ଆନ୍ତର୍ଜାତିକ ଯୋଗ ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ‘ଯୋଗ ମହୋତ୍ସବ ସମିତି, ଓଡ଼ିଶା’ର ମିଳିତ ପ୍ରୟାସରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳିତ ବର୍ଷ ‘ସୁସ୍ଥ…
ଅନୁଗୋଳ: ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ବାଲିପଟ୍ଟା ପଞ୍ଚାୟତରେ ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଅନୁଗୋଳ: ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ପୂର୍ବତନ ସୈନିକ ସଂଘ ବା ଏଡିଭି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏହି ଯୋଗ ଦିବସ ପାଳିତ ହୋଇଥିଲା। ଏକ ସୁସ୍ଥ ନିରାମୟ…
ଅନୁଗୋଳ: ଅନୁଗୋଳ ବ୍ଲକ ବସଲା ଗ୍ରାମ ପଞ୍ଚାୟତର ଭାରତୀୟ ଜନତା ପାର୍ଟି ସକ୍ରିୟ କର୍ମୀଙ୍କୁ ନେଇ ଆଜି ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ନେତୃତ୍ୱରେ ବସଲା ଖେଳ ପଡିଆ ନିକଟରେ ଏହି ସଭା ହୋଇଥିଲା।…
ଅନୁଗୋଳ: ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା ୧୫ ଦିନିଆ ଅଭିଯାନ ଅଧୀନରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ…
ଅନୁଗୋଳ: ସାଇନ୍ସ ଷ୍ଟଡି ସେଣ୍ଟର୍ ଅମଲାପଡ଼ା ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା ଦିଆଯାଇଛି। ଏଥିନେଇ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା। ସେଣ୍ଟର୍ ପରିଚାଳକ ମଳୟ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ କନିଷ୍ଠ ଅଧ୍ୟାପକ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତର ଧଣ୍ଡାତୋପା ମିଶ୍ର ଆମ୍ବ ତୋଟାରେ ଆଜି ଏକ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାରେ ବିଜେପି ସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି ଓ ନାରୀ ନିର୍ଯାତନାକୁ…